Home Left

RBI ପୂର୍ବତନ ଗଭର୍ନର ଉର୍ଜିତ ପଟେଲଙ୍କୁ IMFରେ ବଡ଼ ନିଯୁକ୍ତି, ନେବେ ସୁବ୍ରମଣ୍ୟମଙ୍କ ସ୍ଥାନ 

ନୂଆଦିଲ୍ଲୀ,୨୯।୮: ଭାରତ ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଗଭର୍ଣ୍ଣର ଡ. ଉର୍ଜିତ ପଟେଲଙ୍କୁ ଅନ୍ତର୍ଜାତୀୟ ମୁଦ୍ରା କୋଷ (IMF)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (Executive Director) ଭାବେ ତିନି ବର୍ଷ ପାଇଁ ନିଯୁକ୍ତି ପାଇଁ ଅନୁମୋଦନ କରିଛନ୍ତି। ସେ କେ.ଭି.…

ବ୍ୟାଙ୍କ ବନ୍ଦ କଲେ କୋଶଲ ସଂଗ୍ରାମୀ

ବରଗଡ଼,୨୯।୮(ପ୍ରେମାନନ୍ଦ ଖମାରୀ) – ପଶ୍ଚିମ ଓଡ଼ିଶାର ମୁଖ୍ୟ କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ୩ଦିନ ସରକାରୀ ଛୁଟି ଘୋଷଣା କରିବାକୁ ବିଭିନ୍ନ କୋଶଲ ସଂଗଠନ ଦାବି କରି ଆସୁଥିଲେ। ତେବେ ଗୁରୁବାର ନୂଆଖାଇ ଥିବାବେଳେ ନୂଆଁଖାଇ ପରଦିନ ଅର୍ଥାତ୍ ଶୁକ୍ରବାରକୁ…

ପ୍ରଧାନମନ୍ତ୍ରୀଙ୍କୁ ଗାଳି ଦେଲେ କେଉଁ ଦଣ୍ଡ ମିଳିଥାଏ? ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୨୯।୮: କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ବିହାରରେ ‘ଭୋଟର ଅଧିକାର ଯାତ୍ରା’ରେ ଅଛନ୍ତି। ଏହି ପରିପ୍ରେକ୍ଷୀରେ, ସେ ଦରଭଙ୍ଗାରେ ପହଞ୍ଚିଥିଲେ, କିନ୍ତୁ ଏଠାରେ ତାଙ୍କ ସଭାରେ ରାଜନୈତିକ ସୌଜନ୍ୟ ଭଙ୍ଗ ହୋଇଥିଲା।…

ଏଣିକି ମଲ୍‌-ରିଟେଲ ଷ୍ଟୋରରେ ମାଗିପାରିବେ ନାହିଁ ମୋବାଇଲ ନମ୍ବର, ନଚେତ ଫସିବେ…

ନୂଆଦିଲ୍ଲୀ,୨୯।୮: ଭାରତ ସରକାର ଏକ ନୂଆ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ଆକ୍ଟ (DPDP) ଲାଗୁ କରିବାକୁ ଯାଉଛନ୍ତି, ଯାହା ଗ୍ରାହକଙ୍କ ମୋବାଇଲ ନମ୍ବର ଓ ବ୍ୟକ୍ତିଗତ ଡାଟାର ସୁରକ୍ଷାକୁ ପ୍ରାଥମିକତା ଦେଇ ପ୍ରସ୍ତୁତ କରାଯାଇଛି। ଏହି ଆଇନ ଅନୁଯାୟୀ, ଦୋକାନ,…

ବିଜେଡିରେ ବିଦ୍ରୋହ ନିଆଁ: ନବୀନ ନିବାସକୁ ଡାକିଲେ ସୁପ୍ରିମୋ

ଭୁବନେଶ୍ୱର,୨୯।୮: ଯୁବ ଛାତ୍ର ସଭାପତି ଘୋଷଣା ପରେ ବିଜେଡିରେ ବିଦ୍ରୋହ ଦେଖାଦେଇଛି । ଭୁବନେଶ୍ୱରରେ ବିଜୁ ଛାତ୍ର ଜନତା ଦଳର ଅନେକ ଛାତ୍ର ନେତା ମେଳି ବାନ୍ଧିଛନ୍ତି। ନବନିଯୁକ୍ତ ଛାତ୍ର ସଭାନେତ୍ରୀ ମଧ୍ୟ ଏଥିରୁ ବାଦ୍‌ପଡ଼ି ନାହାନ୍ତି। ଛାତ୍ର ସଭାପତି ଚୟନରେ…

LICର ଜୀବନ ଲକ୍ଷ୍ୟ ଯୋଜନା: FD-RDଠାରୁ ଉତ୍ତମ, ସାରା ଜୀବନ ସୁରକ୍ଷା ସହ ଟଙ୍କାର ଗ୍ୟାରେଣ୍ଟି, ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୮: ଆଜିର ସମୟରେ ଟଙ୍କା ସଞ୍ଚୟ ଓ ନିବେଶ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକ ପ୍ରମୁଖ ପ୍ରାଥମିକତା ହୋଇଛି। ବ୍ୟାଙ୍କର ଫିକ୍ସଡ ଡିପୋଜିଟ (FD) ଓ ରେକରିଙ୍ଗ ଡିପୋଜିଟ (RD) ଭଳି ବିକଳ୍ପଗୁଡ଼ିକ ଲୋକପ୍ରିୟ ହେଲେ ମଧ୍ୟ, ସାରାଜୀବନ ଆର୍ଥିକ ସୁରକ୍ଷା…

ଭୋଟର ଲିଷ୍ଟରୁ ବାଦ୍‌ ଯିବେ ୩ ଲକ୍ଷ ଲୋକ? ନିର୍ବାଚନ ଆୟୋଗ ଜାରି କଲେ ନୋଟିସ

ପାଟନା,୨୯।୮: ବିହାରରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (SIR) ଆରମ୍ଭ ହେବା ସହିତ, ନିର୍ବାଚନ କମିଶନ ରାଜ୍ୟରେ ଭୋଟର ତାଲିକାରେ ବହୁ ସଂଖ୍ୟକ ବିଦେଶୀ ନାଗରିକଙ୍କ ନାମ ଭୁଲ ଭାବରେ ପଞ୍ଜିକୃତ ହୋଇଥିବା ବିଷୟରେ ପ୍ରାରମ୍ଭିକ ସୂଚନା ପାଇଥିଲେ ଏବଂ…

ଜିଓ ଗ୍ରାହକଙ୍କ ପାଇଁ ଅମ୍ବାନୀ କଲେ ୫ ଘୋଷଣା: ଏବେ… 

ନୂଆଦିଲ୍ଲୀ,୨୯।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ବାର୍ଷିକ ସାଧାରଣ ବୈଠକ(AGM 2025)ରେ ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀ ବଡ଼ ଘୋଷଣା କରିଛନ୍ତି। ପ୍ରଥମଟି ହେଉଛି ଜିଓ ପ୍ରତିଟି ଭାରତୀୟଙ୍କୁ ମୋବାଇଲ ଏବଂ ହୋମ୍‌ ବ୍ରୋଡ୍‌ବ୍ୟାଣ୍ଡ ସହ ଯୋଡ଼ିବ। ଜିଓ ପ୍ରତିଟି ଭାରତୀୟ ଘରକୁ ଡିଜିଟାଲ ସେବା…

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର ଏଣିକି ଟ୍ରେନ ଛାଡିବାର ୧୫ ମିନିଟ ଆଗରୁ ଷ୍ଟେଶନରେ ମିଳିବ…

ନୂଆଦିଲ୍ଲୀ,୨୯।୮: ଭାରତୀୟ ରେଳବାଇ ଏକ ନୂଆ ସୁବିଧା ଆରମ୍ଭ କରିଛି, ଯାହା ଦ୍ୱାରା ଯାତ୍ରୀମାନେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଛାଡ଼ିବାର ମାତ୍ର ୧୫ ମିନିଟ ପୂର୍ବରୁ ଟିକେଟ ବୁକ କରିପାରିବେ। ଏହି ସୁବିଧା ଦକ୍ଷିଣ ରେଳବାଇ ଅଧୀନରେ ଚାଲୁଥିବା ୮ଟି…

କିଏ କିଣିଲା ସର ଡନ୍‌ ବ୍ରାଡମ୍ୟାନଙ୍କ କ୍ୟାପ? ଏତେ କୋଟି ଟଙ୍କା ହେଲା ଖର୍ଚ୍ଚ

କାନବେରା,୨୯।୮: କ୍ରିକେଟ ଜଗତର ସର୍ବଶ୍ରେଷ୍ଠ କିମ୍ବଦନ୍ତୀମାନଙ୍କ ମଧ୍ୟରୁ ଜଣେ ଡନ ବ୍ରାଡମ୍ୟାନ ତାଙ୍କ ସମୟର ସର୍ବୋତ୍ତମ କ୍ରିକେଟର ଥିଲେ। ତାଙ୍କର ମୃତ୍ୟୁକୁ ଅନେକ ବର୍ଷ ବିତିଯାଇଥିବ, କିନ୍ତୁ ତାଙ୍କ ରେକର୍ଡ ଏବଂ ଖେଳିବା ଶୈଳୀ ଏବେ ବି କ୍ରିକେଟ କରିଡରରେ ଆଲୋଚନାର…

ଜିଲାପାଳଙ୍କୁ ଭେଟିଲେ ମୃତା FM କଲେଜ ଛାତ୍ରୀଙ୍କ ବାପା

ବାଲେଶ୍ୱର,୨୯।୮: ମୃତା ବାଲେଶ୍ବର FM କଲେଜ ଛାତ୍ରୀଙ୍କ ବାପା ଶୁକ୍ରବାର ଜିଲାପାଳଙ୍କୁ ଭେଟିଛନ୍ତି। ସେ କଲେଜ ଆଇସିସି ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ୪ ଗିରଫ ହୋଇଛନ୍ତି, ମାତ୍ର ଆଇସିସି ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଝିଅକୁ ଉସୁକାଇଥିବା ବ୍ୟକ୍ତିଙ୍କ…

ମୋଦିଙ୍କ ଅପମାନ ସହିପାରିଲେନି ଓଓ୍ବାଇସି, କହିଲେ ରାଜନୀତି କର ହେଲେ…

ନୂଆଦିଲ୍ଲୀ,୨୯।୮: ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ମାଆଙ୍କ ଉପରେ କରାଯାଇଥିବା ଅପମାନଜନକ ମନ୍ତବ୍ୟ ସମ୍ପର୍କରେ ହାଇଦ୍ରାବାଦ ଏମପି ଏବଂ AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସି ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ରାଜନୀତିରେ ପ୍ରତିବାଦ କରନ୍ତୁ, କିନ୍ତୁ ଶାଳୀନତା ହରାନ୍ତୁ ନାହିଁ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri