ଅପହୃତା ନାବାଳିକା ୨ ବର୍ଷ ପରେ କୋଏମ୍ବାଟୁରରୁ ଉଦ୍ଧାର, ଜେଲ୍ ଗଲେ ଅଭିଯୁକ୍ତ
ଦିଗପହଣ୍ଡି,୨୫ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଅପହୃତା ନାବାଳିକାଙ୍କୁ ୨ ବର୍ଷ ପରେ ପାଟପୁର ପୋଲିସ ତାମିଲନାଡୁ କୋଏମ୍ବାଟୁରରୁ ଉଦ୍ଧାର କରିବାରେ ସମର୍ଥ ହୋଇଛନ୍ତି। ନାବାଳିକାଙ୍କୁ ଅପହରଣ କରିଥିବା ଅଭିଯୁକ୍ତ ଜଣକ ହେଲେ...
ସାଇକେଲରେ ଯିବା ବେଳେ ଖୁବ୍ ଜୋର୍ରେ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…
କୋଟପାଡ଼,୨୫ା୫(ରାଜକିଶୋର ରାଓ): କୋରାପୁଟ ଜିଲା କୋଟପାଡ଼ ବ୍ଲକ ଏସ.ବି ନୂଆଗାଁ ପଞ୍ଚୟତ ଅଞ୍ଚଳରେ କିଛିଦିନ ହେବ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି। ରବିବାର ସନ୍ଧ୍ୟାରେ ଏସବି ନୂଆଗାଁ ପଞ୍ଚୟତରେ ଘଡ଼ଘଡ଼ି ସହ ବିଜୁଳି ମାରିବାରୁ ପଞ୍ଚୟତର କୁମାହାଣ୍ଡି...
କିଡ୍ନୀ ନଷ୍ଟରୁ ସ୍ବାମୀଙ୍କ ମୃତ୍ୟୁ ପରେ ମମତାଙ୍କ କାନ୍ଧରେ ୨ ସନ୍ତାନଙ୍କ ବୋଝ
କର୍ଲାମୁଣ୍ଡା,୨୫ା୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତର ଧରାଖମନ ଗାଁରେ କିଡ୍ନୀ ଜନିତ ସମସ୍ୟା ଯୋଗୁ ୧୪ରୁ ଊଦ୍ଧର୍ବ ବ୍ୟକ୍ତି ମୃତ୍ୟୁବରଣ କରିସାରିଥିବାବେଳେ ଏବେ ବି ୧୯ରୁ ଊଦ୍ଧର୍ବ ମହିଳା ପୁରୁଷ ମୃତ୍ୟୁ ସହ ସଂଗ୍ରାମ...
IPL 2025: ଶେଷ ମ୍ୟାଚରେ ବଡ଼ ବିଜୟ ସହିତ ବିଦାୟ ନେଲା ଚେନ୍ନାଇ, ଆଗାମୀ ସିଜିନରେ ଦୃଢ଼ ପ୍ରତ୍ୟାବର୍ତ୍ତନର ଆଶା
ଅହମଦାବାଦ,୨୫ା୫: ଚେନ୍ନାଇ ସୁପର କିଙ୍ଗ୍ସ (CSK) ଆଇପିଏଲ୍ ୨୦୨୫ ଅଭିଯାନକୁ ଏକ ଜୋରଦାର ବିଜୟ ସହିତ ଶେଷ କରିଛି। ଗୁଜରାଟ ଟାଇଟାନ୍ସ (GT)କୁ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ୮୩ ରନରେ ପରାସ୍ତ କରି। ଏହି ଜୋରଦାର ବିଜୟ ସତ୍ତ୍ୱେ,...
ATMରୁ ବାହାରୁଛି କାଗଜ ସିଲ୍ ଲଗା ନୋଟ୍, ଟଙ୍କା ଉଠାଇ…
ଗଞ୍ଜାମ,୨୫ା୫(ବିଦ୍ୟାଧର ସାହୁ): ହୁମ୍ମା ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରେ ଥିବା ATMରୁ ବାହାରୁଛି କାଗଜ ସିଲ୍ ଲଗା ଯାଇଥିବା ନୋଟ୍। ଗତ ଶୁକ୍ରବାର ବାଲିବଗଡ଼ ଗ୍ରାମର ରଜନୀ କାନ୍ତ ସ୍ବାଇଁ ଏଟିଏମ୍ରୁ ଟଙ୍କା ବାହାର କରିଥିଲେ। ୫୦୦ ଟଙ୍କିଆ ନୋଟ୍ଗୁଡ଼ିକରେ କାଗଜ...
ଓଟିଇଟି ପରୀକ୍ଷା ପ୍ରତ୍ୟାହାର ନେଇ ବିଧାୟକଙ୍କୁ ଦାବିପତ୍ର
ଭଞ୍ଜନଗର,୨୫ା୫(ବାବୁଲା ପ୍ରଧାନ): ଓଟିଇଟି ପରୀକ୍ଷା ପ୍ରତ୍ୟାହାର ଦାବି ନେଇ ଭଞ୍ଜନଗର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ରବିବାର ମୁଖ୍ୟମନ୍ତ୍ରୀ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ଏକ ଦାବିପତ୍ର...
ପରମାଣୁ ଅସ୍ତ୍ରାଗାରର ଆଧୁନିକୀକରଣ କରୁଛି ପାକିସ୍ତାନ, ଭାରତକୁ ଅସ୍ତିତ୍ୱର ବିପଦ ଭାବରେ ଦେଖୁଛି: ଆମେରିକା ରିପୋର୍ଟ
ନୂଆଦିଲ୍ଲୀ,୨୪ା୫: ଆମେରିକାର ଡିଫେନ୍ସ ଇଣ୍ଟେଲିଜେନ୍ସ ଏଜେନ୍ସି (DIA) ର ଏକ ସାମ୍ପ୍ରତିକ ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନ ନିଜର ପରମାଣୁ ଅସ୍ତ୍ରାଗାରର ଆଧୁନିକୀକରଣ କରୁଛି ଏବଂ ଭାରତକୁ ଏକ ଅସ୍ତିତ୍ୱଗତ ବିପଦ ଭାବେ ଦେଖୁଛି। ‘2025 ବିଶ୍ୱ ବିପଦ ମୂଲ୍ୟାଙ୍କନ’...
ମହିଳାଙ୍କ ଘରକୁ ଯାଇ ଆତ୍ମହତ୍ୟା କଲେ ଯୁବକ, ଭାଇ ଆଣିଲେ ହତ୍ୟା ଅଭିଯୋଗ
ଧରାକୋଟ,୨୫ା୫(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ପୋଡ଼ାପଲି ଗ୍ରାମର ପଙ୍କଜ ପ୍ରଧାନ ନାମକ ଜଣେ ମହିଳାଙ୍କ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଶନିବାର ସନ୍ଧ୍ୟାରେ ଧରାକୋଟ ପୋଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣକ...
Video: ହିମାଚଳ ପ୍ରଦେଶର ସିମଲାରେ ବାଦଲଫଟା ବର୍ଷା, ବନ୍ୟାରେ ଭାସିଗଲା କାର
ସିମଲା, ୨୫ା୫: ହିମାଚଳ ପ୍ରଦେଶର ସିମଲାରେ ଶନିବାର ସନ୍ଧ୍ୟାରେ ଏବଂ ରାମପୁର ଅଞ୍ଚଳରେ ରାତିରେ ବାଦଲଫଟା ବର୍ଷା ହୋଇଛି। ଏହି ବାଦଲଫଟା ବର୍ଷା ଯୋଗୁଁ ଅଞ୍ଚଳରେ ଆକସ୍ମିକ ବନ୍ୟା ସୃଷ୍ଟି ହୋଇଥିଲା, ଯାହା ବ୍ୟାପକ କ୍ଷୟକ୍ଷତି ଏବଂ ଜନଜୀବନରେ ବିଘ୍ନ...
ଭାରତୀୟ ସେନାର ପରାକ୍ରମକୁ ସମ୍ମାନ ଜଣାଇ ଭାଜପାର ତ୍ରିରଙ୍ଗା ଶୋଭାଯାତ୍ରା
କେସିଙ୍ଗା,୨୫ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ଗ୍ରାମସ୍ଥିତ ଶ୍ରୀଜଗନ୍ନାଥମନ୍ଦିର ପରିସରରେ ଭାଜପା ବୋରିଆ ମଣ୍ଡଳ ପକ୍ଷରୁ ଏକ ଶୋଭାଯାତ୍ରା ରବିବାର ଅନୁଷ୍ଠିତ ହୋଇଛି। ଏହି ଅବସରରେ ବାଲସି ଗ୍ରାମର ଅବସର ସୁବେଦାର ସେନାକର୍ମଚାରୀ କ୍ଷମାସାଗର ସାହୁ ଙ୍କୁ...
ପୁଅ ତେଜ ପ୍ରତାପଙ୍କୁ ଦଳରୁ ବହିଷ୍କାର କଲେ ଲାଲୁ ଯାଦବ, ଲଗାଇଲେ ବଡ଼ ଅଭିଯୋଗ
ନୂଆଦିଲ୍ଲୀ,୨୫।୫: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ପ୍ରତିଷ୍ଠାତା ଲାଲୁ ପ୍ରସାଦ ଯାଦବ ରବିବାର ତାଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କୁ ତାଙ୍କର “ଦାୟିତ୍ୱହୀନ ଆଚରଣ” ଏବଂ ପରିବାରର ମୂଲ୍ୟବୋଧ ଓ ଜନସାଧାରଣଙ୍କ ମର୍ଯ୍ୟାଦାରୁ ବିଚ୍ୟୁତି ଅଭିଯୋଗରେ ଦଳରୁ ଛଅ...
ଚଣ୍ଡିଖୋଲ ଅଞ୍ଚଳକୁ କବ୍ଜା କରିଛନ୍ତି ଏହି ପରିବାର: କେଉଁଠୁ କେମିତି ଆସି ହେଲେ ଥଇଥାନ ସାଧାରଣରେ ବିରାଟ ପ୍ରଶ୍ନବାଚୀ
ଧର୍ମଶାଳା,୨୫ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ବ୍ୟସ୍ତବହୁଳ ଚଣ୍ଡିଖୋଲ ଛକ ଯେଉଁଠି ସବୁ ସମୟରେ ଭିଡ଼ ଦେଖିବାକୁ ମିଳେ। ୧୬ ନମ୍ବର ଜାତୀୟ ରାଜପଥ ଏବଂ ୫୩ ନମ୍ବର ଜାତୀୟ ରାଜପଥ ଏହି ସ୍ଥାନରେ ମିଶି ପାରାଦୀପ, ଶିଳ୍ପ ନଗରୀ...
Archives


