IPL 2025 Final Closing Ceremony: ରୋଚକ ହେବ କ୍ଲୋଜିଂ ସେରିମନି, ୧.୫ ଲକ୍ଷ ଦର୍ଶକେ ରହିବେ ସାକ୍ଷୀ!
ନୂଆଦିଲ୍ଲୀ,୩।୬: ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ୧୮ତମ ସିଜିନର ଫାଇନାଲ ମ୍ୟାଚ ମଙ୍ଗଳବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି। ପଞ୍ଜାବ କିଙ୍ଗସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ। ଏହି ଟୁର୍ଣ୍ଣାମେଣ୍ଟର ସମାପନୀ ଉତ୍ସବ ମଧ୍ୟ ଆୟୋଜିତ...
ପରିଚୟ ଖୋଜୁଛି କଫି ବଗିଚା: ପର୍ଯ୍ୟଟକଙ୍କୁ ମିଳୁନି ମୌଳିକ ସୁବିଧା, ଦଲାଲ ସକ୍ରିୟ
ଦାରିଙ୍ଗବାଡି, ୩।୬ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଫି ବଗିଚା ଏବେ ତାର ପରିଚୟ ହରାଇବାକୁ ବସିଲାଣି। ପ୍ରକାଶ ଯେ, ୧୯୭୪ ମସିହାରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ୨୬.୭୧ ହେକ୍ଟର...
ଜେଇଇ-ଆଡ୍ଭାନ୍ସଡ୍ରେ ଆଲେନର ବାଜିମାତ
ଭୁବନେଶ୍ୱର,୩।୬ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତବର୍ଷ ମଧ୍ୟ ଆଲେନ (ଆଲେନ କ୍ୟାରିଅର ଇନ୍ଷ୍ଟିଚ୍ୟୁଟ ପ୍ରାଇଭେଟ ଲିମିଟେଡ୍)ର ଛାତ୍ରୀଛାତ୍ରମାନେ ଜେଇଇ-ଆଡ୍ଭାନ୍ସଡ୍ ୨୦୨୫ର ଫଳାଫଳରେ ବାଜିମାତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଆଇଆଇଟି କାନପୁର ପକ୍ଷରୁ ଜେଇଇ-ଆଡ୍ଭାନ୍ସଡ୍ ୨୦୨୫ର ଫଳାଫଳ ଘୋଷଣା କରାଯାଇଛି।...
ବ୍ରାଜିଲରେ ପାକିସ୍ତାନର କଥା ଉଠାଇ କାହିଁକି ‘ଆଇ ଆମ ସରି’ ବୋଲି କହିଲେ ଶଶି ଥରୁର, ଜାଣନ୍ତୁ…
ବ୍ରାସିଲିଆ/ନୂଆଦିଲ୍ଲୀ,୩।୬: ଜାତିସଂଘ ସୁରକ୍ଷା ପରିଷଦ (UNSC)ରେ ଆତଙ୍କବାଦୀ ସଂଗଠନର ଉଲ୍ଲେଖ ରୋକିବାରେ ପାକିସ୍ତାନକୁ ସମର୍ଥନ କରିବା ପାଇଁ କଂଗ୍ରେସ ଏମପି ଶଶି ଥରୁର ଚାଇନାକୁ କଡ଼ା ସମାଲୋଚନା କରିଛନ୍ତି। ଥରୁର ବର୍ତ୍ତମାନ ଏକ ସର୍ବଦଳୀୟ କୂଟନୈତିକ ପ୍ରତିନିଧି ଦଳ ସହିତ...
ଦୁଇଚକିଆ ଯାନ ବିକ୍ରିରେ ଉଲ୍ଲେଖନୀୟ ଅଭିବୃଦ୍ଧି
ନୂଆଦିଲ୍ଲୀ,୩।୬:କ୍ରମାଗତ ଭାବେ ଘରୋଇ ବଜାରରେ ଦୁଇଚକିଆ ଯାନ ବିକ୍ରିରେ ବୃଦ୍ଧି ପରିଲଖିତ କରାଯାଉଛି। ଏପରି କି ୨୦୨୪ ପାର୍ବଣଠାରୁ ଦୁଇ ଚକିଆ ଯାନ ବିକ୍ରିରେ ଉଲ୍ଲେଖନୀୟ ଅଭିବୃଦ୍ଧି ଦେଖିବାକୁ ମିଳିଥିଲା। ବିଶେଷ କରି ଦେଶର ଗ୍ରାମାଞ୍ଚଳରେ ଦୁଇଚକିଆ ଯାନର ବିକ୍ରି...
ମଧୁରଜଳ ପାଇଁ ଚାହିଁଛନ୍ତି ୬ ପଞ୍ଚାୟତ ଚାଷୀ
ମହାକାଳପଡ଼ା,୩/୬(ପ୍ରତାପ ଚନ୍ଦ୍ର ସ୍ବାଇଁ):ଚାଷୀ ଓ ଚାଷର ବିକାଶ ପାଇଁ କେନ୍ଦ୍ର, ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଚାଷଜମିରେ ଜଳସେଚନର ପ୍ରମୁଖ ଭୂମିକା ରହିଛି। ହେଲେ ଜଳସେଚନ ପରି ମୌଳିକ ସୁବିଧା ସୁଯୋଗ ନ ଥିବାରୁ ଚାଷ କାମ ଆଗେଇ ପାରୁନାହିଁ...
ଗଜାଧାନ ଧରି ଜିଲାପାଳଙ୍କ କାର୍ଯ୍ୟାଳୟରେ ଗର୍ଜିଲେ ଚାଷୀ: କ୍ଷତିପୂରଣ ନ ମିଳିଲେ ଆନ୍ଦୋଳନ ଚେତାବନୀ
ବରଗଡ଼,୩।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ମେ ମାସ ଶେଷ ସପ୍ତାହରେ ରେକର୍ଡ ପରିମାଣରେ ବର୍ଷା ହୋଇଥିଲା। ଧାନ ଅମଳ ଏବଂ ସଂଗ୍ରହ ପ୍ରକ୍ରିୟା ଚାଲିଥିବା ସମୟରେ ଏଭଳି ବର୍ଷା ହେବା ଯୋଗୁ କ୍ଷେତ, ଖଳାଠାରୁ ଆରମ୍ଭ କରି ମଣ୍ଡି ପର୍ଯ୍ୟନ୍ତ...
୨ ବାଇକ୍ ମୁହାଁମୁହିଁ ଧକ୍କା: ଚାଲିଗଲା ଜଣଙ୍କ ଜୀବନ ୨ ଗୁରୁତର
ଥୁଆମୂଳ ରାମପୁର,୩ା୬ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ ଥାନା ଅଞ୍ଚଳରେ ୨ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ପୂର୍ବାହ୍ନରେ...
ଫେରିଲେ ନିଖୋଜ ସ୍ବାମୀ, ସାବିତ୍ରୀ ବ୍ରତରେ ହୋଇଥିଲେ ନିଖୋଜ
ଧର୍ମଶାଳା,୩।୬(ଶିବ ପ୍ରାସାଦ ମହାନ୍ତି): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ଶ୍ରୀବନ୍ତପୁର ପଂଚାୟତ ର ବାର୍ଡାଙ୍ଗି ଗ୍ରାମର ପାପୁନ ସାମଲ ସାବିତ୍ରୀ ବ୍ରତରେ ନିଖୋଜ ହୋଇଥିଲେ। ଯାହାକୁ ନେଇ ଶୁଭଲକ୍ଷ୍ମୀଙ୍କ ପରିବାର କୁଆଖିଆ ଥାନା ରେ ଅଭିଯୋଗ ମଧ୍ୟ କରିଥିଲେ।...
IPL 2025 Final RCB vs PBKS: ଅଜବ ସଂଯୋଗ…, ୩ ଜୁନ ସହ ବିରାଟ କନେକ୍ସନ, RCB ଚାମ୍ପିୟନ ହେବା ଥୟ!
ନୂଆଦିଲ୍ଲୀ,୩।୬: ଆଜି ଅର୍ଥାତ ଜୁନ ୩ ତାରିଖରେ ଅହମ୍ମଦାବାଦରେ ଆରସିବି ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଆଇପିଏଲ ୨୦୨୫ର ଫାଇନାଲ ମ୍ୟାଚ ଖେଳାଯିବ। ଏହି ସିଜିନରେ ଆଇପିଏଲ ନିଶ୍ଚିତ ଭାବରେ ଏକ ନୂତନ ଚାମ୍ପିୟନ ପାଇବ। ୨୦୦୮ରେ ଆରମ୍ଭ ହୋଇଥିବା...
ଜଙ୍ଗଲରୁ ମିଳିଲା ମାଈହାତୀର ମୃତଦେହ
ଅନୁଗୋଳ,୩।୬: ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଡଙ୍ଗପାଳ ଜଙ୍ଗଲରେ ମଙ୍ଗଳବାର ଏକ ମାଈହାତୀର ମୃତଦେହ ଠାବ ହୋଇଛି। ମୃତ ହାତୀର ବୟସ ୨୫ରୁ ୩୦ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ହେଲେ କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ...
IPL 2025 Final: କିଏ ହେବ ଚାମ୍ପିୟନ, AI କହିଲା…, ପ୍ରଶଂସକ କଲେଣି ପୂଜାର୍ଚ୍ଚନା
ନୂଆଦିଲ୍ଲୀ,୩।୬: ଆଜି ଅର୍ଥାf ଜୁନ ୩ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଏବଂ ପଞ୍ଜାବ କିଙ୍ଗ୍ସ (PBKS) ମଧ୍ୟରେ IPL 2025ର ଫାଇନାଲ ମ୍ୟାଚ ଖେଳାଯିବ। ଉଭୟ ଦଳ ସେମାନଙ୍କର ପ୍ରଥମ ଟାଇଟଲ ପାଇଁ ବ୍ୟାକୁଳ। ଏହି ଟାଇଟଲ ମୁକାବିଲା...
Archives


