Home Left

ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ: ଓଡ଼ିଶାରେ ରହିବେ ନାହିଁ ଅଣ ନାଗରିକ

ଭୁବନେଶ୍ୱର,୧୯।୫: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ଓଡ଼ିଶାରୁ ବାଂଲାଦେଶୀଙ୍କୁ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଇଞ୍ଜିନିୟରିଂ ବିଭାଗଗୁଡ଼ିକ ସହ ଆଲୋଚନା ହୋଇଛି। ଏପରିକି ବିଭିନ୍ନ ଏଜେନ୍ସିରେ କାମ କରୁଥିବା...

କେସିଙ୍ଗା ଏନଏସିରୁ ମ୍ୟୁନିସିପାଲଟି ଗଠନକୁ ଦୃଢ଼ ବିରୋଧ:ଗର୍ଜିଲେ ପଞ୍ଚାୟତବାସୀ

କେସିଙ୍ଗା,୧୯।୫(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ତହସିର ଗ୍ରାମ ପଞ୍ଚାୟତର କୁର୍ଲୁପଡା ସ୍ଥିତ ସରକାରୀ ବିଦ୍ୟାଳୟ ପରିସରରେ ୱାର୍ଡ ସଭ୍ୟ ଯୋଗେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଏକ ପଲ୍ଲିସଭା ସୋମବାର ଅନୁଷ୍ଠିତ ହୋଇଥିଲା। ୱାର୍ଡ ନମ୍ବର ୧୨ସ୍ଥିତ ନୂଆପଡା...

ବାୟୁ ପ୍ରଦୂଷଣ ବଳୟରେ ପଟ୍ଟାମୁଣ୍ଡାଇ ସହର: ଗଛରୁ କମୁଛି ନଡ଼ିଆ

ପଟ୍ଟାମୁଣ୍ଡାଇ,୧୯ା୫ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହରରେ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଧୂଳି, ଧୂଆଁରେ ସହରାଞ୍ଚଳ ବାୟୁମଣ୍ଡଳ ଭରିଯାଉଛି। ସହରରେ ବାୟୁ ପ୍ରଦୂଷଣ ବେଳକୁବେଳ ଘାତକ ହେବାରେ ଲାଗିଛି। ବଜାରର ଜଳଖିଆ ଦୋକାନ ଆଞ୍ଚ ଧୂଆଁ ସହ ଚଳାଚଳ କରୁଥିବା...

ନାବାଳିକା ବଳାତ୍କାର ମାମଲା: ଅଭିଯୁକ୍ତ ବାପାଙ୍କୁ ଆଜୀବନ ଜେଲ୍‌

ବରଗଡ଼,୧୯ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ୨୦୨୦ରେ ସଂଘଟିତ ଏକ ବଳାତ୍କାର ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ଏହି ମାମଲାରେ ଅତିରିକ୍ତ ଜିଲା ଦୌରା ଜଜ୍‌ ତଥା ସ୍ବତନ୍ତ୍ର ପୋକ୍ସୋ ଜଜ୍‌ ଅଭିଯୁକ୍ତ ବାପାଙ୍କୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି...

ହାଇକୋର୍ଟର ସବୁ ବିଚାରପତି ପାଇବେ ପୂର୍ଣ୍ଣ ପେନ୍‌ସନ୍‌

କଟକ,୧୯ା୫: ଏଣିକି ହାଇକୋର୍ଟର ସମସ୍ତ ଅବରସରପ୍ରାପ୍ତ ବିଚାରପତି ପୂର୍ଣ୍ଣ ପେନସନ ପାଇବେ। ଏନେଇ CJIଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ଯେକୌଣସି ତାରିଖରେ ଯୋଗ ଦେଇଥିଲେ ବି ପୂର୍ଣ୍ଣ ପେନ୍‌ସନ୍‌ ମିଳିବ। ଏଥିସହିତ ହାଇକୋର୍ଟର ଅତିରିକ୍ତ ବିଚାରପତିମାନେ...

ଲୋକଙ୍କ ପାଖରେ ପହଞ୍ଚିଲେ ଜିଲାପାଳ: ଶୁଣିଲେ ୧୩୩ ଅଭିଯୋଗ, ପ୍ରତିଶ୍ରୁତି ଦେଇ କହିଲେ…

ଦାରିଙ୍ଗବାଡ଼ି,୧୯ା୫(ଅରୁଣ ସାହୁ): କନ୍ଧମାଳ ଗିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହଠାରେ ସୋମବାର ଲୋକଙ୍କ ବିଭିନ୍ନ ଅଭିଯୋଗକୁ କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ ଏବଂ ଏସ୍‌ପିଙ୍କ ମିଳିତ ଅଭିଯୋଗ ଶୁଣାଣି ହରିଶ ବି.ଶି ଶୁଣିଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ସାମୁହିକ ଏବଂ ବ୍ୟକ୍ତିଗତ ଶତାଧିକ...

ଚମକାଇ ଦେବ ପାକିସ୍ତାନ ଭିକାରୀଙ୍କ ସମ୍ପତ୍ତି ତାଲିକା, ରହିଛି ବହୁତଳ ପ୍ରାସାଦ, ସୁଇମିଂ ପୁଲ, SUV! ଜାଣନ୍ତୁ କେମିତି ଚାଲିଛି ଏହି ବ୍ୟବସାୟ

ଇସଲାମାବାଦ,୧୯।୫: ଆମର ପଡ଼ୋଶୀ ଦେଶ ପାକିସ୍ତାନର ଲୋକମାନଙ୍କୁ ବିଶ୍ୱର ଯେକୌଣସି କୋଣରେ କିମ୍ବା ସାର୍ବଜନୀନ ସ୍ଥାନରେ ଭିକ୍ଷା ମାଗୁଥିବାର ଦେଖିବାକୁ ମିଳିବେ। କିନ୍ତୁ ଏହା ସତ୍ୟ ନୁହେଁ ଯେ ପାକିସ୍ତାନର ସମସ୍ତ ଭିକାରୀ ବାଧ୍ୟବାଧକତାରେ ସେଠାରେ ଭିକ୍ଷା ମାଗୁଛନ୍ତି। ପ୍ରକୃତରେ,...

ପୋଲାଭରମ୍‌ ପ୍ରକଳ୍ପର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ: ୨୮ରେ ୪ ମୁଖ୍ୟମନ୍ତ୍ରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୧୯।୫: ପୋଲାଭରମ ପ୍ରକଳ୍ପର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ୨୮ରେ ପୋଲାଭରମ ପ୍ରକଳ୍ପକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ବୈଠକରେ ପ୍ରଧାନମନ୍ତ୍ରୀ ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ବୈଠକରେ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଓଡ଼ିଶା...

ବଢୁଛି ବଜ୍ରପାତ ଭୟ: ରୋକିବ ତାଳ,ଖଜୁରିଗଛ

ମହାକାଳପଡ଼ା,୧୯ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରାକୃତିକ ବିପର୍ଯ୍ୟୟ ବଢ଼ିବାରେ ଲାଗିଛି। ପୂର୍ବ ଅପେକ୍ଷା ବଜ୍ରପାତ ଭୟ ବୃଦ୍ଧି ପାଉଛି। ଫଳରେ ମୃତ୍ୟୁ ସଂଖ୍ୟା ବଢି ଚାଲିଛି। ଏହାକୁ ରୋକିବାକୁ କିଛି ବିକଳ୍ପ ନ ଥିବାରୁ ରାଜ୍ୟ...

ଇତିହାସ ରଚିଲେ ଶ୍ରେୟସ ଆୟର: ପ୍ରଥମ ଅଧିନାୟକ ଭାବେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୧୯।୫: ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ପଞ୍ଜାବ କିଙ୍ଗସ ଦଳ ଆଇପିଏଲ 2025 ପ୍ଲେଅଫରେ ନିଜର ସ୍ଥାନ ନିଶ୍ଚିତ କରିଛି। ଗତବର୍ଷ ଆୟର ତାଙ୍କ ଅଧିନାୟକତ୍ୱରେ KKRକୁ ଚାମ୍ପିଅନ କରିଥିଲେ। ଏଥର ସେ ପଞ୍ଜାବ କିଙ୍ଗ୍ସର ନେତୃତ୍ୱ ନେଉଛନ୍ତି। ପଞ୍ଜାବ କିଙ୍ଗସ...

ଅଶାନ୍ତ ହେଲା ବେଲୁଚିସ୍ତାନ, ଭୟଙ୍କର ବିସ୍ଫୋରଣରେ ୨୦ ଆହତ

କରାଚି,୧୯।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହୋଇଛି। ଏହି ସମୟରେ, ପାକିସ୍ତାନର ଅଶାନ୍ତ ବେଲୁଚିସ୍ତାନ ପ୍ରଦେଶରୁ ଏକ ବୋମା ବିସ୍ଫୋରଣ ଖବର ଆସିଛି। କୁହାଯାଉଛି ଯେ ବୋମା ବିସ୍ଫୋରଣରେ ଅତି କମରେ ୪ଜଣଙ୍କର ମୃତ୍ୟୁ ହୋଇଛି, ଏହାସହ...

ପାକିସ୍ତାନ ଟାର୍ଗେଟ୍‌ରେ ଥିଲା ସ୍ବର୍ଣ୍ଣ ମନ୍ଦିର: ସବୁ ଯୋଜନା ପଣ୍ଡ, ହେଲା ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୯।୫: ଭାରତ ଅପରେଶନ ସିନ୍ଦୁର ମାଧ୍ୟମରେ ପାକିସ୍ତାନରେ ବଢ଼ୁଥିବା ଆତଙ୍କବାଦୀମାନଙ୍କୁ ଏକ ଶିକ୍ଷା ଦେଇଥିଲା। କିନ୍ତୁ ପାକିସ୍ତାନ ତଥାପି ତାର କାର୍ଯ୍ୟକଳାପ ବନ୍ଦ କରି ନ ଥିଲା। ପାକିସ୍ତାନ ୭ ଏବଂ ୮ ମେ ରାତିରେ ଦେଶର ଅନେକ ସହର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri