Home Left

ସମ୍ବଲପୁର ମହାନଗର ନିଗମ ନିର୍ବାଚନ ପାଇଁ ବାଟ ଫିଟିଲା

କଟକ,୩।୯: ସମ୍ବଲପୁର ମହାନଗର ନିଗମ (SMC) ନିର୍ବାଚନ ପାଇଁ ବାଟ ଖୋଲିଛି। ଓଡ଼ିଶା ହାଇକୋର୍ଟ ୨୦୧୫ରେ ପ୍ରକାଶିତ ନିର୍ବାଚନ ବିଜ୍ଞପ୍ତିକୁ ରଦ୍ଦ କରି ସରକାରଙ୍କୁ ୬ ସପ୍ତାହ ମଧ୍ୟରେ ନୂଆ ବିଜ୍ଞପ୍ତି ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବିଜ୍ଞପ୍ତି ସଂରକ୍ଷଣ…

ଫେରିଲେ ଶ୍ରୀନିବାସନ୍‌

ନୂଆଦିଲ୍ଲୀ,୩ା୯: ବିସିସିଆଇର ପୂର୍ବତନ ସଭାପତି ଏନ୍‌. ଶ୍ରୀନିବାସନ୍‌ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ର ଚେୟାରମ୍ୟାନ ଭାବେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ସେ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ। କିନ୍ତୁ ଏହା ଫ୍ରାଞ୍ଚାଇଜ୍‌ ପାଇଁ ଏକ ବରଦାନ ବୋଲି ସିଇଓ କାଶୀ…

ପୂର୍ବତନ ବ୍ଲକ ଅଧ୍ୟକ୍ଷାଙ୍କୁ ଦେଇଥିଲେ ହତ୍ୟା ଧମକ, ଅଭିଯୁକ୍ତ ଗିରଫ

ବଡ଼ଗାଁ,୩ା୯(ଅଶୋକ ଷଡଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମର ମଦ ବିକ୍ରେତା ବିଷ୍ଣୁ କିଷାନ ପୂର୍ବତନ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ମିଞ୍ଜଙ୍କୁ ହତ୍ୟା ଧମକ ଦେଇ ମଙ୍ଗଳବାର ସନ୍ଧ୍ୟାରେ ଗିରଫ ହୋଇଛନ୍ତି। ଅଭିଯୋଗ ଅନୁଯାୟୀ, ମଦ ଜବତ କରିଥିବା…

ଛାତ୍ରୀଙ୍କୁ ଅସଦାଚରଣ ପରେ କାର୍ଯ୍ୟାନୁଷ୍ଠାନ, ପୋକ୍ସୋ ଆକ୍ଟରେ ଗିରଫ ପରେ ପ୍ରଧାନଶିକ୍ଷକ…

ଭବାନୀପାଟଣା/ଜୁନାଗଡ଼ ,୩।୯(ଉତ୍ତମ କୁମାର  ଦାଶ/ସୁନୀଲ କୁମାର ସିଂହ )- କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଳଦିଆମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁଲେନ୍ଦ୍ର ମେହେର ସ୍ଥାନୀୟ ସ୍କୁଲର ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଓ ବିଭିନ୍ନ ଆଳରେ ସ୍ପର୍ଶ କରୁଥିବା…

ବେଙ୍ଗାଲୁରୁ ଦଳାଚକଟା: ପ୍ରଥମ ଥର ମୁହଁ ଖୋଲିଲେ କୋହଲି

ବେଙ୍ଗାଲୁରୁ,୩ା୯: ଗତ ଜୁନ ୪ ତାରିଖରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)ର ଆଇପିଏଲ୍‌ ବିଜୟ ଉତ୍ସବ ବେଳେ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ଘଟିଥିବା ଦଳାଚକଟା ଘଟଣା ସମ୍ପର୍କରେ ବିରାଟ କୋହଲି ବୁଧବାର ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ଏହି…

ଭାରତ ଟାରିଫ୍‌ରେ ଆମକୁ ହତ୍ୟା କରୁଛି: ପୁଣି ଧମକାଇଲେ ଟ୍ରମ୍ପ

ନୂଆଦିଲ୍ଲୀ,୩।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ ଭାରତକୁ ବାରମ୍ବାର ବାଣିଜ୍ୟ ଚୁକ୍ତି ପାଇଁ ଧମକାଇବା ନୀତି ଉପରେ ଜୋର ଦେଉଛନ୍ତି। ସେ ଭାରତକୁ ବିଶ୍ୱର “ସବୁଠାରୁ ଅଧିକ ଟାରିଫ୍‌ଯୁକ୍ତ ଦେଶ” କହିଛନ୍ତି ଏବଂ ନୂଆଦିଲ୍ଲୀ କୌଣସି ଟାରିଫ୍‌ ଲାଗୁ ନ କରିବାର…

ବ୍ୟବସାୟ ନିୟମ ସହଜ କରିବା ପାଇଁ GST ପରିଷର ଅନୁମୋଦନ

ନୂଆଦିଲ୍ଲୀ,୩।୯: ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି) କାଉନ୍ସିଲ୍ ବ୍ୟବସାୟମାନଙ୍କ ଉପରେ ଅନୁପାଳନ ବୋଝ ହ୍ରାସ କରିବା ପାଇଁ କିଛି ପଦକ୍ଷେପଗୁଡ଼ିକୁ ମଞ୍ଜୁରି ଦେଇଛି। ଏହି ପଦକ୍ଷେପଗୁଡ଼ିକ ମଧ୍ୟରେ ଏମ୍‌ଏସ୍‌ଏମ୍‌ଇ (ମଧ୍ୟମ, ଛୋଟ ଓ କ୍ଷୁଦ୍ର ଉଦ୍ୟୋଗ) ଏବଂ ଷ୍ଟାର୍ଟ୍-ଆପ୍‌ଗୁଡ଼ିକ ପାଇଁ…

ବ୍ଲକ କାର୍ଯ୍ୟାଳୟରେ ଗୁଣ୍ଡାରାଜ୍‌, ବିଲ୍‌ ନ କରିବାରୁ ଜେଇଙ୍କୁ ମାଡ଼ ମାରିଲେ ଠିକାଦାର

ବଲାଙ୍ଗୀର,୩ା୯(ସୁନୀଲ ମହାନ୍ତି): ବଲାଙ୍ଗୀର ପୁଇଁତଳା ବ୍ଲକ କାର୍ଯ୍ୟାଳୟରେ ଘଟିଛି ଏକ ଅଭାବନୀୟ ଘଟଣା। ବ୍ଲକ ଜେଇ ବିଭୂତି ଭୂଷଣ ମହାନ୍ତି ନିଜ ଅଫିସ ଚ୍ୟାମ୍ବରରେ କାର୍ଯ୍ୟରତ ଥିବାବେଳେ ଏହି ସମୟରେ ଜଣେ ଠିକାଦାର ଆସି ଜେଇଙ୍କୁ ଗାଳିଗୁଲଜ କରିବା ସହ ମାଡ଼…

ସ୍କୁଲ୍ ସହ ମିଶିବ ଅଙ୍ଗନବାଡି! ପ୍ରକ୍ରିୟା ଆରମ୍ଭ କଲେ ସରକାର

ନୂଆଦିଲ୍ଲୀ,୩।୯: ପିଲାଙ୍କ ଶୈଶବ ଯତ୍ନ ଓ ଶିକ୍ଷାକୁ ଆନୁଷ୍ଠାନିକ ଭାବେ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଲକ୍ଷ୍ୟରେ ବିଦ୍ୟାଳୟଗୁଡ଼ିକ ସହିତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଯୋଡ଼ିବା ପାଇଁ ଏକ ସ୍ୱତନ୍ତ୍ର ପ୍ରକ୍ରିୟା ଆରମ୍ଭ ହୋଇଛି।…

ଛାତ୍ରୀଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ଶିକ୍ଷୟିତ୍ରୀ

ଭୁବନେଶ୍ୱର,୩।୯: ଭୁବନେଶ୍ୱର ଖଣ୍ଡଗିରି ଥାନା ଅଧୀନ ଏକ ବିଦ୍ୟାଳୟରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗଣିତ ଆସିଲାନି ବୋଲି ଜଣେ ଶିକ୍ଷୟିତ୍ରୀ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି। ଶିକ୍ଷୟିତ୍ରୀଙ୍କ ମାଡ଼ରେ ଛାତ୍ରୀଙ୍କ…

୨୩ ରିପୋର୍ଟ ଚାପିଛନ୍ତି ବିଜେଡି ସରକାର, ଆଇନମନ୍ତ୍ରୀ କହିଲେ ଆମେ ସେମିତି…

ଭୁବନେଶ୍ୱର,୩ା୯: ବିଜେଡିକୁ ବୁଧବାର କଡ଼ା ଟାର୍ଗେଟ୍‌ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ପୁରୀ ଦଳାଚକଟା ତଦନ୍ତ ରିପୋର୍ଟ ନେଇ ଆଇନମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରିପୋର୍ଟ ସିଏମଓକୁ ଦିଆସରିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ…

ଲଣ୍ଡନରେ ଫିଟନେସ ପରୀକ୍ଷା ଦେଲେ ବିରାଟ କୋହଲି, BCCIର କୋହଳ ମନବୃତି ପାଇଁ ଉଠିଲା ପ୍ରଶ୍ନ

ମୁମ୍ବାଇ,୩ା୯: ଭାରତୀୟ କ୍ରିକେଟ ଦଳର ଅଧିକାଂଶ ଖେଳାଳି ବେଙ୍ଗାଲୁରୁରେ ଥିବା ନ୍ୟାସନାଲ କ୍ରିକେଟ ଏକାଡେମୀରେ ଫିଟନେସ ପରୀକ୍ଷା ଦେଉଥିବା ବେଳେ, ବିରାଟ କୋହଲି ଏକମାତ୍ର ସକ୍ରିୟ ଖେଳାଳି ଭାବେ ଲଣ୍ଡନରେ ଏହି ପରୀକ୍ଷା ଦେଇଛନ୍ତି, ଯେଉଁଠାରେ ସେ ବର୍ତ୍ତମାନ ପରିବାର ସହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri