Home Left

ସରକାରଙ୍କ ବଡ଼ ଘୋଷଣା: ଖୋଲିବ NIA ଶାଖା

ଭୁବନେଶ୍ୱର,୧୮।୫: ରାଜ୍ୟ ସରକାର ରବିବାର ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ବରରେ ଏକ NIA ଶାଖା ଖୋଲିବା ନେଇ ନିଷ୍ପତ୍ତି ହୋଇଛି। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଭୁବନେଶ୍ୱରର ଭିଏସ୍‌ଏସ୍‌ନଗରରେ ପ୍ରାରମ୍ଭିକ ଭାବେ...

ପାହାଡ଼ରୁ ଧସିଲା ମାଟି ଅତଡ଼ା, ରାସ୍ତା ଜାମ, ବଜ୍ରପାତରେ ୨୦ ଛେଳି ମୃତ

କୋରାପୁଟ/ନାରାୟଣପାଟଣା,୧୮ା୫(ଅମିତାଭ ବେହେରା/ରାଜକିଶୋର ଜେନା)-କୋରାପୁଟ ଜିଲା ନାରାୟଣପାଟଣାରେ କାଳବୈଶାଖୀ ଯୋଗୁ ରବିବାର ବର୍ଷା ପବନ ହୋଇଛି। ନାରାୟଣପାଟଣା ବ୍ଲକ୍‌ ଉପରଗୁମାଣ୍ଡି ଗାଁରେ ବଜ୍ରପାତ ଘଟି ୨୦ଟି ଛେଳି ମରିପଡିଥିବା ଜଣାପଡିଛି। ତଳଗୁମାଣ୍ଡି ପଞ୍ଚାୟତ ଅନ୍ତର୍ଗତ ଭିତରପଡ଼ା ପାହାଡ଼ରୁ ମାଟି ଅତଡ଼ା ଧସେଇ...

ୟୁଟ୍ୟୁବର ଜ୍ୟୋତିଙ୍କ ବାନ୍ଧବୀ ପ୍ରିୟଙ୍କାଙ୍କୁ ପୋଲିସର ମାରାଥନ୍‌ ଜେରା

ପୁରୀ,୧୮।୫( ଅଜିତ୍‌ କୁମାର ମହାନ୍ତି): ପାକିସ୍ତାନର ସ୍ପାଏ ଭାବେ କାର୍ଯ୍ୟ କରୁଥିବା ହରିୟାଣାର ପ୍ରସିଦ୍ଧ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଗିରଫ ପରେ ପୁରୀର ପ୍ରିୟଙ୍କାଙ୍କ ସହ ଲିଙ୍କ ନେଇ ପୋଲିସ ତନାଘନା ଆରମ୍ଭ କରିଛି l ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା...

ନିମ୍ନମାନର କାର୍ଯ୍ୟ, ମାଟି ବଦଳରେ ବନ୍ଧରେ ଲାଗୁଛି ନଈ ବାଲି

ଧର୍ମଶାଳା,୧୮ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବେଦପୁରଠାରୁ ଜନକ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି। ନଦୀବନ୍ଧରେ ମାଟି ବଦଳରେ ନଈ ବାଲି ପକାଇ କାମ କରୁଥିବା...

ପାକିସ୍ତାନର ୩ ISI ଅଫିସରଙ୍କ ସହ ଜ୍ୟୋତି କରୁଥିଲେ ଏମିତି କାମ, ସାଂଘାତିକ ଖୁଲାସା

ନୂଆଦିଲ୍ଲୀ,୧୮।୫: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ମାମଲାରେ ଏବେ ଗୋଟିଏ ପରେ ଗୋଟିଏ ସାଂଘାତିକ ଖୁଲାସା ହେଉଛି। ସେ ହରିୟାଣାର ହିସାରର ବାସିନ୍ଦା ଜ୍ୟୋତି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISIର ତିନି ଜଣ...

ପୁଣି ମାଲ୍‌ବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୪ ବଗି

ଟେନ୍‌ସା,୧୮ା୫(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଳକ ବିମିଳାଗଡ଼ ରେଲଓ୍ବେ ସାଇଡିଂରେ ରବିବାର ସକାଳୁ ରକ୍ସିରୁ ଲୁହା ପଥରଗୁଣ୍ଡ ନେଇ ଆସୁଥିବା ଏକ ମାଲ୍‌ବାହୀ ଟ୍ରେନ ବିମିଳାଗଡ଼ ରେଲଓ୍ବେ ସାଇଡିଂ ୪ଟି ବଗି ଲାଇନଚ୍ୟୁତ ହୋଇଛି। ଏଥିରେ କାହାରି...

ସ୍ପାଏ କରିବାକୁ ଜ୍ୟୋତିଙ୍କୁ ପାକିସ୍ତାନ ଦେଉଥିଲା… ବିଶ୍ୱାସ କରିବେନି

ନୂଆଦିଲ୍ଲୀ,୧୮।୫: ହରିୟାଣାର ହିସାରର ବାସିନ୍ଦା ଜ୍ୟୋତି ମାଲହୋତ୍ରା ଏବେ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଉପରେ ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟ କରିବାର ଅଭିଯୋଗ ଅଛି। ଏହି ଗିରଫଦାରୀ ସାରା ଦେଶରେ ହଇଚଇ ସୃଷ୍ଟି କରିଛି। ଜ୍ୟୋତିଙ୍କ ଗିରଫଦାରୀ ପରେ, ତାଙ୍କ...

ବୌଦ୍ଧରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ବୈଠକରେ ଯୋଗ ଦେଇ…

ବୌଦ୍ଧ,୧୮ା୫(ଅଜିତ କୁମାର ବାରିକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ବୌଦ୍ଧ ଜିଲା ଗସ୍ତ କରି ବିଭିନ୍ନ ବିଭାଗର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୧ଟାରେ ବୌଦ୍ଧରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା। ଜିଲାପାଳଙ୍କ ସମ୍ମିଳନୀ ଗୃହରେ...

Youtubeରୁ ଏତେ ଟଙ୍କା ରୋଜଗାର କରନ୍ତି ପାକ୍‌ ସ୍ପାଏ ଜ୍ୟୋତି ମାଲହୋତ୍ରା, ମୋଟ ସମ୍ପତ୍ତି ଜାଣିଲେ ଚମକି ପଡିବେ

ନୂଆଦିଲ୍ଲୀ,୧୮।୫: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ହରିୟାଣାର ପ୍ରସିଦ୍ଧ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇଛି। ଜ୍ୟୋତି, ଯିଏ ତାଙ୍କର YouTube ଚ୍ୟାନେଲ ‘ଟ୍ରାଭେଲ ୱିଥ ଜୋ’ ମାଧ୍ୟମରେ ପ୍ରତି ମାସରେ ଭଲ ଟଙ୍କା ରୋଜଗାର କରୁଥିଲେ, ଏବେ ସାଂଘାତିକ...

ଡୁଲୁରୀ ପାଇନ୍‌ ବଣରେ ଭୋଜି କରି ଗ୍ରୀଷ୍ମଛୁଟିର ମଜା ନେଉଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡ଼ି,୧୮ା୫(ଅରୁଣ ସାହୁ): ପରିବାର ହୁଅନ୍ତୁ ବା ସାଙ୍ଗସାଥୀ ବନ୍ଧୁ ପରିଜନ ସେମାନଙ୍କ ସହ ସମୟ ବିତାଇବା ପାଇଁ ପ୍ରକୃଷ୍ଟ ସମୟ ହେଉଛି ବଣଭୋଜିର ଆସର। ଆଉ ଏହା କରିବା ପାଇଁ କେଉଁ ଭଲ ସ୍ଥାନ ଠିକ୍‌ ତାକୁ ଚୟନ କରବା...

ଆଜି ଠୁ ଯୁଦ୍ଧ?ଭାରତୀୟ ସେନାର ବଡ଼ ଘୋଷଣା…

ନୂଆଦିଲ୍ଲୀ, ୧୮।୫: ଭାରତ ଓ ପାକିସ୍ତାନ ମଧ୍ୟରେ ମେ ୧୦ରେ ହୋଇଥିବା ଯୁଦ୍ଧବିରତି ଚୁକ୍ତି ଜାରି ରହିବ ବୋଲି ଭାରତୀୟ ସେନା ସ୍ପଷ୍ଟ କରିଛି। ଏହି ଯୁଦ୍ଧବିରତିର କୌଣସି ର୍ନିଦ୍ଦିଷ୍ଟ ସମୟସୀମା ନାହିଁ ଏବଂ ଏହା ଅର୍ନିଦ୍ଦିଷ୍ଟ କାଳ ପାଇଁ...

ପୁରୀର ୟୁଟ୍ୟୁବରଙ୍କ ସହ କ’ଣ ଥିଲା ଜ୍ୟୋତିଙ୍କ ସମ୍ପର୍କ: ଅଜ୍ଞାତ ସ୍ଥାନରେ ରଖି ….

ପୁରୀ, ୧୮।୫: ଗିରଫ ୟୁଟ୍ୟୁବର ଜ୍ୟୋତି ଲିଙ୍କ୍‌ ନେଇ ଖୋଳତାଡ଼ ଜାରି ରହିଛି। ପୁରୀର ଜଣେ ୟୁଟ୍ୟୁବରଙ୍କୁ IBର ପଚରାଉଚରା ଜାରି ରହିଛି। ଜ୍ୟୋତିଙ୍କ ସହ ସଂପର୍କ କଣ ଥିଲା ସେ ନେଇ ଜେରା ମଧ୍ୟ ଚାଲିଛି। ଗତକାଲିଠାରୁ ଅଜ୍ଞାତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri