ପ୍ରଶାସନର ବଡ଼ ପଦକ୍ଷେପ: ଉନ୍ନୟନ ଟ୍ରଷ୍ଟ ହାତରେ କଫି ବଗିଚା, ଆଦାୟ ହେଉଛି ଅଧିକ ଅର୍ଥ
ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକକୁ ପର୍ଯ୍ୟଟନ କ୍ଷେତ୍ର ଭାବେ ସ୍ବତନ୍ତ୍ର ପରିଚୟ ଦେଇଥିବା କଫି ବଗିଚା ଏବେ ବ୍ଲକ ପ୍ରଶାସନ ହାତକୁ ଚାଲିଗଲା। ପ୍ରଥମ ଦିନରେ ହିଁ ହିଲଭିୟୁ ପାର୍କଠାରୁ କଫି ବଗିଚାରେ ଅଧିକ ପର୍ଯ୍ୟଟକ…
ନିଲମ୍ବନ ପରେ ଶ୍ରୀମୟୀଙ୍କ ବିସ୍ଫୋରକ ବୟାନ, କହୁ କହୁ କହିଦେଲେ…
ଭୁବନେଶ୍ୱର,୨୪।୯: ବିଜେଡ଼ିରୁ ନିଲମ୍ବନ ପରେ ପୁଣି ବର୍ଷିଛନ୍ତି ଶ୍ରୀମୟୀ ମିଶ୍ର। ଏହା ଗଣତନ୍ତ୍ରର ଅପମାନ ବୋଲିସୋସିଆଲ ମିଡ଼ିଆ ପୋଷ୍ଟରେ ଶ୍ରୀମୟୀ କହିଛନ୍ତି। ଶ୍ରୀମୟୀ କହିଛନ୍ତି, ଆମେ ଏକ ଗଣତାନ୍ତ୍ରିକ ଦେଶରେ ଭୋଟ ଦେଉ। ଭୋଟର ଆଇଡି ଏବଂ ଏପିକ ନମ୍ବର ଆବଶ୍ୟକ…
ମା’ କୋଳ ହେଲା ଖାଲି: ଏକା ସାଙ୍ଗରେ ପ୍ରାଣ ହରାଇଲେ ଦୁଇଦୁଇଟା ଭେଣ୍ଡାପୁଅ
ରାଉରକେଲା,୨୪।୯:ସୁନ୍ଦରଗଡ଼ ଜିଲା ରାଉରକେଲାସ୍ଥିତ ବାସନ୍ତୀ କଲୋନୀ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବାସନ୍ତୀ କଲୋନୀ ଓଭରବ୍ରିଜ୍ ତଳେ ରେଳ ଧାରଣା ପାରି ହେଉଥିବା ବେଳେ ୨ ଭାଇଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବାସନ୍ତୀ କଲୋନୀ ନିକଟ…
ଭାରତର ବିଜୟ ପାଇଁ ପ୍ରାର୍ଥନା କରିବ ପାକିସ୍ତାନ: ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୨୪।୯: ଏସିଆ କପ ଫାଇନାଲରେ ପହଞ୍ଚିବା ପାଇଁ ରେସ୍ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ପାକିସ୍ତାନଠାରୁ ହାରିବା ପରେ କେଉଁ ଦଳ ଯୋଗ୍ୟତା ଅର୍ଜନ କରିବାର ସମ୍ଭାବନା ଅଧିକ ସେ ବିଷୟରେ ସମୀକରଣ ଏବେ ସ୍ପଷ୍ଟ ହୋଇଗଲାଣି। ପାକିସ୍ତାନଠାରୁ ହାରିବା ପରେ ଶ୍ରୀଲଙ୍କା…
Flipkartରେ ଜିନିଷ ବିକି କମାଇପାରିବେ ଟଙ୍କା, ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…
ନୂଆଦିଲ୍ଲୀ,୨୪।୯: ଯଦି ଆପଣ ଚାକିରି କରନ୍ତି କିମ୍ବା ବ୍ୟବସାୟ ଚଳାଉଥାନ୍ତି, ତେବେ ଆପଣ ହୁଏତ କୌଣସି ସମୟରେ ଅନଲାଇନ ବ୍ୟବସାୟ ଆରମ୍ଭ କରିବା କିମ୍ବା ଅନଲାଇନ ସାମଗ୍ରୀ ବିକ୍ରି କରିବା ବିଷୟରେ ଚିନ୍ତା କରିଥିବେ। ତେବେ ଏହି ସମୟରେ Flipkart ଭଳି…
୨୫ ଲକ୍ଷ ମହିଳାଙ୍କୁ ଫ୍ରି’ LPG କନେକ୍ସନ: ଜାଣନ୍ତୁ କେମିତି କରିପାରିବେ ଆବେଦନ
ନୂଆଦିଲ୍ଲୀ,୨୪।୯: GST ପରେ, ଭାରତ ସରକାର ଏବେ ଗରିବ ମହିଳାଙ୍କୁ ଏକ ନୂତନ ଉପହାର ଦେଇଛନ୍ତି। ପେଟ୍ରୋଲିୟମ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସୂଚନା ଅନୁଯାୟୀ, ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ୨.୫ ନିୟୁତ ଗରିବ ମହିଳାଙ୍କୁ ଅତିରିକ୍ତ ମାଗଣା LPG…
ଝରକା ଗ୍ରିଲ ତାଡି ଲୁଟିନେଲେ ୭ ଲକ୍ଷ ଟଙ୍କାର ସୁନା ଗହଣା
ବାସୁଦେବପୁର,୨୪।୯ (କାଳି ପଦ ରାୟ): ବାସୁଦେବପୁର ନୟାକନିଡ଼ିହି ଥାନା ଅଧୀନ ବାଲିମେଦ ପଂଚାୟତର ଦୟାନିଧିପୁର ଗ୍ରାମର ସନ୍ତୋଷ ନାୟକଙ୍କ ଘରୁ ମଙ୍ଗଳବାର ବିଳମ୍ବିତରେ ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ଝରକା ଗ୍ରିଲ ଓ କବାଟ ଭାଙ୍ଗି, ପଲଙ୍କ ଡ୍ରରେ ଥିବା ସୁନା ଚେନ…
ଏହି ଗୋଟିଏ ରାଶି ପାଇଁ ସବୁଠୁ ଭଲ ଅକ୍ଟୋବର, ମିଳିବ କେବଳ ସଫଳତା ହିଁ ସଫଳତା
ଅକ୍ଟୋବର ମାସଟି ୧୨ ରାଶି ମଧ୍ୟରୁ ଗୋଟିଏ ରାଶି ପାଇଁ ବହୁତ ଚମତ୍କାର। ଅକ୍ଟୋବରରେ କେବଳ ମିଳିବ ସଫଳତା ହିଁ ସଳଫତା। ଏପରି ସୌଭାଗ୍ୟଶାଳୀ ରାଶି ହେଉଛି ମକର। ମାସର ପ୍ରଥମାର୍ଦ୍ଧ ସୁଦ୍ଧା, ମକର ରାଶି ବ୍ୟକ୍ତି ବିଶେଷଙ୍କ କ୍ୟାରିୟର, ବ୍ୟବସାୟ…
ଧରିତ୍ରୀରେ ଖବର ପ୍ରକାଶ ପରେ ତତ୍ପର ଧର୍ମଶାଳା ବ୍ଲକ ପ୍ରଶାସନ
ଧର୍ମଶାଳା,୨୪।୯(ଶିବପ୍ରାସାଦ ମହାନ୍ତି ଧର୍ମଶାଳା): ଯାଜପୁର ଜିଲା ଧର୍ମଶାଳା ବ୍ଲକ କାର୍ଯ୍ୟଳୟ ମୂଖ୍ୟ ଗେଟ ସମ୍ମୁଖରେ ପାଣି ଜମି ରହୁଥିବା ଫଳରେ ଯାତାୟତରେ ସମସ୍ୟା ହେଉଥିବା ନେଇ ଧରିତ୍ରୀ ପୋର୍ଟାଲ ଏବଂ ଧରିତ୍ରୀ ଖବରକାଗଜରେ ଗତ ୨୧ତାରିଖରେ ଖବରପ୍ରକାଶ ପାଇଥିଲା। ଯାହା ଫଳରେ…
ରୁଷିଆ-ୟୁକ୍ରେନ ବିବାଦ ମଧ୍ୟରେ ଭାରତକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଲେ ଜେଲେନସ୍କି
ନୂଆଦିଲ୍ଲୀ,୨୪।୯:ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ, ଭାରତ ଏହି ବିବାଦକୁ ପ୍ରୋତ୍ସାହିତ କରୁଛି କି ନାହିଁ ସେ ବିଷୟରେ ପ୍ରାୟତଃ ପ୍ରଶ୍ନ ଉଠିଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏହାର ସ୍ପଷ୍ଟ ଜବାବ ଦେଇଛନ୍ତି। ସେ କହିଛନ୍ତି, ଭାରତ ମୁଖ୍ୟତଃ ୟୁକ୍ରେନ ପକ୍ଷରେ ଅଛି…
ଏହି ଦଳ ବିରୋଧରେ ICC ନେଲା ବଡ଼ କାର୍ଯ୍ୟାନୁଷ୍ଠାନ, କ୍ରିକେଟ ବୋର୍ଡକୁ କଲା ସସ୍ପେଣ୍ଡ
ନୂଆଦିଲ୍ଲୀ,୨୪।୯: ଭାରତ, ପାକିସ୍ତାନ, ବାଂଲାଦେଶ ଏବଂ ଶ୍ରୀଲଙ୍କା ଏସିଆ କପ ୨୦୨୫ର ସୁପର ଫୋର୍ ରେ ଖେଳୁଛନ୍ତି। ଟୁର୍ନାମେଣ୍ଟ ଏବେ ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ସଂସ୍କରଣରେ ପାକିସ୍ତାନ କ୍ରିକେଟ ଦଳ ବିବାଦ ପାଇଁ ଖବରରେ ରହିଛି। ସେମାନେ ଭାରତ…
ଭାରତକୁ ନେଇ ଏମିତି କଥା କହିଦେଲେ ମେଲୋନି: ପ୍ରଧାନମନ୍ତ୍ରୀ ମୋଦି ଏବେ…
ନୂଆଦିଲ୍ଲୀ,୨୪।୯: ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିୟା ମେଲୋନି ପୁଣି ଥରେ ଭାରତକୁ ପ୍ରଶଂସା କରିଛନ୍ତି। ଭାରତ ବିଶ୍ୱରେ ଦ୍ୱନ୍ଦ୍ୱ ସମାଧାନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ମେଲୋନି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜର୍ଜିୟା ମେଲୋନି ଏହି…
Archives


