ରୁଷିଆକୁ ବୁଦ୍ଧିରେ ଚକମା ଦେଲା ୟୁକ୍ରେନ୍: କାଠ ଭିତରେ ଲୁଚାଇ ଟ୍ରକରେ ଆଣି ଉଡାଇଦେଲେ ୪୧ ଯୁଦ୍ଧ ବିମାନ
ନୂଆଦିଲ୍ଲୀ,୧।୬: ୟୁକ୍ରେନର ସିକ୍ରେଟ ସର୍ଭିସ ରବିବାର ଏକ ଜଟିଳ ଓ ଅତ୍ୟନ୍ତ ଗୋପନୀୟ ଅପରେଶନ କରି ରୁଷିଆ ଅଞ୍ଚଳରେ ଥିବା ଏକାଧିକ ବିମାନ ଘାଟିରେ ୪୧ଟି ରୁଷିଆ ଯୁଦ୍ଧ ବିମାନକୁ କ୍ଷତିଗ୍ରସ୍ତ କରିଛି। ଦୂରତ୍ୱ ସୀମାବଦ୍ଧତାକୁ ଏଡ଼ାଇବା ପାଇଁ ଏକ...
ଫେରାର ଅଭିଯୁକ୍ତ ଜେଲ ଗଲେ
ଦିଗପହଣ୍ଡି,୧।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅଞ୍ଚଳରେ ଲୁଟ, ଡକାୟତି ଭଳି ସଙ୍ଗୀନ ମାମଲାରେ ସମ୍ପୃକ୍ତ ରହି ଫେରାର ଥିବା ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ମାମଲାର ତଦନ୍ତକାରୀ ଅଧିକାରୀ ତଥା ଏସ୍ଆଇ ଜୟନାଥ ପ୍ରଧାନ...
ପୁଣି ଧମକାଇଲା ପାକିସ୍ତାନ: ଏସିଆ କପ ସ୍ଥାନାନ୍ତର ପାଇଁ କରିବ ଦାବି
ନୂଆଦିଲ୍ଲୀ,୧।୬: ପାକିସ୍ତାନ ହକି ଫେଡେରେସନ (PHF) କହିଛି ଯେ, ଯଦି ତାଙ୍କ ଜାତୀୟ ଦଳ ପାଇଁ ଭିସା ନିଶ୍ଚିତ ନ ହୁଏ, ତେବେ ସେ ଆଗାମୀ ଏସିଆ କପକୁ ଭାରତରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି କରିବ। ଏହି ମହାଦେଶୀୟ...
ଅନ୍ୟଜାତିରେ କରିଥିଲେ ବିବାହ: ମୃତ୍ୟୁ ପରେ ଅନ୍ତିମ ଦର୍ଶନ କଲେନି ପରିବାର
ବରଗଡ଼,୧।୬(ପ୍ରେମାନନ୍ଦ ଖମାରୀ): ଜାତି ପ୍ରଥାର ଘୃଣ୍ୟରୂପ। ଅନ୍ୟଜାତିରେ ବାହା ହୋଇଥିଲେ ବୋଲି ମୃତ୍ୟୁ ପରେ ବି ନିଜ ରକ୍ତ ସମ୍ପର୍କୀୟ ପର କଲେ। ଅନ୍ତିମ ଦର୍ଶନ କଲେ ନାହିଁ। ଶବ ସତ୍କାର ପାଇଁ କେହି ଆସିଲେ ନାହିଁ। ଶେଷରେ ସତ୍କାର...
କାଳ ସାଜିଲା ଅଦିନିଆଁ ବର୍ଷା: କ୍ଷେତ, ମଣ୍ଡି ସବୁଠି ଧାନ ଗଜା
ବରଗଡ଼,୧।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତ ମେ ମାସ ଶେଷ ସପ୍ତାହରେ ହୋଇଥିବା ଅଦିନିଆଁ ବର୍ଷା ଚାଷୀଙ୍କ ଆର୍ଥିକ, ମାନସିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। କ୍ଷେତ, ଖଳାରେ ରହିଥିବା ଧାନ କେବଳ ବର୍ଷାପାଣିରେ ଓଦା ହୋଇଛି, ତାହା ନୁହେଁ। କ୍ଷେତ,...
ପ୍ରସ୍ତୁତି ଚୁଡାନ୍ତ: ୪ରୁ ବାଗଦେବୀ ମନ୍ଦିର ପ୍ରତିଷ୍ଠା ଉତ୍ସବ
ଭଞ୍ଜନଗର,୧ା୬(ବାବୁଲା ପ୍ରଧାନ): ଭଞ୍ଜନଗର ସହର ବ୍ଲକ ଛକରେ ଥିବା କୟା ବାଗଦେବୀ ମନ୍ଦିର ଏବଂ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆସନ୍ତା ୪ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।...
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବଡ଼ ସ୍ୱୀକାରୋକ୍ତି: ”ମିତ୍ରଦେଶ ମାନେ ଆଉ ଭିକ୍ଷା ଦେବାକୁ ରାଜି ନୁହନ୍ତି”
ନୂଆଦିଲ୍ଲୀ,୧।୬: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ତାଙ୍କ ଦେଶର ଆର୍ଥିକ ସଙ୍କଟକୁ ସ୍ୱୀକାର କରି ଏକ ସ୍ପଷ୍ଟ ବୟାନରେ କହିଛନ୍ତି ଯେ, ଏବେ ନିକଟତମ ମିତ୍ରମାନେ ମଧ୍ୟ ଇସଲାମାବାଦକୁ “ଭିକ୍ଷାପାତ୍ର” ଧରି ବିଶ୍ୱରେ ବୁଲୁଥିବାର ଆଶା କରୁନାହାନ୍ତି। ଭାରତ ସହ...
ଅଧ୍ୟାପିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର: ବିଟେକ୍ ଛାତ୍ର ଗିରଫ
ଜୟପୁର,୧ା୬(ପବନ ପାଣିଗ୍ରାହୀ): ଅଧ୍ୟାପିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର କରିଥିବା ଅଭିଯୋଗରେ ଜୟପୁର ମହିଳା ଥାନା ପୋଲିସ ଜଣେ ବିଟେକ୍ ଛାତ୍ରଙ୍କୁ ରବିବାର ଗିରଫ କରିଛି। ଅଭିଯୁକ୍ତ ହେଲେ ନବରଙ୍ଗପୁର ଖାତିଗୁଡାର ଇସ୍ରାଏଲ ନାୟକ(୨୫)। ସୁଚନା ଅନୁଯାୟୀ, ଏକ ଘରୋଇ...
ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ସମସ୍ତ ସାତଟି ସୁଡ଼ଙ୍ଗ ଖନନ କାର୍ଯ୍ୟ ଶେଷ
ଭୁବନେଶ୍ୱର,୧।୬: ଭାରତୀୟ ରେଳବାଇର ଏକ ପ୍ରମୁଖ ପ୍ରକଳ୍ପ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ନୂତନ ରେଳ ଲାଇନ ପ୍ରକଳ୍ପ ଏକ ଐତିହାସିକ ମାଇଲଖୁଣ୍ଟରେ ପହଞ୍ଚିଛି। ନୟାଗଡ଼ ଜିଲାର ବୁଗୁଡ଼ା ଓ ଦାଶପଲ୍ଲା ମଧ୍ୟରେ ଅବସ୍ଥିତ ସୁଡ଼ଙ୍ଗ ନମ୍ବର T2 ର ଅନ୍ତିମ ବ୍ରେକଥ୍ରୁ...
ସରକାରୀ ଟଙ୍କା ଆତ୍ମସାତ: ନିଲମ୍ବିତ ହେଲେ ପିଇଓ, ଜିଆରଏସ୍
ବାଲିଗୁଡ଼ା,୧ା୬(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ଉପଖଣ୍ଡ କୋଟଗଡ଼ ବ୍ଲକ୍ ଦୁର୍ଗାପଙ୍ଗା ପଞ୍ଚାୟତରେ ମନରେଗା କାର୍ଯ୍ୟର ଟଙ୍କା ଆତ୍ମସାତ ଘଟଣାରେ କନ୍ଧମାଳ ଜିଲାପାଳଙ୍କ ଛାଟ ବାଜିଛି। କୋଟଗଡ଼ ବ୍ଲକରେ ୨୦୨୨-୨୩ରେ ମନରେଗାରେ ବ୍ୟାପକ ଦୁର୍ନୀତି ନେଇ ଗତବର୍ଷ ଜୁନ ପହିଲାରେ କେନ୍ଦ୍ର...
ପୁଣି କୁବେର ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ
ବ୍ରହ୍ମପୁର,୧।୬: ପୁଣି ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ପୂର୍ତ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ଏନ୍. ଦିଲ୍ଲୀପ କୁମାର ଚୌଧୁରୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ଯନ୍ତୀଙ୍କ ଆୟଠାରୁ ୧୧୯ ପ୍ରତିଶତ ଅଧିକ...
ଗଣ ଆନ୍ଦୋଳନ ପାଇଁ ସିପିଆଇର ନିଷ୍ପତ୍ତି: ଜାତୀୟ-ରାଜ୍ୟ ରାଜନୈତିକ ପରିସ୍ଥିତିକୁ ନେଇ ଆଗାମୀ ଦିନରେ…
ଦିଗପହଣ୍ଡି,୧ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ କଲ୍ୟାଣ ମଣ୍ଡପ ପରିସରରେ ରବିବାର ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇର ବଡ଼ଖେମୁଣ୍ଡି ଜୋନାଲ କମିଟି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀ ପ୍ରାରମ୍ଭରେ ବରିଷ୍ଠ କମ୍ୟୁନିଷ୍ଟ ନେତା କମ୍ରେଡ୍...
Archives


