Home Left

ଅଭିନେତା ବିଜୟ ଥାଲାପତିଙ୍କ ରାଲିରେ ଦଳାଚକଟା, ୩ ଶିଶୁଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ, ଅନେକେ ଆହତ

କରୁର,୨୭।୯: ତାମିଲନାଡୁର କରୁରରେ ଅଭିନେତାରୁ ରାଜନେତା ହୋଇଥିବା ବିଜୟ ଥାଲାପତିଙ୍କ ରାଲି ସମୟରେ ଦଳାଚକଟା ଘଟି ୩ଜଣ ପିଲାଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ସ୍ବାସ୍ଥ୍ୟମନ୍ତ୍ରୀ ଏବଂ ଶିକ୍ଷାମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ…

ରାଜମିସ୍ତ୍ରୀଙ୍କ ପୁଅ ପାଇଲେ ଓପିଏସସିରେ ସଫଳତା

ଧରାକୋଟ,୨୭ା୯(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ବାପା ପେଶାରେ ଜଣେ ରାଜମିସ୍ତ୍ରୀ, ମା’ ସୁଗୃହିଣୀ। ମାତ୍ର ପୁଅ ରଖି ଦେଲେ ନାଁ। ନିକଟରେ ପ୍ରକାଶ ପାଇଥିବା ଓପିଏସସିରେ ୨୩୩ ନମ୍ବର ର଼୍ୟାଙ୍କ ରଖିଛନ୍ତି ଗଞ୍ଜାମ ଜିଲା ଧରାକୋଟ ବ୍ଲକ ମୁଣ୍ଡମରାଇ ଗାଁର କୈଳାସ ଚନ୍ଦ୍ର…

ସରିଲା ପ୍ରସ୍ତୁତି, ସଜେଇ ହେଲାଣି ମଞ୍ଚ, ଅଭିଷେକ-ଶାହିନଙ୍କ ଟକ୍କର ଦେଖିବାକୁ ଅନେଇ ରହିଛି ସାରା ବିଶ୍ୱ

ଦୁବାଇ,୨୭।୯: ଭାରତର ବୋଲିଂ ପ୍ରଶିକ୍ଷକ ମୋର୍ନେ ମୋର୍କେଲ କହିଛନ୍ତି ଯେ ରବିବାର ଏସିଆ କପ ଫାଇନାଲରେ ଅଭିଷେକ ଶର୍ମାଙ୍କ ଚମତ୍କାର ବ୍ୟାଟିଂ ଶାହିନ ଶାହ ଆଫ୍ରିଦିଙ୍କ ସଠିକ ବୋଲିଂ ସହିତ ମେଳ ଖାଇବ, ଏବଂ ଉଭୟ ‘କଠିନ ପ୍ରତିଦ୍ୱନ୍ଦ୍ୱିତା’ର ସମ୍ମୁଖୀନ ହେବେ।…

ଫାଇନାଲ ମ୍ୟାଚ ପୂର୍ବରୁ ବାବର ଆଜମଙ୍କୁ ଟିମ୍‌ରେ ସାମିଲ କରିବାକୁ ଚାହୁଁଥିଲା ପାକିସ୍ତାନ, ହେଲେ ଏମିତି ହେଲା ବେଇଜ୍ଜତ

ଇସଲାମାବାଦ,୨୭।୯: ଏସିଆ କପ ୨୦୨୫ର ଫାଇନାଲ ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ। ରବିବାର ଦୁବାଇ ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟାଇଟଲ ଲଢ଼େଇ ଅନୁଷ୍ଠିତ ହେବ। ମ୍ୟାଚ ରାତି ୮ଟାରେ ଆରମ୍ଭ ହେବ। ମ୍ୟାଚ ପୂର୍ବରୁ, ପୂର୍ବତନ…

ପାର୍ବଣକୁ ନେଇ ପୋଲିସର ଫ୍ଲାଗମାର୍ଚ୍ଚ

ବାଲିଗୁଡା,୨୭।୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାରେ ଜପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅବଗତ କରାଯାଇଛି। ସୋସିଆଲ ମିଡିଆରେ କୌଣସି ଆପତ୍ତି ଜନକ ଖବରକୁ ବିଶାସ ନ କରି ଦଶହରାରେ ଦୂର୍ଗାପୂଜା ଏବଂ କୁମାର ପୂର୍ଣ୍ଣିମାରେ ଲକ୍ଷ୍ମୀ ପୂଜା ପାଳନ କରିବା ନେଇ ଜିଲାର…

ମଜୁରି ମାଗିବାରୁ ଦାଦନ ଶ୍ରମିକଙ୍କୁ ଠିକାଦାର, ଦଲାଲଙ୍କ ମରଣାନ୍ତକ ଆକ୍ରମଣ: ଅକର୍ମଣ୍ୟ ଅବସ୍ଥାରେ ଘରେ ପଡିଛନ୍ତି ପ୍ରଭାକର

ପୁରୁଷୋତ୍ତମପୁର,୨୭ା୯(ସବିତା ମିଶ୍ର): ପରିବାର ପୋଷିବା ସହ କରଜ ଶୁଝିବା ଆଶାରେ ଦାଦନ ଖଟିବାକୁ ଯାଇଥିବା ଜଣେ ଦାଦନ ଶ୍ରମିକ ନିଜ ମଜୁରି ଟଙ୍କା ମାଗିବାରୁ ଠିକାଦାର ଓ ଦଲାଲଙ୍କ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ସେମାନଙ୍କ ଆକ୍ରମଣରେ ଏବେ ଚିକିତ୍ସା ଅଭାବରୁ…

ସାଧାରଣ ପ୍ରଶ୍ନର ଉତ୍ତର ଦେଉ ଦେଉ ପାକିସ୍ତାନ ସିଷ୍ଟମର ପୋଲ୍‌ ଖୋଲି ଦେଲେ ଖ୍ବାଜା ଆସିଫ

ଇସଲାମାବାଦ,୨୭।୯: ପାକିସ୍ତାନରେ କେବଳ ନାମକୁ ମାତ୍ର ଗଣତନ୍ତ୍ର ଅଛି ଏହା ସତ୍ୟ ବୋଲି ଏକ ସାମ୍ପ୍ରତିକ ସାକ୍ଷାତକାରରେ ସ୍ପଷ୍ଟ ଭାବରେ ପ୍ରକାଶ ପାଇଛି। ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ସେନାମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କ ଉପରେ ତାଙ୍କର ସାମ୍ବିଧାନିକ କ୍ଷମତା ବ୍ୟବହାର…

ବରଗଡ଼ ପାଇଁ ଗୌରବ: OPSCରେ ପ୍ରିୟଙ୍କା ଓ ସୌରଭ ସଫଳତା, ଛୁଟୁଛି…

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସ୍‌ସି)ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌) ପରୀକ୍ଷାରେ ବରଗଡ଼ ସହରର ୨ଜଣ ପ୍ରିୟଙ୍କା ସାହୁ ଏବଂ ସୌରଭ ମିତ୍ତଲ କୃତିତ୍ୱ ଅର୍ଜନ କରି ଜିଲା ପାଇଁ ଗୌରବ ଆଣିଛନ୍ତି । ସ୍ଥାନୀୟ ବାନ୍ଦୁଟିକ୍ରା ବାସିନ୍ଦା…

Asia Cup ଫାଇନାଲ ପୂର୍ବରୁ ନୂଆ ଡ୍ରାମା ଆରମ୍ଭ କଲାଣି ପାକିସ୍ତାନ

ଇସଲାମାବାଦ,୨୭।୯: ଏସିଆ କପ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ବିବାଦରେ ଫସି ରହିଛି। ସମସ୍ତଙ୍କ ନଜର ଏବେ ଭାରତ ବନାମ ପାକିସ୍ତାନ ଫାଇନାଲ ଉପରେ, ଯାହା ୨୮ ସେପ୍ଟେମ୍ବରରେ ଖେଳାଯିବ। ଏହି ଟାଇଟଲ ମୁକାବିଲା ପୂର୍ବରୁ, ପାକିସ୍ତାନ ଏକ ନୂଆ ନାଟକ…

ପାକିସ୍ତାନ ଅଧିକାରୀଙ୍କ ସହ ରହିଛି ସମ୍ପର୍କ, ବାଂଲାଦେଶ ସହ…,ସୋମନ ଓ୍ବାଙ୍ଗଚୁକଙ୍କ ଗିରଫକୁ ନେଇ ଏମିତି କହିଲେ ଡିଜିପି

ଲଦାଖ,୨୭।୯: ଲଦାଖ ଡିଜିପି ଏସଡି ସିଂହ ଜମୱାଲ ସୋନମ ୱାଙ୍ଗଚୁକଙ୍କ ଗିରଫଦାରୀକୁ ସମର୍ଥନ କରି ଏକ ବିବୃତ୍ତି ଜାରି କରିଛନ୍ତି। ସେ ୱାଙ୍ଗଚୁକଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ଏକ ପ୍ରେସ ବ୍ରିଫିଂ ସମୟରେ ଜମୱାଲ କହିଛନ୍ତି ଯେ ସେପ୍ଟେମ୍ବର ୨୪ରେ…

ଭଞ୍ଜନଗର ଜଳଭଣ୍ଡାରରୁ ଛଡାଗଲା ପାଣି:  ସମ୍ଭାବ୍ୟ ବାତ୍ୟା ପାଇଁ ଉପଖଣ୍ଡ ପ୍ରଶାସନ ପ୍ରସ୍ତୁତ

ଭଞ୍ଜନଗର,୨୭।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ  ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବା ପାଇଁ ଆବଶ୍ୟକ ପ୍ରସ୍ତୁତି ଚଳାଇଛି। ବନ୍ୟା ପରିସ୍ଥିତି ହେଲେ ଲୋକଙ୍କୁ କିଭଳି ସୁରକ୍ଷିତ ସ୍ଥାନକୁ ନେଇ ରଖାଯିବ ସେନେଇ ସ୍ଥାନ ଚିହ୍ନଟ ହୋଇଛି। ଓଡରାଫ ଟିମ୍‌…

ଜାତିସଂଘରେ ନେତାନ୍ୟାହୁଙ୍କୁ ଘୋର ବିରୋଧ, ଦେଖନ୍ତୁ ଭିଡିଓ

ନ୍ୟୁୟର୍କ,୨୭।୯: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶୁକ୍ରବାର (ସେପ୍ଟେମ୍ବର ୨୬, ୨୦୨୫) ନ୍ୟୁୟର୍କରେ ମିଳିତ ଜାତିସଂଘ ସାଧାରଣ ସଭାରେ ତାଙ୍କ ଭାଷଣ ସମୟରେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲେ। ସେ ଗାଜାରେ ଯୁଦ୍ଧ ଜାରି ରଖିବାକୁ ପ୍ରତିଜ୍ଞା କରିଥିଲେ। ସେ କହିଥିଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri