ଜେଲ ଯିବା ବେଳେ ରାଗରେ ଚିହିଁକି ଉଠିଲେ ପୁଞ୍ଜିଲାଲ, ଆଙ୍ଗୁଠି ଦେଖାଇ…
ବଲାଙ୍ଗୀର, ୨୮।୫(ସୁନିଲ କୁମାର ମହାନ୍ତି)- ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ ବୁଧବାର ପାଟଣାଗଡ଼ ଏଡିଜେ କୋର୍ଟରେ ପ୍ରକାଶ ପାଇଛି। ଏହି ବହୁଚର୍ଚ୍ଚିତ ମାମଲାର ଏକମାତ୍ର ତଥା ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ...
B.ed କଲେ ଚାକିରି! ମାସକୁ ଏତେ ଦରମା
ଓଡ଼ିଶାରେ ବି.ଏଡ (B.Ed) କଲେ ଶିକ୍ଷକଙ୍କୁ କେତେ ଦରମା ମିଳିଥାଏ। ଏ ପ୍ରଶ୍ନ ଆପଣଙ୍କ ମନରେ ନିହାତି ଆସୁଥିବ। କିଛିଦିନ ପରେ ବି.ଏଡର ଏଣ୍ଟ୍ରାନସ ପରୀକ୍ଷା ଥିବାବେଳେ ବହୁ ଛାତ୍ରୀଛାତ୍ର ଏନେଇ ପ୍ରସ୍ତୁତ ହେଉଛନ୍ତି। ତେବେ ଖଣ୍ଡେ ସରକାରୀ ଚାକିରି...
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, ଗାଡ଼ିରୁ ମିଳିଲା ପୁଳା ପୁଳା ଟଙ୍କା…
ରାୟଗଡ଼ା,୨୮।୫(ଆଶିଷ ରଞ୍ଜନ ପଣ୍ଡା)- ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିଲେ। ଭିଜିଲାନ୍ସ ଜାଲରେ ପଡ଼ିଲେ ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସହଦେବ କିଶନ। ତାଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଜବତ କରାଯାଇଛି। ମିଳିଥିବା ସୂଚନା ମୁତାବକ, ଅଧିକ୍ଷଣ ଯନ୍ତ୍ରୀ କିଷାନ ବୁଧବାର...
ଏହିଦେଶ ସହ ଭାରତ କରିବ ବଡ଼ ଯୁଦ୍ଧାଭ୍ୟାସ, ମହାଶକ୍ତି ଦେଖି କାବା!
ନୂଆଦିଲ୍ଲୀ/ଉଲାନବାତର,୨୮।୫: ଅପରେସନ ସିନ୍ଦୂର ପରେ ଭାରତୀୟ ସେନା ମଙ୍ଗୋଲିଆ ସହିତ ଏକ ବଡ଼ ଯୁଦ୍ଧାଭ୍ୟାସ କରିବାକୁ ଯାଉଛି। ଏହି ସଂଯୁକ୍ତ ସୈନ୍ୟ ଅଭ୍ୟାସ ୩୧ ମେ’ରୁ ୧୩ ଜୁନ ପର୍ଯ୍ୟନ୍ତ ମଙ୍ଗୋଲିଆର ରାଜଧାନୀ ଉଲାନବାତରରେ ଅନୁଷ୍ଠିତ ହେବ। ଏହି ଅଭ୍ୟାସର...
ଋଷିଆର ବିଶ୍ୱ ଯୁଦ୍ଧ ୩ ଚେତାବନୀ, ସାରା ବିଶ୍ୱରେ ଚହଳ
ମସ୍କୋ/ୱାଶିଂଟନ,୨୮।୫: ପୂର୍ବତନ ଋଷିଆ ରାଷ୍ଟ୍ରପତି ତଥା ବର୍ତ୍ତମାନ ରୁଷ ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ଦିମିତ୍ରୀ ମେଦଭେଦେଭ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ କଠୋର ଚେତାବନୀ ଦେଇଛନ୍ତି। ଟ୍ରମ୍ପଙ୍କ ଦ୍ୱାରା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସମାଲୋଚନା କରାଯିବା ପରେ...
ସନ୍ନ୍ୟାସ ନେବାକୁ ବାଧ୍ୟ କରାଯାଇଥିଲା…ଏହି କ୍ରିକେଟର କଲେ ଚମକାଇବା ଭଳି ଖୁଲାସା
ନୂଆଦିଲ୍ଲୀ,୨୮।୫: ଜେମ୍ସ ଆଣ୍ଡରସନ ୪୨ ବର୍ଷ ବୟସରେ ଟେଷ୍ଟ କ୍ରିକେଟରୁ ବିଦାୟ ନେଇଥିଲେ। ଆଣ୍ଡରସନ ଯେତେବେଳେ ତାଙ୍କ ୨୧ ବର୍ଷର କ୍ୟାରିଅର ଶେଷ କରିଥିଲେ, ସେତେବେଳେ ସାରା ବିଶ୍ୱ ତାଙ୍କୁ ସଲାମ କରୁଥିବାର ଦେଖାଯାଇଥିଲା। କିନ୍ତୁ ଆଣ୍ଡରସନ ଆଦୌ ଅବସର...
ବଡ଼ ଖବର: ରୋହିତ ଓ କୋହଲିଙ୍କ ପରେ କ୍ରିକେଟରୁ ଅବସର ନେବେ ୫ ଭାରତୀୟ ଖେଳାଳି!
ନୂଆଦିଲ୍ଲୀ,୨୮।୫: ଭାରତୀୟ କ୍ରିକେଟ ବର୍ତ୍ତମାନ ଏକ ପାଳବଦଳର ସମୟ ମଧ୍ୟ ଦେଇ ଗତି କରୁଛି। ଦୀର୍ଘ ବର୍ଷ ଧରି ଭାରତୀୟ ଦଳକୁ ନେତୃତ୍ୱ ଦେଇଥିବା ଦୁଇ ଦିଗ୍ଗଜ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର...
ରନ ପିଛା ଖର୍ଚ୍ଚ କରିଥିଲେ ୧୦ ଲକ୍ଷ ଟଙ୍କା,ସବୁଠାରୁ ମହଙ୍ଗା ଖେଳାଳିଙ୍କୁ ନେଇ କେମିତି ବରବାଦ ହେଲେ ସଞ୍ଜିବ ଗୋଏଙ୍କା! ଜାଣନ୍ତୁ…
ନୂଆଦିଲ୍ଲୀ,୨୮।୫: IPL ୨୦୨୫ରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ(LSG )ର ଯାତ୍ରା ଲିଗ ପର୍ଯ୍ୟାୟରେ ହିଁ ଶେଷ ହୋଇଥିଲା। ଏହା ପଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନରେ ରହିଥିଲା। ଦଳ ୧୪ ମ୍ୟାଚରୁ ୬ଟିରେ ବିଜୟୀ ହୋଇଥିଲା। ୨୭ମେ’ରେ ଲକ୍ଷ୍ନୌ RCB ବିପକ୍ଷରେ...
‘ଶଶି ଥରୁର ଭାଜପାର ସୁପର ପ୍ରବକ୍ତା’, କାହିଁକି ଏମିତି କହିଲେ କଂଗ୍ରେସ ନେତା, ଜାଣନ୍ତୁ ଭିତିରି କଥା
ନୂଆଦିଲ୍ଲୀ,୨୮।୫: ପାକିସ୍ତାନ ଦ୍ୱାରା ଆତଙ୍କବାଦକୁ ଦିଆଯାଉଥିବା ସମର୍ଥନର ପର୍ଦ୍ଦାଫାସ କରିବା ପାଇଁ, ଭାରତୀୟ ସର୍ବଦଳୀୟ ପ୍ରତିନିଧି ଦଳ ବିଶ୍ୱର ଅନେକ ଦେଶ ଗସ୍ତରେ ଅଛନ୍ତି। ଭାଜପା ଏମପିଙ୍କ ବ୍ୟତୀତ, ଅନେକ ବିରୋଧୀ ନେତା, ବିଶେଷକରି କଂଗ୍ରେସ ଏମପି ଶଶି ଥରୁର...
ଭୁଶୁଡ଼ିଲା ପାଟଖଣ୍ଡା ପ୍ରାଥମିକ ବିଦ୍ୟାଳୟ ଛାତ
ବାଲିଗୁଡ଼ା,୨୮ା୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସହର ମଧ୍ୟ ଭାଗରେ ଥିବା ପୁରାତନ ସରକାରୀ ପାଟଖଣ୍ଡା ପ୍ରାଥମିକ ବିଦ୍ୟାଳୟର ପରିସରରେ ଥିବା ଏକ ବିପଦସଙ୍କୁଳ ଗୃହ ଛାତ ଭୁଶୁଡି ପଡ଼ିଛ। ବିଦ୍ୟାଳୟ ବନ୍ଦ ରହିଥିବାରୁ ଏକ ବଡ଼ ଧରଣର...
ପଞ୍ଜାବ-RCB ମଧ୍ୟରେ କ୍ୱାଲିଫାୟାର ମ୍ୟାଚ୍ ରଦ୍ଦ, ଏବେ କିଏ ଖେଳିବ ଫାଇନାଲ? କ’ଣ ରହିଛି ନିୟମ…
ନୂଆଦିଲ୍ଲୀ,୨୮।୫: IPL ୨୦୨୫ରେ ଲିଗ୍ ପର୍ଯ୍ୟାୟ ମ୍ୟାଚ ସମାପ୍ତ ହୋଇଛି। ଏବେ ମେ’ ୨୯ରୁ ପ୍ଲେଅଫ୍ ମ୍ୟାଚ୍ ଆରମ୍ଭ ହେବ। କ୍ୱାଲିଫାୟର୍ -୧ ମ୍ୟାଚ ମୋହାଲିର ମୁଲାନପୁର କ୍ରିକେଟ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ...
ତହସିଲରେ ଆର୍ଡିସିଙ୍କ ସମୀକ୍ଷା: ଲୋକଙ୍କୁ ତ୍ୱରିତ ସେବା ଯୋଗାଇବାକୁ ନିର୍ଦ୍ଦେଶ
ଭଞ୍ଜନଗର,୨୮ା୫(ବାବୁଲା ପ୍ରଧାନ): ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର (ବ୍ରହ୍ମପୁର) ରୂପା ରୋଶନ ସାହୁ ବୁଧବାର ଭଞ୍ଜନଗର ଗସ୍ତରେ ଆସି ବ୍ଲକ ଏବଂ ତହସିଲ କାର୍ଯ୍ୟାଳୟରେ ବିଭିନ୍ନ ସରକାରୀ ଯୋଜନାର ସମୀକ୍ଷା କରିଥିଲେ। ଏହି ସମୟରେ ସେ ତହସିଲ ଏବଂ ବ୍ଲକ କାର୍ଯ୍ୟାଳୟକୁ...
Archives


