Home Left

ଚଳିତ ଶେଷ ସୁଦ୍ଧା ଭାରତୀୟ ବାୟୁସେନାକୁ ମିଳିବ ପଞ୍ଚମ ପିଢିର ସ୍ୱେଦେଶୀ ଯୁଦ୍ଧ ବିମାନ

ନୂଆଦିଲ୍ଲୀ,୨।୯: ଭାରତୀୟ ବାୟୁସେନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉନ୍ନତିର ସୂଚନା ମିଳିଛି। ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ପକ୍ଷରୁ ଚଳିତ ସେପ୍ଟେମ୍ବର ୨୦୨୫ ଶେଷ ସୁଦ୍ଧା ଦୁଇଟି ତେଜସ ମାର୍କ-୧ଏ (Tejas Mark-1A) ଯୁଦ୍ଧବିମାନ ଯୋଗାଇ ଦିଆଯିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ…

ପଞ୍ଜୀକରଣ ତାତି, ଜିଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ ଚାଷୀ

ବରଗଡ଼,୨।୯(ପ୍ରେମାନନ୍ଦ ଖମାରୀ): ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀ ପଞ୍ଜୀକରଣକୁ ନେଇ ଅସନ୍ତୋଷ ଥମିବାର ନାଁ ନେଉ ନାହିଁ। ପ୍ରଥମେ ଜଟିଳ ପଞ୍ଜୀକରଣ ପ୍ରକ୍ରିୟା ପ୍ରତିବାଦରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇ ଥିଲେ। ଅନ୍ୟପକ୍ଷରେ ଅନେକ ଚାଷୀ ପଞ୍ଜୀକରଣ କରି ନ…

ବୃଦ୍ଧାଙ୍କୁ ଘରେ ପଶି ଆକ୍ରମଣ ଘଟଣା: ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୨।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗ୍ରାମର ବି.ପାର୍ବତୀ ପାତ୍ରଙ୍କୁ ଘରେ ପଶି ଠେଙ୍ଗାରେ ଆକ୍ରମଣ କରିଥିବା ଅଭିଯୋଗରେ ଚୁଡୁଙ୍ଗପୁର ଗ୍ରାମରେ ରହୁଥିବା ଗୋଳନଥରା ଥାନା ମଦନମୋହନପୁର ଗ୍ରାମର କାଳୁ ପାତ୍ରଙ୍କୁ ମଙ୍ଗଳବାର ଥାନା ଏସ.ଆଇ ସୋଫିଆ ମିଶ୍ର ଗିରଫକରି…

ପପଙ୍ଗା ପାହାଡ଼ରେ ଝୁଲୁଛି ଯୁବକଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲା…

ଭେଡେନ,୨।୯(ହୃଷିକେଶ ଖମାରୀ)- ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ପପଙ୍ଗା ପାହାଡ଼ରୁ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ସଲିକି ଗ୍ରାମର ପରମେଶ୍ୱର ଦିଗାଲଙ୍କ ପୁଅ ମାଧବ(୨୨) ବୋଲି…

ୟୁରୋପରେ ହେବ କି ବଡ଼ ଯୁଦ୍ଧ ? ହସ୍ପିଟାଲଗୁଡ଼ିକୁ ‘ବଡ଼ ଯୁଦ୍ଧ’ ପାଇଁ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦେଲା ଫ୍ରାନ୍ସ

ନୂଆଦିଲ୍ଲୀ,୨।୯: ରୁଷିଆ ଓ ନାଟୋ ସହଯୋଗୀ ଦେଶଗୁଡ଼ିକ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ୟୁରୋପରେ ଏକ ବିରାଟ ଯୁଦ୍ଧର ଆଶଙ୍କା ଦେଖାଦେଇଛି। ଫ୍ରାନ୍ସର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଶର ହସ୍ପିଟାଲଗୁଡ଼ିକୁ ୨୦୨୬ ମାର୍ଚ୍ଚ ସୁଦ୍ଧା ଏକ “ବୃହତ୍ ଯୁଦ୍ଧ” ପାଇଁ ପ୍ରସ୍ତୁତ…

ହଠାତ ଗ୍ରାହକଙ୍କୁ ସତର୍କ କରାଇଲା SBI, ଜାଣି ରଖନ୍ତୁ ନଚେତ ଫସିଯିବେ; ମୋବାଇଲ ନମ୍ବର ବଦଳାଇ…

ନୂଆଦିଲ୍ଲୀ,୨।୯: ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଗ୍ରାହକଙ୍କୁ ଏକ ନୂଆ ପ୍ରକାରର ମୋବାଇଲ ନମ୍ବର ବଦଳ ଜାଲିଆତି (Mobile Number Change Fraud) ସମ୍ପର୍କରେ ସତର୍କ କରିଛି। ବ୍ୟାଙ୍କ ଏକ ଚେତାବନୀ ଜାରି କରି କହିଛି ଯେ ଜାଲିଆତିକାରୀମାନେ ଗ୍ରାହକଙ୍କ ରେଜିଷ୍ଟାର୍ଡ…

ଟାଇଟଲ ସ୍ପନସରଶିପ୍‌ ଲାଗି ବିଡ୍ସ ପ୍ରକ୍ରିୟା ଆରମ୍ଭ, ଜାଣନ୍ତୁ ଏହି ସବୁ କମ୍ପାନୀ ପଡିବେ ବାଦ୍‌

ନୂଆଦିଲ୍ଲୀ,୨ା୯: ଫାଣ୍ଟାସି ସ୍ପୋଟର୍‌ସ କମ୍ପାନୀ ଡ୍ରିମ୍‌ ୧୧ ଓହରିବା ପରେ ଭାରତୀୟ କ୍ରିକେଟ୍‌ ଦଳର ଟାଇଟଲ ସ୍ପନସରଶିପ୍‌ ଅଧିକାର ଲାଗି ବିସିସିଆଇ ମଙ୍ଗଳବାର ବିଡ୍ସ ଆମନ୍ତ୍ରଣ କରିଛି। ସରକାରଙ୍କ ପକ୍ଷରୁ ବ୍ୟାନ୍‌ କରାଯିବା ପରେ ଏହି ବିଡ୍ସ ପ୍ରକ୍ରିୟାରୁ ରିୟଲ ମନି…

ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ : ତାଲା ପକାଇଲେ ଲୋକେ, ଉଦ୍ଧାର ପାଇଁ ଯାଇଥିବା ପୋଲିସ ହଟ ହଟା

ଭବାନୀପାଟଣା,୨।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଳଦିଆମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ଅପରାହ୍ନରେ ହାଇଡ୍ରାମା ଦେଖିବାକୁ ମିଳିଛି। ସ୍ଥାନୀୟ ପ୍ରଧାନଶିକ୍ଷକ ଦୁଲେନ୍ଦ୍ର ମେହେର ସ୍କୁଲର କିଛି ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଓ ବିଭିନ୍ନ ସମୟରେ ତାଙ୍କୁ…

ଚନ୍ଦ୍ରଗ୍ରହଣ: ଏହି ସମୟରୁ ପାକ ତ୍ୟାଗ, ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି

ପୁରୀ,୨।୯: ଆସନ୍ତା ୭ ସେପ୍ଟେମ୍ବର ରବିବାର ଚନ୍ଦ୍ରଗ୍ରହଣ ଉପଲକ୍ଷେ ଶ୍ରୀମନ୍ଦିରରେ ନୀତିକାନ୍ତି ନିର୍ଘଣ୍ଟ ସ୍ଥିର ହୋଇଛି। ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଗ୍ରହଣ ନୀତି ଅନୁଯାୟୀ, ରବିବାର ମଧ୍ୟାହ୍ନ ୧୨ଟା ୫୭ ମିନିଟ୍‌ରୁ ପାକ ତ୍ୟାଗ କରାଯିବ ଏବଂ…

ଜିଲାପାଳଙ୍କ ଦାରିଙ୍ଗବାଡି ଗସ୍ତ, ବିଭିନ୍ନ ପ୍ରକଳ୍ପ କଲେ ପରିଦର୍ଶନ

ଦାରିଙ୍ଗବାଡି, ୨।୯ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ମଙ୍ଗଳବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଗସ୍ତ କରିଛନ୍ତି। ସେ ଦାରିଙ୍ଗବାଡି ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିଥିଲେ। ପ୍ଳିହେରୀ ପଞ୍ଚାୟତ ଅଞ୍ଚଳରେ ଥିବା…

‘ବାପା ରାଜି ହେବେ ନାହିଁ’ ବୋଲି କହିଚାଲିଥିଲେ ଯୁବତୀ,ଚଳନ୍ତା ଟ୍ରେନ୍‌ରେ ସିନ୍ଦୂର ପିନ୍ଧାଇଦେଲେ ପ୍ରେମିକ;Video

ଚଳନ୍ତା ଟ୍ରେନରେ ଯୁବତୀଙ୍କ ମଥାରେ ସିନ୍ଦୂର ପିନ୍ଧାଇଲେ ପ୍ରେମିକ। ପ୍ରେମିକା ଯେତେ ମନା କଲେ ବି ସେ ତାଙ୍କ ଜିଦ୍‌ରେ ଅଟଳ ଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଭିଡିଓକୁ ନେଇ ଲୋକେ ଭଳିକି ଭଳି…

ସପ୍ତାହ ଭିତରେ ମଦକୋଠି ବନ୍ଦ ନ ହେଲେ ଆନ୍ଦୋଳନ

ନୂଆପଡ଼ା,୨ା୯ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଜଡାମୁଣ୍ଡା ପଞ୍ଚାୟତ ଠୋଙ୍ଗୋ ଗାଁରେ ଚାଲିଥିବା ବେଆଇନ ମଦ କୋଠି ବନ୍ଦ କରିବା ପାଇଁ ଗ୍ରାମବାସୀ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଲିଖିତ ଭାବରେ ଜଣାଇଛନ୍ତି। ତୁରନ୍ତ ଏ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri