Home Left

ରାତି ଅନିଦ୍ରା ହୋଇ କିପରି ଅପରେଶନ ସିନ୍ଦୁର ଟ୍ରାକ୍ କରୁଥିଲେ ପ୍ରଧାନମନ୍ତ୍ରୀ, ଖୁଲାସା କଲେ ମନ୍ତ୍ରୀ

ନୂଆଦିଲ୍ଲୀ,୪ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପରେଶନ ସିନ୍ଦୁର ବିମାନ ଆକ୍ରମଣକୁ ରାତିସାରା ନୀରିକ୍ଷଣ କରୁଥିଲେ। ଏଥିସହିତ ପାକିସ୍ତାନର ପରମାଣୁ ବ୍ଲାକମେଲକୁ ଖାତିର ନ କରି କିପରି ଆତଙ୍କବାଦୀ ଆଡ୍ଡା ଉପରେ ଭାରତ ଆକ୍ରମଣ କଲା, ତାହାକୁ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର...

ଖୁସିରେ ଗଦଗଦ ହେଉଛି ପାକିସ୍ତାନ, IMF ପରେ ଏବେ କାହାକୁ ନେଇ ଏତେ ଖୁସି ହେଉଛି ପାକ୍‌, ଜାଣନ୍ତୁ ଅସଲ କାରଣ

ଇସଲାମାବାଦ,୪।୬: ଅପରେଶନ ସିନ୍ଦୁର ଅନ୍ତର୍ଗତ ଭାରତର କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନକୁ ବଡ଼ କ୍ଷତି ସହିବାକୁ ପଡ଼ିଛି। ଏହା ପରେ ପୁଣି ଥରେ ପାକିସ୍ତାନ ସାହାଯ୍ୟ ନାମରେ ଭିକ୍ଷା କରିବାକୁ ବିଶ୍ୱର ଦେଶମାନଙ୍କ ପାଖରେ ପହଞ୍ଚିଛି। ଏହି ସମୟରେ, ଏସୀୟ ବିକାଶ...

ଏକ୍ସପ୍ରେସ୍‌ ଇଞ୍ଜିନରେ ଲାଗିଲା ନିଆଁ

ବସ୍ତା,୪ା୬(ହରିଶଙ୍କର ପାଢ଼ୀ): ବସ୍ତା ଦକ୍ଷିଣ କ୍ୟାବିନ ରେଳ ଫାଟକ ନିକଟରେ ବାଲେଶ୍ୱର ପଟରୁ ହାଓ୍ବଡା ଅଭିମୁଖେ ଆସୁଥିବା ଏକ ଏକ୍ସପ୍ରେସ ଇଞ୍ଜିନ ଉପରେ ନିଆଁ ଲାଗିଛି। ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ୨୨୮୧୧ ତେଜସ ଏକ୍ସପ୍ରେସ ବୋଲି ଜଣାପଡ଼ିଛି। ତେବେ ଟ୍ରେନ୍‌...

ଦେଢ଼ ମାସ ତଳେ କରିଥିଲେ ପ୍ରେମ ବିବାହ, ଗୋଟିଏ ଗଛରେ ଝୁଲିପଡ଼ିଲେ ନବଦମ୍ପତି

ରାୟଗଡ଼ା,୪ା୬(ଆଶିଷ ରଞ୍ଜନ ପଣ୍ଡା): ଗଛରୁ ଝୁଲନ୍ତା ଅବସ୍ଥାରେ ନବଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ରାୟଗଡ଼ା ଜିଲା ଅଣ୍ଡିରାକଞ୍ଚ ଥାନା ଅନ୍ତର୍ଗତ ପାଇକକୁପାଖାଲ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇନଥିବା ବେଳେ ଅଣ୍ଡିରାକଞ୍ଚ...

ଏହି ସପ୍ତାହରେ ମାଲେମାଲ ହେବେ ଏହି ୨ରାଶି, ହେବ ଟଙ୍କାବର୍ଷା!

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହମାନଙ୍କର ରାଶି ପରିବର୍ତ୍ତନ ମଣିଷ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। ଜୁନରେ ଗ୍ରହମାନଙ୍କର ରାଜକୁମାର ବୁଧ ଦେବ ନିଜର ଗତିପଥକୁ ୬ ଥର ପରିବର୍ତ୍ତନ କରିବେ, ଯାହା ଅନେକ ରାଶି ପାଇଁ ଶୁଭ ଫଳ...

ଶୀହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭୁଲ ଇଞ୍ଜେକସନ ଯୋଗୁ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି: ଜିଲାପାଳ କହିଲେ…

କୋରାପୁଟ,୪।୬(ଅମିତାଭ ବେହେରା): କୋରାପୁଟ ଶୀହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଅବହେଳା ଯୋଗୁ ମତ୍ୟୁ ସଂଖ୍ୟା  ୬କୁ ବୃଦ୍ଧି ହୋଇଥିବା  ଅଭିଯୋଗ ଆସିଛି। ସେଥି ମଧ୍ୟରୁ ସର୍ଜରୀ ଆଇସିୟୁରେ ରହି ଚିକିତ୍ସା ହେଉଥିବା ୩ ରୋଗୀଙ୍କ ମୃତ୍ୟୁ...

ଚାଷୀଙ୍କ ପାଇଁ କ୍ଷତିପୂରଣ ଦାବି କଲା ବିଜେଡି: ଜିଲାପାଳଙ୍କ ଚ୍ୟାମ୍ବରରେ ଧସେଇ ପଶିଲେ, କଥା କଟାକଟି ନେଇ…

ବରଗଡ଼,୪ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଅଦିନିଆ ବର୍ଷା ଯୋଗୁ ଚାଷୀଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡ଼ିଛି। ଧାନ ଅମଳ ଓ ସଂଗ୍ରହ ସମୟରେ ବର୍ଷା ହେବା ଯୋଗୁ କ୍ଷେତ, ଖଳାରେ ରହିଥିବା ଧାନ ଉଜୁଡି ଯାଇଛି। ଏଭଳି ସ୍ଥିତିରେ ଏପର୍ଯ୍ୟନ୍ତ...

‘ଉତ୍ତମ ସ୍ବାସ୍ଥ୍ୟ ଗଠନରେ ପାରମ୍ପରିକ ଖାଦ୍ୟର ଆବଶ୍ୟକତା ରହିଛି’

ଦାରିଙ୍ଗବାଡ଼ି,୪ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟ ପରିସର ମଧ୍ୟରେ ବୁଧବାର ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳା ଓ ପ୍ରତିଯୋଗିତା ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ...

ଜିତିବା ପରେ ରୋହିତଙ୍କୁ କମେଣ୍ଟ ମାରିଲେ କୋହଲି! କହୁ କହୁ କହିଦେଲେ ଏମିତି

ନୂଆଦିଲ୍ଲୀ,୪।୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୫ ଟ୍ରଫି ଜିତିଛି। RCB ଫାଇନାଲ ମ୍ୟାଚରେ ପଞ୍ଜାବ କିଙ୍ଗସ ବିପକ୍ଷରେ ବିଜୟୀ ହୋଇଥିଲା। ଫାଇନାଲ ମ୍ୟାଚରେ ଆରସିବିର ସମସ୍ତ ଖେଳାଳି ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା...

IPL 2025 ଫାଇନାଲ ଜିତିବା ପରେ RCBକୁ ମିଳିଲା ୨୦ କୋଟିର ପ୍ରାଇଜ ମନି, ଜାଣନ୍ତୁ ଏହା ଉପରେ କେତେ ଲାଗିବ ଟ୍ୟାକ୍ସ

ନୂଆଦିଲ୍ଲୀ,୪।୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଥର ପାଇଁ IPL ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରି ବେଙ୍ଗାଲୁରୁ ଟ୍ରଫି ଜିତିଛି। IPL ବିଜେତା ହେବା ପାଇଁ ଦଳକୁ ପୁରସ୍କାର ରାଶିରେ ୨୦ କୋଟି ଟଙ୍କା...

ନିଶାକୁ ଦେଖିବାକୁ କରିଥିଲେ ମୋଟାଅଙ୍କର ଟିକେଟ୍‌, ନ ଆସିବାରୁ ଗୋଟିଏ ପରେ ଗୋଟିଏ…

ଭୁବନେଶ୍ୱର,୪।୬: ଅପେକ୍ଷା ଥିଲା ଆଇଟମ ଡ୍ୟାନ୍ସର ନିଶା ମହାରଣାଙ୍କୁ। ଦର୍ଶକ କରିଥିଲେ ଅପେକ୍ଷା। ନିଶା ଆସିବେ କହି ଭିଡ ମଧ୍ୟ ହୋଇଥିଲା। ହେଲେ ଆସି ପହଞ୍ଚିଲେନି ନିଶା। ଅପେକ୍ଷା କରି କରି ଶେଷରେ ରାଗିଗଲେ ଦର୍ଶକ। ଆଉ ମଞ୍ଚ ଉପରକୁ...

IPL ଟ୍ରଫି ଜିତିବା ପରେ ଟେଷ୍ଟ କ୍ରିକେଟକୁ ନେଇ ବଡ଼ ବୟାନ ଦେଲେ ବିରାଟ କୋହଲି, ପୁଣି ଫେରିବେ?

ନୂଆଦିଲ୍ଲୀ,୪।୬: ମଙ୍ଗଳବାର IPL 2025 ର ଫାଇନାଲ ଖେଳାଯାଇଥିଲା। ଟାଇଟଲ ମ୍ୟାଚରେ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପଞ୍ଜାବ କିଙ୍ଗସକୁ ପରାସ୍ତ କରି ଟ୍ରଫି ଜିତିଥିଲା। ୧୭ ବର୍ଷ ପରେ, ବିରାଟଙ୍କ RCB IPL ଟ୍ରଫି ଜିତିଥିଲା। ଚାମ୍ପିୟନ ହେବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri