ଗର୍ଲଫ୍ରେଣ୍ଡକୁ ହୋଟେଲ୍ ଡାକି ନେଇଥିଲେ ବୟଫ୍ରେଣ୍ଡ୍: ସେଠାରେ ପାଟି ଭିତରେ…ଲୋମଟାଙ୍କୁରା ଘଟଣା
ବେଙ୍ଗାଲୁରୁ,୨୬।୮: କର୍ନାଟକର ମହୀଶୂରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀଙ୍କୁ ତାଙ୍କ ପ୍ରେମିକ ନିର୍ମମ ଭାବରେ ହତ୍ୟା କରିଛନ୍ତି। ଯୁବତୀ ପୂର୍ବରୁ ବିବାହିତ ଥିଲେ। ଯୁବତୀ ତାଙ୍କ ପ୍ରେମିକଙ୍କୁ ଭେଟିବାକୁ ଯାଇଥିଲେ। ସେଠାରେ ଯୁବତୀଙ୍କ ପ୍ରେମିକ ତାଙ୍କ…
ଗାଁ ମଝିରେ ପିଟାପିଟି, ଚାଷ ଜମିକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ
ବଲାଙ୍ଗୀର,୨୬/୮( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ତୁଷୁରା ବାହାଲ ପଂଚାୟତ ଡ଼ଙ୍ଗାଘାଟ ଗାଁରେ ଚାଷ ଜମିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସଂଘର୍ଷ ହୋଇଛି। ଏଥିରେ ୩ ଜଣ ଗୁରୁତର ହୋଇଥିବା ବେଳେ ୫…
କ୍ଷମା ମାଗିଲେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, କହିଲେ ଜନ୍ମ କଂଗ୍ରେସରେ ମରିବି କଂଗ୍ରେସରେ ରହି
ନୂଆଦିଲ୍ଲୀ,୨୬।୮: ବିଧାନସଭାରେ ଆଲୋଚନା ସମୟରେ କର୍ନାଟକ ଉପମୁଖ୍ୟମନ୍ତ୍ରୀ ଶିବକୁମାର RSS ଗୀତର କିଛି ଧାଡ଼ି ଗାଇଥିଲେ। ଏହା ପରେ କର୍ନାଟକ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା। କଂଗ୍ରେସ ନେତାମାନେ ଡିକେ ଶିବକୁମାରଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଥିଲେ। ସେହି ସମୟରେ ଭାଜପା…
ଚାଇନା ମାଟିରେ ୩୧ ଅଗଷ୍ଟରେ ହେବ ପାଓ୍ବାର ଶୋ’, ଗୋଟିଏ ମଞ୍ଚରେ ଏକାଠି ହେବେ ମୋଦି, ପୁଟିନ, ଜିନପିଙ୍ଗ
ନୂଆଦିଲ୍ଲୀ,୨୬।୮: ନିକଟରେ ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛି। ଟ୍ରମ୍ପ ଦାବି କରିଛନ୍ତି ଯେ ଯଦି କୌଣସି ଦେଶ ରୁଷିଆରୁ ତେଲ କିଣେ, ତେବେ ତାକୁ କଠୋର ଶୁଳ୍କର ସମ୍ମୁଖୀନ ହେବାକୁ ପଡ଼ିବ। ଆମେରିକା…
ଲୋକଙ୍କୁ ଫୋନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି …
ଭୁବନେଶ୍ୱର,୨୬।୮: ରାଜ୍ୟରେ ଆରମ୍ଭ ହେଲା ‘ଆମ ଶାସନ’ ବ୍ୟବସ୍ଥା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଛନ୍ତି। ଲୋକଙ୍କ ମତାମତ ଆଧାରରେ ନୀତି ନିର୍ଦ୍ଧାରଣ ହେବ। ସାଧାରଣ ଲୋକଙ୍କୁ ଫୋନ କରି ମତାମତ ନେବେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ। ସରକାରଙ୍କ ସେବା କିଭଳି…
ସୁସ୍ଥ ଜୀବନ ଶୈଳୀ ପ୍ରତି ସଚେତନତା: ସାଇକେଲ ଯାତ୍ରା କରି…
ଗଞ୍ଜାମ,୨୬।୮ (ବିଦ୍ୟାଧର ସାହୁ ): ସ୍ବାସ୍ଥ୍ୟବସ୍ଥା, ଫିଟନେସ ଓ ସୁସ୍ଥ ଜୀବନ ଶୈଳୀ ପ୍ରତି ସଚେତନତା ବୃଦ୍ଧି ପାଇଁ ଛତ୍ରପୁର ଅଷ୍ଟମ ବାଟାଲିୟନ ପକ୍ଷରୁ ସଣ୍ଡେ ଅନ ସାଇକଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅଷ୍ଟମ ବାଟାଲିୟନ କମାଣ୍ଡେଣ୍ଟ ସାରଦା ପ୍ରସାଦ ଦାସଙ୍କ…
ତେନ୍ଦୁଲକରଙ୍କୁ ଦେବାକୁ ପଡ଼ିଲା ନିଜର ପରିଚୟ, ଦେଲେ ମଜାଦାର ଉତ୍ତର
ନୂଆଦିଲ୍ଲୀ,୨୬।୮: ପୂର୍ବତନ ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ସୋମବାର ସୋସିଆଲ ମିଡିଆ ପ୍ଲାଟଫର୍ମ ରେଡିଟରେ ତାଙ୍କ ପ୍ରଶଂସକଙ୍କ ସହ ଆଲୋଚନା କରିଥିଲେ ଏବଂ କିଛି ପ୍ରଶ୍ନର ମଜାଦାର ଉତ୍ତର ଦେଇଥିଲେ। ସଚିନଙ୍କ ସହ ‘ଆସ୍କ ମି ଏନିଥଙ୍ଗ’ ସେସନ ସମୟରେ,…
ବାଂଲାଦେଶର ପିଛା ଛାଡୁନାହିଁ ୧୯୭୧ର ପାପ, ବାଂଲାଦେଶ ପୁଣି କଲା ଏମିତି ଦାବି
ଢାକା,୨୬।୮: ଦୀର୍ଘ ୩ବର୍ଷର ବ୍ୟବଧାନ ପରେ, ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଡାରଙ୍କ ବାଂଲାଦେଶ ଗସ୍ତ ପୁଣି ଥରେ ୧୯୭୧ର କ୍ଷତ ଖୋଲିଦେଲା। ଏହି ଗସ୍ତକୁ ନେଇ ପାକିସ୍ତାନରେ ବହୁତ ଆଶା ଥିଲା ଯେ ଏହା ଦୁଇ ଦେଶ…
ଦିନକ ପରେ ବିରାଜମାନ ହେବେ ଗଜାନନ, ଛେଚୁଛି ବର୍ଷା, ଚିନ୍ତାରେ ଗଣେଶ ପୂଜା କମିଟି
ଗଞ୍ଜାମ,୨୬।୮ (ବିଦ୍ୟାଧର ସାହୁ ): ଦିନକ ପରେ ଅଗ୍ର୍ୟ ପୂଜ୍ୟ ମହାବିନାୟକ ଗଣେଶଙ୍କ ଚତୁର୍ଥୀ। ଅସ୍ଥାୟୀ ପୂଜା ମଣ୍ଡପରେ ବିରାଜମାନ କରିବେ ଗଜାନନ। ଏଥିପାଇଁ ସମଗ୍ର ଗଞ୍ଜାମ ସହରର ବିଭିନ୍ନ ସାହି ଗୁଡିକ ସାଜସ୍ବଜା ଶେଷ ପର୍ଯ୍ୟାୟରେ । ବିରାଟ ମେଢ଼…
ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ… ଚାଇନା-ପାକିସ୍ତାନକୁ ବଡ଼ ଚେତାବନୀ ଦେଲେ CDS ଅନିଲ ଚୌହାନ
ନୂଆଦୀଲ୍ଲୀ,୨୬।୮: ଭାରତର ପ୍ରତିରକ୍ଷା ମୁଖ୍ୟ (CDS) ଜେନେରାଲ ଅନିଲ ଚୌହାନ ଚାଇନା ଏବଂ ପାକିସ୍ତାନକୁ ବଡ଼ ଚେତାବନୀ ଦେଇଛନ୍ତି। ସେ ଦେଶର ସୁରକ୍ଷା ଏବଂ ଭବିଷ୍ୟତ ପ୍ରସ୍ତୁତି ବିଷୟରେ ମଧ୍ୟ ଅନେକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭାରତ ସର୍ବଦା ଶାନ୍ତିର…
ଆଉ ପୁଟିନ-ଜେଲେନସ୍କିଙ୍କୁ ଭେଟିବାକୁ ଚାହୁଁନାହାନ୍ତି ଟ୍ରମ୍ପ: ସିଧା ସିଧା କହିଲେ…
ଓ୍ବାଶିଂଟନ୍,୨୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ-ୟୁକ୍ରେନ ପ୍ରସଙ୍ଗରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିବାକୁ ପ୍ରସ୍ତୁତ ନୁହଁନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି, ପୁଟିନ ତାଙ୍କୁ…
ଘରକୁ ଫେରୁଥିବାବେଳେ ବନ୍ୟାର ପ୍ରଖର ସ୍ରୋତରେ ଭାସିଗଲେ ରାଜମିସ୍ତ୍ରୀ
ଭୋଗରାଇ, ୨୬।୮( ପ୍ରଦୀପ ଦାସ ): ସୁବର୍ଣ୍ଣରେଖା ବନ୍ୟାସ୍ରୋତରେ ଭାସିଯାଇ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଡଙ୍ଗ ପନ୍ତେଇ ଗ୍ରାମର ରାଜମିସ୍ତ୍ରୀ ଅଚିନ୍ତ କୁମାର ପାତ୍ର (୪୪ ) ଙ୍କ ମୃତ୍ୟୁ ଘଟିଛି। ଗତ ସୋମବାର ମଧ୍ୟାହ୍ନରେ ସେ ଘରକୁ ଫେରୁଥିବାବେଳେ…
Archives


