Home Left

ଅପରେଶନ ସିନ୍ଦୂରରେ ନଷ୍ଟ ହୋଇଥିବା ଏୟାରବେସକୁ ପୁଣିଥରେ ସଜାଡିଲାଣି ପାକିସ୍ତାନ, ସାମ୍ନାକୁ ଆସିଲା ଫଟୋ

ଇସଲାମାବାଦ,୪।୯: ଭାରତୀୟ ବାୟୁସେନା ଅପରେଶନ ସିନ୍ଦୂର ସମୟରେ ପାକିସ୍ତାନକୁ ଉଚିତ ଜବାବ ଦେଇଥିଲା। ବାୟୁସେନା ପାକିସ୍ତାନୀ ସେନାର ଅନେକ ଏୟାରବେସକୁ ଟାର୍ଗେଟ କରିଥିଲା। ଏଥିରେ ନୁରଖାନ ଏୟାରବେସ ମଧ୍ୟ ଅନ୍ତର୍ଭୁକ୍ତ। ପାକିସ୍ତାନ ଏହି ଏୟାରବେସକୁ ପୁଣି ଥରେ ପ୍ରସ୍ତୁତ କରିବା ଆରମ୍ଭ…

ଦବଙ୍ଗଗିରିକୁ ନେଇ ଏସ୍‌ପିଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ବଦଳିଲେ ଦୁଇ ଆଇଆଇସି

ବଲାଙ୍ଗୀର,୪ା୯(ସୁନୀଲ କୁମାର ମହାନ୍ତି): ଦବଙ୍ଗଗିରିକୁ ନେଇ ବଲାଙ୍ଗୀର ଏସ୍‌ପି ଅଭିଳାଷ ଜୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କଣ୍ଟାବାଞ୍ଜି ଥାନାକୁ ମାଡ଼ି ବସିଥିବା ରଶ୍ମିତା ବେହେରାଙ୍କୁ ସଇଁତଳା ଥାନା ଏବଂ ସଇଁତଳା ଥାନା ଅଧିକାରୀ ରମେଶ ଚନ୍ଦ୍ର ବଢ଼େଇଙ୍କୁ ବଲାଙ୍ଗୀର ହେଡ୍‌କ୍ୱାର୍ଟରକୁ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ପାଇଁ ବଡ଼ ପ୍ରସ୍ତୁତି: ବିଧାୟକ ଦେଲେ ଏମିତି ନିର୍ଦ୍ଦେଶ

ଭଞ୍ଜନଗର,୪।୯(ବାବୁଲା ପ୍ରଧାନ): ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଉକ୍ତ ଦିନକୁ ମନେ ପକାଇବା ପାଇଁ ସମଗ୍ର ରାଜ୍ୟରେ ଲକ୍ଷାଧିକ ଚାରା ରୋପଣ ହେବ। ଏଥିପାଇଁ ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଏହିଭଳି ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ…

GST କାଉନସିଲର ନିଷ୍ପତ୍ତିକୁ ନେଇ ବଡ଼ ବୟାନ ଦେଲେ ଖାର୍ଗେ, କହିଲେ କଂଗ୍ରେସ ପୂର୍ବରୁ…

ନୂଆଦିଲ୍ଲୀ,୪।୯: ଜିଏସଟି କାଉନସିଲ ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି, ଯେଉଁଥିରେ ୨ଟି ସ୍ଲାବ ହଟାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏବେ କେବଳ ଦୁଇଟି ସ୍ଲାବ ରହିବ, ଯାହା ୧୮ ଏବଂ ୫ ପ୍ରତିଶତ। ଏହି ନିଷ୍ପତ୍ତି ପରେ କଂଗ୍ରେସ ଅଧ୍ୟକ୍ଷ…

ବିନା କୌଣସି ଜିନିଷ ବନ୍ଧକରେ ଏବେ ସରକାର ଦେବେ ୯୦ ହଜାର ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୪।୯: କେନ୍ଦ୍ର ସରକାର ଦେଶର ଗରିବ ଶ୍ରେଣୀର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ଚଳାଇଛନ୍ତି। କେନ୍ଦ୍ର ସରକାର ଛାତ୍ର, ମହିଳା, ବୃଦ୍ଧ, ବ୍ୟବସାୟୀ ଇତ୍ୟାଦି ବିଭିନ୍ନ ବର୍ଗକୁ ଦୃଷ୍ଟିରେ ରଖି ଏହି ଯୋଜନାଗୁଡ଼ିକ କରନ୍ତି। ଦୁଇ ପ୍ରକାରର ବ୍ୟବସାୟୀ ଅଛନ୍ତି, ଜଣେ…

ବିଧାନସଭାରେ ହଙ୍ଗାମା: ବିଧାୟକଙ୍କ ମଧ୍ୟରେ ମାରପିଟ୍‌

କୋଲକାତା,୪।୯: ପଶ୍ଚିମବଙ୍ଗ ବିଧାନସଭାରେ ଗୁରୁବାର ପ୍ରବଳ ହଟ୍ଟଗୋଳ ହୋଇଥିଲା। ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଟିଏମସି କର୍ମୀମାନେ ମୁହାଁମୁହିଁ ହୋଇଥିଲେ। ଏହାପରେ ମାର୍ଶାଲମାନଙ୍କୁ ଡକାଯାଇଥିଲା। ଭାଜପା ବିଧାୟକମାନେ ମଧ୍ୟ ସେମାନଙ୍କ ସହିତ ମୁହାଁମୁହିଁ ହୋଇଥିଲେ। ଗୃହରେ ହଟ୍ଟଗୋଳ ପରେ ଭାଜପା…

ନୂଆ GST ଲାଗୁ ପରେ କର୍କଟ ଚିକିତ୍ସା ଶସ୍ତା ହେବ ନା ମହଙ୍ଗା, ଜାଣନ୍ତୁ…

ନୂଆଦିଲ୍ଲୀ, ୪।୯: ଭାରତରେ କର୍କଟ ରୋଗ ଚିକିତ୍ସା ସବୁବେଳେ ରୋଗୀ ଏବଂ ତାଙ୍କ ପରିବାର ଉପରେ ଏକ ଆର୍ଥିକ ବୋଝ ହୋଇଆସିଛି। ଅତ୍ୟଧିକ କେମୋଥେରାପି ଔଷଧ, ପରୀକ୍ଷା ଏବଂ ଦୀର୍ଘକାଳୀନ ଚିକିତ୍ସା ଯୋଗୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ। ଏହା…

କାର ଭିତରେ କ’ଣ କଥା ହୋଇଥିଲେ ମୋଦି-ପୁଟିନ, ଏବେ ଉଠିଲା ପରଦା

ବେଜିଂ,୪।୯: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବେ ଏକ ସିକ୍ରେଟ ପ୍ରକାଶ କରିଛନ୍ତି। ସେ ଚାଇନାର ତିଆନଜିନରେ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ’ଣ କହିଥିଲେ ସେ ବିଷୟରେ ଉଲ୍ଲେଖ କରିଛନ୍ତି। ପୁଟିନ…

UPI ଟ୍ରାଞ୍ଜାକ୍ସନ୍‌ ଲିମିଟ୍‌ ବୃଦ୍ଧି: ଜାଣନ୍ତୁ ୨୪ ଘଣ୍ଟା ଭିତରେ କେତେ ଟଙ୍କା କରିପାରିବେ ଟ୍ରାନ୍ସଫର୍‌

ନୂଆଦିଲ୍ଲୀ,୪।୯: ସାଧାରଣତଃ UPI ମାଧ୍ୟମରେ ଟଙ୍କା ପଠାଇବାର ସୀମା ୧ ଲକ୍ଷ ଟଙ୍କା ଥାଏ। କିନ୍ତୁ ଏବେ ସେପ୍ଟେମ୍ବର ୧୫, ୨୦୨୫ଠାରୁ, କିଛି କାରବାର ପାଇଁ ଏହି ସୀମାକୁ ଯଥେଷ୍ଟ ବୃଦ୍ଧି କରାଯାଇଛି। NPCI ଏହି ପରିବର୍ତ୍ତନ ଘୋଷଣା କରିଛି। ଏହା…

ହଠାତ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି ଭାରତୀୟ କ୍ରିକେଟର, ୨୫ ବର୍ଷ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ 

ନୂଆଦିଲ୍ଲୀ,୪।୯: କ୍ରିକେଟରୁ ଅବସର ଘୋଷଣା କରି ଚମକାଇଛନ୍ତି ଆଉଜଣେ ଭାରତୀୟ ଖେଳାଳି। ସେ ହେଲେ ଭାରତୀୟ ଲେଗ୍‌ ସ୍ପିନର ଅମିତ ମିଶ୍ରା। ଫଳରେ ୨୫ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ତାଙ୍କର ଚମତ୍କାର କ୍ରିକେଟ କ୍ୟାରିଅରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏନେଇ…

ମଝି ରାସ୍ତାରେ ମନ୍ତ୍ରୀଙ୍କୁ ଅଟକାଇଦେଲେ ଆନ୍ଦୋଳନକାରୀ: ଆଉ ତା’ପରେ ଘଟିଲା…

ଏମ.ରାମପୁର,୪।୯(ଶଶି ଭୂଷଣ ପ୍ରହରାଜ): ମ.ରାମପୁରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ରାଜସ୍ବ ଉପଖଣ୍ଡ ଦାବି ନେଇ ଗୁରୁବାର ଅଞ୍ଚଳବାସୀଙ୍କ ମ.ରାମପୁର ବନ୍ଦ ପାଳନ ଅବସରରେ ଚାରିଛକଠାରେ ରାସ୍ତାରୋକୋ ହୋଇଥିଲା। ଏହିଦିନ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ଡ଼ା କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ…

ମହାନଦୀରେ ବଢ଼ିବ ଜଳସ୍ତର, ଯନ୍ତ୍ରୀ କହିଲେ ୩ ମାସରେ…

କଟକ,୪ା୯: ୩ ମାସରେ ବୈତରଣୀରେ ତୃତୀୟ ଥର ପାଇଁ ବନ୍ୟା ଆସିଛି। ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ। ୧୪ ବ୍ଲକ୍‌ରେ ୧୦୦ ମିମିରୁ ଅଧିକ, ୪୨ ବ୍ଲକରେ ୫୦ ମିମିରୁ ଅଧିକ ବର୍ଷା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri