ଫାଷ୍ଟଫୁଡ଼ ଦୋକାନରୁ ନାମୀଦାମୀ କମ୍ପାନୀ ବିଦେଶୀ ମଦ
ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁର ପ୍ରଦୀପ ବେହେରାଙ୍କ ଫାଷ୍ଟଫୁଡ଼ ଦୋକାନ ଉପରେ ଗଞ୍ଜାମ ଜିଲା ବ୍ରହ୍ମପୁର ଅବକାରୀ ଷ୍ଟ୍ରାଇକିଂ ଫୋର୍ସ ଇନ୍ସପେକ୍ଟର ମନିଷା ଭୋଳ ଚଢାଉ କରି ବିଭିନ୍ନ ନାମୀଦାମୀ କମ୍ପାନୀ ନିର୍ମିତ ୯୦ଟି ବିଦେଶୀ…
ରାଜ୍ୟରେ ନିଶା ମୁକ୍ତି ପାଇଁ ବଡ଼ ଯୋଜନା: ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ
ଭୁବନେଶ୍ୱର,୨୫।୮: ବେଆଇନ୍ ମାଦକ ଦ୍ରବ୍ୟ ଚୋରାଚାଲାଣ ଓ ନିଶା ରୋକିବା ପାଇଁ ଓଡ଼ିଶା ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟଶାସନ ସଚିବ ମନୋଜ ଆହୁଜା ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଅବକାରୀ, ପୋଲିସ, ଉଚ୍ଚଶିକ୍ଷା,…
ମନ୍ତ୍ରୀଙ୍କ ଘୋଷଣା: ପାଣି ଛାଡୁ ଛାଡୁ ମିଳିବ କ୍ଷତିପୂରଣ
ଭୁବନେଶ୍ୱର,୨୫।୮: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ପ୍ରତିକ୍ରିୟା ରଖିଛନ୍ତି। ବ୍ରାହ୍ମଣୀ ସତର୍କ ସଂକେତ ଉପରେ ରହିଥିବା ବେଳେ ଆଖୁଆପଦାରେ ବୈତରଣୀ ସ୍ଥିର ରହିଛି। ରାଜଘାଟ, ମଥାନିରେ ସୁବର୍ଣ୍ଣରେଖା…
ମୈସୁରୁରେ ନୃଶଂସ ହତ୍ୟା: ଯୁବତୀଙ୍କ ମୁଖରେ ବିସ୍ଫୋରଣ କରିଦେଲେ ପ୍ରେମିକ
ବେଙ୍ଗାଲୁରୁ,୨୫।୮: କର୍ଣ୍ଣାଟକର ମୈସୁରୁ ଜିଲାର ଏକ ଗାଁରେ ସୋମବାର ସକାଳେ ଏକ ନୃଶଂସ ହତ୍ୟାକାଣ୍ଡ ଘଟିଛି। ୨୦ ବର୍ଷୀୟ ବିବାହିତା ଯୁବତୀଙ୍କୁ ତାଙ୍କ ପ୍ରେମିକ ମୁଖରେ ବିସ୍ଫୋରକ ପଦାର୍ଥ ରଖି ବିସ୍ଫୋରଣ ଘଟାଇ ହତ୍ୟା କରିଛନ୍ତି। ଘଟଣାସ୍ଥଳରୁ ମିଳିଥିବା ଭିଡିଓରେ ଯୁବତୀଙ୍କ…
ବଡ଼ ଦୃଦୟ ଦେଖାଇଲା ଭାରତ: ପାକିସ୍ତାନକୁ କହିଲା…
ନୂଆଦିଲ୍ଲୀ,୨୫।୮: ଜମ୍ମୁରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ପାକିସ୍ତାନକୁ ଚେତାବନୀ ଦେଇଛି। ଏହି ପଦକ୍ଷେପ ଏପରି ସମୟରେ ନିଆଯାଇଛି ଯେତେବେଳେ ଦୁଇ ଦେଶ ମଧ୍ୟରେ ସିନ୍ଧୁ ଜଳ ଚୁକ୍ତି ଶୀତଳଭଣ୍ଡାରରେ ଅଛି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ କହୁଛି ଯେ…
ରେଳମନ୍ତ୍ରୀ ଅଶ୍ୱିନୀଙ୍କୁ ଚିଠି ଲେଖିଲେ ବିଧାୟକ କାଡ଼ାମ
କୋରାପୁଟ,୨୫।୮(ଅମିତାଭ ବେହେରା) କୋରାପୁଟ ରେଳ ଷ୍ଟେଶନରୁ ସେମିଲିଗୁଡ଼ା, ଦୁଧାରୀ, କୋଟିଆ, ଦାଣ୍ଡିଗାଁ, ସାଲୁର ଦେଇ ବୋବିଲି ରେଳ ଷ୍ଟେଶନ ଏବଂ କୋରାପୁଟ ରେଳ ଷ୍ଟେସନରୁ ସେମିଲିଗୁଡ଼ା, କୁନ୍ଦୁଲି, ସଦାମ ଏବଂ ଚୌଗାଁ ଦେଇ ଆରକୁ ରେଳ ଷ୍ଟେଶନ ପର୍ଯ୍ୟନ୍ତ ନୂତନ ରେଳ…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଆଦିବାସୀ ଝିଅମାନଙ୍କୁ ମିଳିବ
ଭୁବନେଶ୍ୱର,୨୫।୮: ଓଡ଼ିଆ ଆଦିବାସୀ ଝିଅମାନଙ୍କୁ ପାଇଲଟ ହେବା ପାଇଁ ସ୍ବତନ୍ତ୍ର ଟ୍ରେନିଂ ଦିଆଯିବ । କ୍ୟାଡେଟ ପାଇଲଟ ପ୍ରୋଗ୍ରାମ୍ରେ ଏହି ସ୍ବତନ୍ତ୍ର ଟ୍ରେନିଂ ଦିଆଯିବ। ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହା ଘୋଷଣା କରିଛନ୍ତି। B-MAAN…
ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ୨୦୨୫ ଜାତୀୟ ଶିକ୍ଷକ ପୁରସ୍କାର
ଭୁବନେଶ୍ୱର,୨୫।୮: ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ୨୦୨୫ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ କରାଯାଇଛି ବୋଲି ଶିକ୍ଷା ମନ୍ତ୍ରାଳୟ ସୋମବାର ଘୋଷଣା କରିଛି। ପୁରସ୍କାର ପାଇବାକୁ ଥିବା ଶିକ୍ଷକ ହେଉଛନ୍ତି ବସନ୍ତ କୁମାର ରାଣା ଓ ତାରୁଣ କୁମାର ଦାଶ। ସେମାନଙ୍କୁ…
ରକ୍ତ ଦେବୁ ପଛେ ଭିଟା ମାଟି ଛାଡ଼ିବୁ ନାହିଁ: ଗର୍ଜିଲେ ଗ୍ରାମବାସୀ
ପାଟଣା ,୨୫।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଜିନ୍ଦଲ ପ୍ରତିରୋଧ ମଞ୍ଚର ସୋମବାର ଏକ ଜରୁରୀ ବୈଠକ ଯମୁନା ପଶି ହାଟ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଗଠନର ସଭାପତି ଘନ ଶ୍ୟାମ ମହାନ୍ତ ଅଧ୍ୟକ୍ଷତା କରିଥିଲେ।…
ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ଅଧାବାଟରେ ପୁତ୍ର ସନ୍ତାନ ପ୍ରସବ କଲେ ମହିଳା
ଲାଞ୍ଜିଗଡ଼,୨୪।୮(ରମେଶ ଚନ୍ଦ୍ର ନାୟକ): କଳହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ ଆଦିବାସୀ ଦୁର୍ଗମ ଅଞ୍ଚଳରେ ୬ଦିନ ପରେ ପୁଣି ଜନନୀ ଯନ୍ତ୍ରଣାର ଦୃଶ୍ୟ ଦେଖିବାକୁ ମିଳୁଛି I ଆମ୍ବୁଲାନ୍ସ ପାଖକୁ ପହଞ୍ଚିବା ପୂର୍ବରୁ ଅଧାବାଟରେ ଶିଶୁପୁତ୍ର ପ୍ରସବ କଲେ ମହିଳା । ସୂଚନା…
କୃଷି ବିଶ୍ୱବିଦ୍ୟାଳୟ ଦାବି ନେଇ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା
ବଲାଙ୍ଗୀର,୨୫।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବିଜୁ ଜନତା ଦଳ ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୃଷି ବିଶ୍ୱ ବିଦ୍ୟାଳୟ ଦାବି ନେଇ ଗଣଧାରଣା ଦେବା ସହ ମୁଖ୍ୟମନ୍ତ୍ରୀଙ୍କୁ ଜିଲାପାଳଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରାଯାଇଛି।…
ସିଗାରେଟ୍-ମଦ ପିଉଥିବା ଲୋକଙ୍କୁ ଲାଗିବ ବଡ଼ ଝଟ୍କା: ଟିକସ ସ୍ଲାବରେ ହେବ ବଡ଼ ପରିବର୍ତ୍ତନ
ନୂଆଦିଲ୍ଲୀ,୨୫।୮: ନୂତନ GST (ସାମାନ୍ୟ ଏବଂ ସେବା ଟିକସ) ହାର ସେପ୍ଟେମ୍ବର ୨୨ରୁ କାର୍ଯ୍ୟକାରୀ ହୋଇପାରେ। GST ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ସେପ୍ଟେମ୍ବର ୩ ଏବଂ ୪ରେ ଦିଲ୍ଲୀରେ ଅନୁଷ୍ଠିତ ହେବ। ଏଥିରେ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତାବିତ ପରାମର୍ଶଗୁଡ଼ିକ ଉପରେ…
Archives


