Home Left

ଘୋଡାହାଡ ଡ୍ୟାମରେ ବଢୁଛି ଜଳସ୍ତର; ନଦୀ ତଟବର୍ତ୍ତୀ ଗ୍ରାମବାସୀଙ୍କୁ ସତର୍କ ସୂଚନା ଜାରି

ଦିଗପହଣ୍ଡି,୨।୧୦(ଅଶେଷ ନାଥ ମିଶ୍ର): ବଙ୍ଗୋପସାଗରରେ ଘନୀଭୂତ ଲଘୁଚାପ ପ୍ରଭାବରେ ତୁହାକୁ ତୁହା ବର୍ଷା ଲାଗିରହିଛି।ବର୍ଷା ପ୍ରଭାବରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଘୋଡ଼ାହାଡ଼ ଡ୍ୟାମରେ ଜଳସ୍ତର ବଢିବାରେ ଲାଗିଛି। ଗୁରୁବାର ସକାଳ ୬ଟାରୁ ସାଢେ ୧୧ଟା ମଧ୍ୟରେ ଡ୍ୟାମ ଇଲାକାରେ ୩୮…

ଗାଡ଼ିରେ ନିଆଁ ଲଗାଇ ଦୁର୍ବୃତ୍ତ ଫେରାର, ପୋଲିସ ପକ୍ଷରୁ ଛାନଭିନ୍‌ ଆରମ୍ଭ

ବାଙ୍କୀ, ୨।୧୦(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ ଥାନା ସୁବର୍ଣ୍ଣପୁର ବିଟ ହାଉସ ଅନ୍ତର୍ଗତ ନୁଆ ପୋଖୋରି ନିକଟରେ ଗତ କାଲି ବୁଧବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଏକ ସୁଇଫ୍ଟ ଡିଜାଆର୍‌ ଗାଡ଼ି ନିଆଁ ଲଗାଇ ଫେରାର ହୋଇଯାଇଛନ୍ତି। ଖବର…

ସ୍ବାସ୍ଥ୍ୟ ସେବାରେ ଉଲ୍ଲେଖନୀୟ ଅବଦାନ: ଡାକ୍ତର ତୁଷାର ମେହେର ସମ୍ବର୍ଦ୍ଧିତ

ଭବାନୀପାଟଣା,୨।୧୦(ଉତ୍ତମ କୁମାର ଦାଶ): ସ୍ବାସ୍ଥ୍ୟ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ରେଡ଼ିଓଲୋଜିଷ୍ଟ ଡାକ୍ତର ତୁଷାର ମେହେରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଚୈଗୁଡାଠାରେ ୩୯ତମ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ସ୍ଥାନୀୟ ପଲ୍ଲୀ ମଙ୍ଗଳ ଯୁବ ସମିତି ପକ୍ଷରୁ ଆୟୋଜିତ…

୨ ଭାଇଙ୍କୁ ଭୁଜାଲିରେ ଆକ୍ରମଣ: ଜଣେ ମୃତ, ଜଣେ ଗୁରୁତର

ଅନୁଗୋଳ,୨।୧୦(ମାନସ ବିଶ୍ୱାଳ):ଅନୁଗୋଳ ସହରସ୍ଥିତ ହରିମଉରୀ ଛକଠାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି। ଗଣ୍ଡଗୋଳ ବେଳେ ଭୁଜାଲି ମାଡ ହୋଇଥିବା ଜଣାପଡ଼ିଛି। ଏଥିରେ ଦୁଇ ଭାଇ ସୌରଭ ବାସାକ ଏବଂ…

ନିଆରା ଉଦାହରଣ ସୃଷ୍ଟି କଲେ ସ୍ବାସ୍ଥ୍ୟମନ୍ତ୍ରୀ: ନିଜେ ରକ୍ତ ଦେଲେ, ଆଉ ଅନ୍ୟମାନଙ୍କୁ..

ଲୋଇସିଂହା,୨।୧୦(ସୁଶାନ୍ତ ବାରିକ): ଅନ୍ତର୍ଜାତୀୟ ସ୍ବେଚ୍ଛାକୃତ ରକ୍ତ ଦାନ ଦିବସ ଅବସରରେ ବଲାଙ୍ଗୀର ଜିଲା ଲୋଇସିଂହା ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସ୍ଥାନୀୟ ବିଧାୟକ ତଥା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ…

ଗଞ୍ଜାମ ସହରରେ ଫିକା ପଡିଲା ଶାରଦୀୟ ଦଶହରା

ଗଞ୍ଜାମ,୨।୧୦(ବିଦ୍ୟାଧର ସାହୁ): ଗତ କାଲି ରାତିରୁ ଲଘୁଚାପ ଜନିତ ତୁହାକୁ ତୁହା ବର୍ଷା ଲାଗି ରହିଛି l ବର୍ଷା ସହ ବେଳକୁ ବେଳ ପବନର ବେଗ ମଧ୍ୟ ବଢୁଥିବା ପରିଲିକ୍ଷିତ ହେଉଛି। ସକାଳ ସମୟରେ ମଧ୍ୟ ତୁହାକୁ ତୁହା ବର୍ଷା ଯୋଗୁ…

ଏସିଆ କପ୍‌ ବିବାଦ ଭିତରେ ବିସିସିଆଇର ବଡ଼ ଘୋଷଣା, ପାକିସ୍ତାନ କାବା!

ନୂଆଦିଲ୍ଲୀ,୨।୧୦: ଏସିଆ କପରେ ଭାରତ ଏବଂ ପାକିସ୍ତାନ ଦଳ ମଧ୍ୟରେ ଦେଖାଯାଇଥିବା ବିବାଦ ଅକ୍ଟୋବର 5ରେ ମହିଳା ବିଶ୍ୱକପ 2025 ସମୟରେ ଦେଖାଯାଇଥିବା ବିଶୃଙ୍ଖଳା ପରି ହୋଇପାରେ। ରିପୋର୍ଟ ଅନୁଯାୟୀ ବିସିସିଆଇ ଭାରତୀୟ ମହିଳା କ୍ରିକେଟ ଦଳକୁ ପାକିସ୍ତାନୀ ଖେଳାଳିଙ୍କ ସହ…

ସ୍ବର୍ଗଦ୍ୱାର ମଶାଣିରୁ ଜୀବନ ପାଇଥିଲେ, ପୁଣି ୧୬ଦିନ ପରେ ଚାଲିଗଲେ ବୃଦ୍ଧା

ପୁରୀ,୨।୧୦: ୧୬ ଦିନ ବଞ୍ଚିବା ପରେ ପୁଣି ଆଖି ବୁଜିଲେ ପୋଲସରାର ପି. ଲକ୍ଷ୍ମୀପୁରୀ। ସ୍ବର୍ଗଦ୍ୱାରରେ ପହଞ୍ଚି ପୁଣି ଜୀବନ ଫେରିଆସିଥିବା ୮୬ ବର୍ଷୀୟା ପି. ଲକ୍ଷ୍ମୀଙ୍କର ବୁଧବାର ଦେହାନ୍ତ ହୋଇଛି। ଗତ ସେପ୍ଟେମ୍ବର ୧୫ରେ ସ୍ବର୍ଗଦ୍ୱାର ଆସିଥିବା ବୃଦ୍ଧାଙ୍କୁ ୧୬…

ଆଇରନ୍‌ ଟ୍ରକ୍‌ ସହ ଧକ୍କା ହେଲା ବାଇକ୍‌, ଚାଲିଗଲା ଜୀବନ

ବାସୁଦେବପୁର,୨।୧୦(କାଳିପଦ ରାୟ): ବାସୁଦେବପୁର ବରଣ୍ଡୁଆ ପଞ୍ଚାୟତ ଚନ୍ଦନପୁର ଗାଁରେ ଘଟିଛି ବଡ଼ ଅଘଟଣ। ରବିନ୍ଦ୍ର ସାହୁ (୪୨) ନାମକ ଜଣେ ବ୍ୟକ୍ତିଙ୍କ ବୁଧବାର ରାତିରେ ଏକ ଆଇରନ ଟ୍ରକ ଧକ୍କାରେ ମୃତ୍ୟୁ ବରଣ କରିଛନ୍ତି। ରବୀନ୍ଦ୍ର ଜାମଝାଡିରୁ ବାଇକ ଯୋଗେ ଘରକୁ…

ବିଏସ୍‌ଏଫ ରାଇଜିଂ ଡେରେ ରକ୍ତଦାନ କଲେ ଯବାନ

କୋରାପୁଟ,୧।୧୦(ଅମିତାଭ ବେହେରା): କୋରାପୁଟ ଓଏମ୍‌ପିଠାରେ ଥିବା ବିଏସ୍‌ଏଫ ମୁଖ୍ୟାଳୟ ପରିସରରେ ବିଏସ୍‌ଏଫର ରାଇଜିଂ ଡେ ଉପଲକ୍ଷେ ବୁଧବାର ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ବିଏସ୍‌ଏଫ ଡିଆଇଜି ସତ୍ୟବାନ ଖାଞ୍ଚି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରର…

ରାଜସ୍ଥାନରେ ୬ ଶିଶୁ ମୃତ୍ୟୁ: ସ୍କାନରରେ କଫ ସିରପ୍‌, ସରକାରୀ ମେଡିକାଲରେ ମିଳୁଛି

ଭୁବନେଶ୍ୱର,୧।୧୦: ରାଜସ୍ଥାନର ସିକାରରେ ମାଗଣା ଔଷଧ ଯୋଜନା ଅଧୀନରେ ପ୍ରଦାନ କରାଯାଇଥିବା ଡେକ୍ସଟ୍ରୋମେଥର୍ଫନ୍‌ ହାଇଡ୍ରୋବ୍ରୋମାଇଡ୍‌ ସିରପ୍‌ ପିଇ ୫ ବର୍ଷୀୟ ଶିଶୁର ମୃତ୍ୟୁ ଓ ଭାରତପୁରରେ ୩ ବର୍ଷୀୟ ଶିଶୁର ଗୁରୁତର ଅବସ୍ଥା ପରେ କେନ୍ଦ୍ରୀୟ ଦଳ ମପିର ଛିନ୍ଦବାଡ়ାରେ ୬…

ଦୀପାବଳି ପୂର୍ବରୁ ୫୪ ବସ୍ତା ବିସ୍ଫୋରକ ଜବତ

ବୈଶିଙ୍ଗା,୧।୧୦(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ପୋଲିସକୁ ବୁଧବାର ଏକ ବଡ଼ ସଫଳତା ମିଳିଛି । ମେରଦା ପଞ୍ଚାୟତର ବର୍ତ୍ତନା ଗ୍ରାମରେ ବେଆଇନ ବାଣ ଏବଂ ଆତସବାଜି ପ୍ରସ୍ତୁତ କରାଯାଉଥିବା ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା। ଏନେଇ ଥାନା ଅଧିକାରୀ ବାରିଣୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri