ଅନ୍ୟ ଜାତିରେ ଝିଅ ବିବାହ କରିବାରୁ ଶୁଦ୍ଧି ହେଲେ ପରିବାରର ୪୦ ସଦସ୍ୟ, ସମସ୍ତେ ଲଣ୍ଡା ହୋଇ…
ଭୁବନେଶ୍ୱର ,୧୯ା୬: ରାୟଗଡ଼ା ଜିଲା କାଶୀପୁର ବ୍ଲକ ବର୍ତ୍ତମାନ ଖଣିଜ ସମ୍ପଦକୁ ନେଇ ବିଶ୍ୱ ଦରବାରରେ ପରିଚିତ। ହେଲେ ଜାତି ପ୍ରଥାକୁ ନେଇ ଏହି ଗାଁରେ ଦେଖାଦେଇଛି ଏକ ଭିନ୍ନ ଚିତ୍ର। ଜଣେ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଝିଅ ଜଣେ...
ଆମେରିକାରେ ପାଠ ପଢିବାକୁ ସ୍ବପ୍ନ ଦେଖୁଥିବା ପିଲାଙ୍କ ପାଇଁ ଖୁସି ଖବର
ଓ୍ବାଶିଂଟନ,୧୯।୬: ଆମେରିକାରେ ପଢିବାକୁ ସ୍ବପ୍ନ ଦେଖୁଥିବା ଛାତ୍ରମାନଙ୍କ ପାଇଁ ଖୁସି ଖବର ଆସିଛି। ଆମେରିକା ଛାତ୍ର ଭିସା ଉପରୁ ପ୍ରତିବନ୍ଧକ ଉଠାଇ ଦେଇଛି। ଏହାର ଅର୍ଥ ହେଉଛି ଏବେ ଛାତ୍ରମାନେ ଆମେରିକା ଯାଇ ପଢିପାରିବେ। କିନ୍ତୁ ଟ୍ରମ୍ପ ପ୍ରଶାସନ ଏଥିପାଇଁ...
ଯୁକ୍ତ ୨ କଲେଜ ଟପ୍ପରଙ୍କୁ ସମ୍ବର୍ଦ୍ଧନା: ଅଧ୍ୟାପକଙ୍କୁ ମନେପକାଇ
ଭଞ୍ଜନଗର,୧୯।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଚଳିତ ବର୍ଷ ଯୁକ୍ତ ୨ କଳା, ବାଣିଜ୍ୟ ଏବଂ ବିଜ୍ଞାନ କଲେଜ ଟପ୍ପରଙ୍କୁ ବୁଧବାର ସମ୍ବର୍ଦ୍ଧିତ କରାଯାଇଛି। ସେମାନେ ହେଲେ କଳାରେ ଆଶିଷ କୁମାର ସାହୁ, ...
ସଚିନଙ୍କୁ ରୋକିଥିଲା ପୋଲିସ୍: ପଛରେ ରହିଛି ଏମିତି କାରଣ
ଲିଡ୍ସ,୧୯।୬: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ଜୁନ ୨୦ରୁ ଲିଡ୍ସର ହେଡିଙ୍ଗଲି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏହାପୂର୍ବରୁ ସଚିନ ତେନ୍ଦୁଲକର ଏକ ବଡ଼ ଗୁମର ଖୋଲିଛନ୍ତି। ତାଙ୍କୁ ଲିଡ୍ସ ଯାଉଥିବା ସମୟରେ...
ଆମେରିକାର ବଡ଼ ଚାଲ୍; ରାତି ଅଧରେ ନେଲା ଚମକାଇବା ଭଳି ନିଷ୍ପତ୍ତି
ନୂଆଦିଲ୍ଲୀ,୧୯।୬: ବିଶ୍ୱର ଦୁଇ ବଡ଼ ଦେଶ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ଯୁଦ୍ଧ ସ୍ଥିତି ବିଶ୍ୱ ବଜାରରେ ଚିନ୍ତାର ଲହରୀ ସୃଷ୍ଟି କରିଛି। ମଧ୍ୟପ୍ରାଚ୍ୟରେ ପରିସ୍ଥିତି ବିସ୍ଫୋରକ ରହିଛି । ଅଶୋଧିତ ତୈଳ, ସୁନା ଏବଂ ଡଲାରର ମୂଲ୍ୟରେ...
ରାହୁଲ ଗାନ୍ଧିଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ମୋଦି, ଜାଣନ୍ତୁ ପୋଷ୍ଟ ଶେୟାର କରି କ’ଣ ଲେଖିଲେ
ନୂଆଦିଲ୍ଲୀ,୧୯।୬: ଲୋକ ସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ୫୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ରାହୁଲଙ୍କ ପାଇଁ...
୨୪ ଘଣ୍ଟା ଭିତରେ ପଡ଼ିଲା ମୋଦି ପ୍ରଭାବ: ଶେଷରେ ସତ ମାନିଗଲା କାନାଡା
ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ଜୁନରେ G7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ କାନାଡାରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ୨୩ ଘଣ୍ଟାର ଥିଲା। ସେ ୨୦୧୫ ପରେ ପ୍ରଥମ ଥର ପାଇଁ କାନାଡା ଗସ୍ତ...
ମୁନିରଙ୍କୁ ହ୍ବାଇଟ ହାଉସର ନିମନ୍ତ୍ରଣ ପଛରେ ରହିଛି ବଡ଼ କାରଣ! ଏବେ ଖୋଲିଲା ରହସ୍ୟ
ଓ୍ବାଶିଂଟନ,୧୯।୬: ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କୁ ହ୍ବାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ ମିଳିଥିଲା। ଏହି ନିମନ୍ତ୍ରଣ ସେହି ସମୟରେ ଆସିଥିଲା ଯେତେବେଳେ ମୁନିର ଭାରତ ଏବଂ ପାକିସ୍ତାନ...
ସରକାରୀ ଅର୍ଥ ଆତ୍ମସାତ: ବନ୍ଧାହେଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
ଦାରିଙ୍ଗବାଡି,୧୯।୬ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକରେ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସରକାରୀ ଅର୍ଥକୁ ବେଧଡକ ବ୍ୟାଙ୍କରୁ ଉଠାଣ କରି ଆତ୍ମସାତ କରିବା ଘଟଣାରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଗିରଫ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ହେଲେ...
ଧାନ କିଣାବିକା ଜାଲିଆତି:ଅଣଚାଷୀଙ୍କୁ ଦିଆଯାଇଛି ଧାନବିକ୍ରି ଟୋକନ
ବରଗଡ଼,୧୯।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ମାତ୍ର ଧାନବିକ୍ରି ନେଇ ଜିଲାର ଚାଷୀମାନେ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ପଡ଼ିଛନ୍ତି। ମଣ୍ଡିରେ ଧାନ ଉଠାଯାଉ ନ ଥିବାବେଳେ କେଉଁ ଚାଷୀଙ୍କ ଟୋକନ ଅବଧି ସରିଯାଉଛି...
ଇରାନ ଉପରେ ଆକ୍ରମଣ କରିବାକୁ ଆମେରିକା ପ୍ରସ୍ତୁତ, ଟ୍ରମ୍ପ ଦେଲେ ନିର୍ଦ୍ଦେଶ, ହେଲେ…
ଓ୍ବାଶିଂଟନ,୧୯।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟପ୍ରାଚ୍ୟକୁ ଯୁଦ୍ଧର ଦ୍ୱାରଦେଶରେ ପହଞ୍ଚାଇଛି। ଇସ୍ରାଏଲ ଇରାନର ପରମାଣୁ ସ୍ଥାନ ଉପରେ ଆକ୍ରମଣକୁ ତୀବ୍ର କରିଥିବାବେଳେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀରବତା ଏବଂ ଅସ୍ପଷ୍ଟ ବୟାନ ବିଶ୍ୱ ଚିନ୍ତାର...
ଆଉ ୧୬ ନମୁନାରେ ହଇଜା
ଯାଜପୁର,୧୯ା୬,(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ ହଇଜା(କଲେରା) ବ୍ୟାପିବାରେ ଲାଗିଛି। ବୁଧବାର ଆଉ ୧୬ ନମୁନାରେ ହଇଜା (ଭିବ୍ରିଓ କଲେରା) ଚିହ୍ନଟ ହୋଇଥିବା କେନ୍ଦ୍ରୀୟ ଦଳ ପକ୍ଷରୁ ସୂଚନା ମିଳିଛି। ମୋଟ ୪୯ ନମୁନା ଯାଞ୍ଚ ହୋଇଥିବାବେଳେ ସେଥିରୁ ୩୩% ହଇଜା...
Archives


