Home Left

ଅଳିଆ ଗୋଟାଇ ପେଟ ପୋଷୁଥିଲେ ନାବାଳିକା, ବସ୍ତାରୁ ମିଳିଲା ମୃତଦେହ

ବାଲେଶ୍ୱର,୨୫ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ସମଲପୁର ଗାଁ ନିକଟରେ ଏକ ଘରୁ ବସ୍ତା ଭିତରୁ ଜଣେ ନାବାଳିକାଙ୍କ ମୃତଦେହକୁ ପୋଲିସ ଜବତ କରିଛି। ଅନ୍ୟ ଦୁଇ ଝିଅଙ୍କ ସହ ଉକ୍ତ…

ଜେଲ୍‌ ଭିତରେ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଲେ କଏଦୀ

ପୁରୀ,୨୫ା୯(ଅଜିତ ମହାନ୍ତି): ପୁରୀ ଜିଲା କାରାଗାରରେ ଜଣେ କଏଦୀ ଆତ୍ମହତ୍ୟା କରିଛନ୍ତି। କଏଦୀ ଜଣକ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଥିବା ଜଣାପଡ଼ିଛି। ତେବେ ମୃତକ ଜଣକ ପିପିଲିର ବୁଲୁ ବେହେରା। ହେସ ଜୁଲାଇରୁ ଜେଲ୍‌ରେ ଥିଲେ। ପୋକ୍ସୋ ମାମଲାରେ ଗିରଫ…

ଚଳଚଞ୍ଚଳ ଜି.ଉଦୟଗିରି: ପୂଜାମଣ୍ଡପରେ ନିର୍ମାଣ ଚାଲିଛି ମେଢ଼, ମା’ଙ୍କ ଆଗମନକୁ ଅପେକ୍ଷା

ଜି.ଉଦୟଗିରି,୨୫ା୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି ସହରର ସର୍ବ ପୁରାତନ ପୂଜା ମଣ୍ଡପରେ ଦଶହରା ପାଇଁ ଜୋର୍‌ଦାର୍‌ ପ୍ରସ୍ତୁତି ଚାଲିଛ। ୭୦ ବର୍ଷରୁ ଊଦ୍ଧର୍‌ବ ହେବ ଏହି ପୂଜା ମଣ୍ଡପରେ ଦୁର୍ଗାପୂଜା ହୋଇଆସୁଛି । ଏଇ ଦୁର୍ଗା ମଣ୍ଡପରେ ଅଞ୍ଚଳର ପ୍ରତିଷ୍ଠିତ…

ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ମରମ କଥା କହିଦେଲେ ଶଶି ଥରୁର: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୯: କଂଗ୍ରେସ ଏମ୍‌ପି ଶଶି ଥରୁର ଭାରତ-ପାକିସ୍ତାନ ଏସିଆ କପ୍‌ ମ୍ୟାଚ୍‌କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ମୁଁ ବ୍ୟକ୍ତିଗତ ଭାବରେ ଅନୁଭବ କରୁଛି ଯେ, ଯଦି ଆମେ ପାକିସ୍ତାନ ପ୍ରତି ଏତେ ଦୃଢ଼ ଅନୁଭବ କରୁଥିଲୁ,…

୨୦୦୦ ଟଙ୍କିଆ ମାସିକ SIP କରି ହୁଅନ୍ତୁ ମାଲାମାଲ, ବର୍ଷକୁ ୧୨ ଲକ୍ଷ ରୋଜଗାର; ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୯: ଧନୀ ହେବା ପାଇଁ ବହୁତ ପୁଞ୍ଜି ନିବେଶ କରିବା ଆବଶ୍ୟକ ନୁହେଁ। ଆପଣ ଅଳ୍ପ ସଞ୍ଚୟରୁ ମଧ୍ୟ ବଡ଼ ପାଣ୍ଠି ତିଆରି କରିପାରିବେ। ଏହା ସହିତ ଏହି ସଞ୍ଚୟରୁ ଆପଣ ପ୍ରତି ମାସରେ ୧ ଲକ୍ଷ ଟଙ୍କା ଏବଂ ବାର୍ଷିକ…

ୱେଷ୍ଟଇଣ୍ଡିଜ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ୩ ବଡ଼ ଖେଳାଳି ଦଳରୁ ବିଦା

ନୂଆଦିଲ୍ଲୀ,୨୫।୯: ୱେଷ୍ଟଇଣ୍ଡିଜ ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା କରାଯାଇଛି। ଏହି ଗସ୍ତ ପାଇଁ ଶୁବମନ ଗିଲ ଅଧିନାୟକ ଏବଂ ରବିନ୍ଦ୍ର ଜାଡେଜା ଉପ-ଅଧିନାୟକ କରାଯାଇଛି। ସରଫରାଜ ଖାନଙ୍କୁ ଦଳରୁ ବାଦ ଦିଆଯାଇଛି। ଦେବଦତ୍ତ ପଡିକ୍କଲ ଟିମ ଇଣ୍ଡିଆକୁ ଫେରିଛନ୍ତି। ବଡ଼…

ବସ୍‌-ଟ୍ରକ୍‌ ମୁହାଁମୁହିଁ: ଚାଲିଗଲା ୬ ଜଣଙ୍କ ଜୀବନ

ବଣାଇ,୨୫ା୯(ପ୍ରଦୀପ ତ୍ରିପାଠୀ): ଗୁରୁବାର ସକାଳୁ ରାଉରକେଲାରୁ କୋଇଡ଼ା ଅଭିମୁଖେ ଯାଉଥିବା ଲିଙ୍ଗରାଜ ନାମକ ଯାତ୍ରୀବାହୀ ବସ୍‌ ରଙ୍ଗ ରୁଟ୍‌ରେ ଯାଇ ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୧୦…

ଭାରତ ସହ କିଏ ଖେଳିବ ଫାଇନାଲ: ପାକିସ୍ତାନ ନା ବାଂଲାଦେଶ, ଜାଣନ୍ତୁ ପୂରା ସମୀକରଣ

ନୂଆଦିଲ୍ଲୀ,୨୫।୯: ଟିମ ଇଣ୍ଡିଆ ଏସିଆ କପ ୨୦୨୫ରେ ଚମତ୍କାର ପ୍ରଦର୍ଶନ କରି କ୍ରମାଗତ ପଞ୍ଚମ ବିଜୟ ହାସଲ କରି ସିଧାସଳଖ ଫାଇନାଲକୁ ଉଠିଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ, ଭାରତୀୟ ଦଳ ସୁପର ଫୋରରେ ବାଂଲାଦେଶକୁ ୪୧ ରନରେ ପରାସ୍ତ କରି ଟାଇଟଲ…

ବ୍ୟବସାୟୀଙ୍କ ଘରୁ ଜବତ ହେଲା ଟ୍ରିପ୍‌ ଟ୍ରିପ୍‌ ବିସ୍ଫୋରକ ବାଣ

ଜୟପାଟଣା,୨୫ା୯(ଓମ୍‌ ପ୍ରକାଶ ବୈଠାରୁ): କଳାହାଣ୍ଡି ପୋଲିସ ଓ ଜୟପାଟଣା ପୋଲିସର ମିଳିତ ଅପରେଶନରେ ମିଳିଛି ବଡ଼ ସଫଳତା। ଜୟପାଟଣା ଜନୈକ ବ୍ୟବସାୟୀ ବଜରଙ୍ଗ ଅଗ୍ରଓ୍ବାଲଙ୍କ ଘରୁ ପୁଳାପୁଳା ବାଣ ଜବତ କରାଯାଇଛି। କଳାହାଣ୍ଡି ଏସ୍‌ପି ନାଗରାଜ ଦେବର କୋଣ୍ଡାଙ୍କ ସ୍ବତନ୍ତ୍ର ଟିମ୍‌…

ମାଛ ତରକାରୀ ଖାଇଥିଲେ ଯାଆଁଳା ଭାଇ, ଜଣଙ୍କ ଜୀବନ ଗଲା, ଆଉ ଜଣେ…

ବାସୁଦେବପୁର,୨୫ା୯(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ବରଣ୍ଡୁଆ ପଞ୍ଚାୟତର ନଟାପଢ଼ା ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ବୁଧବାର ମାଛ ତରକାରୀ ଖାଇଥିବା ଦୁଇ ଯାଆଁଳା ଭାଇଙ୍କ ମଧ୍ୟରୁ ଗୁରୁବାର ସକାଳେ ସୁଜିତ ବନ୍ଧ(୩) ନାମକ ଶିଶୁପୁତ୍ରର…

ପାଗଳ କୁକୁର ଆତଙ୍କ: ବୁଲି ବୁଲି ୮ ଜଣଙ୍କୁ କାମୁଡ଼ିଲା, ଆଉ ତା’ପରେ..

ବଣାଇ,୨୫।୯(ପ୍ରଦୀପ ତ୍ରିପାଠୀ):ସୁନ୍ଦରଗଡ଼ ଜିଲା ବଣାଇ ଶୁଣ୍ଢୀକୋଣ ଅଞ୍ଚଳରେ ଏକ ପାଗଳ କୁକୁର ବୁଲି ବୁଲି ଅଞ୍ଚଳରେ ପ୍ରାୟ ୮ ଜଣଙ୍କୁ କାମୁଡିଥିବାବେଳେ ସମସ୍ତେ ଖଣ୍ଡିଆଖାବରା ହୋଇ ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ପରେ ସମସ୍ତଙ୍କୁ କୁକୁର କାମୁଡା ଇଞ୍ଜେକସନ ଦିଆଯାଇଥିବା…

ଭାରତର ଲଜ୍ଜାଜନକ ରେକର୍ଡ: ପାକିସ୍ତାନଠାରୁ ବି ପଛରେ ପଡ଼ିଗଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୨୫।୯: ଭାରତ ଏସିଆ କପର ଫାଇନାଲରେ ସ୍ଥାନ ପକ୍କା କରିଛି। ବାଂଲାଦେଶକୁ ୪୧ ରନରେ ପରାସ୍ତ କରି, ଟିମ ଇଣ୍ଡିଆ ୧୨ତମ ଥର ପାଇଁ ଫାଇନାଲରେ ପହଞ୍ଚିଛି, କିନ୍ତୁ ଏହି ବିଜୟ ସତ୍ତ୍ୱେ, ଏହା ଗୋଟିଏ କ୍ଷେତ୍ରରେ ବହୁତ ପଛରେ ପଡ଼ିଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri