Home Left

ଅପରେଶନ ସିନ୍ଧୁ: ନେପାଳ, ଶ୍ରୀଲଙ୍କା ନାଗରିକଙ୍କୁ ଇରାନରୁ ଫେରାଇ ଆଣିବ ଭାରତ

ନୂଆଦିଲ୍ଲୀ,୨୧।୬: ଭାରତ ସରକାରଙ୍କ ଅପରେଶନ ସିନ୍ଧୁ ଅଧୀନରେ ଇରାନରେ ଫସି ରହିଥିବା ୩୧୦ ଜଣ ଭାରତୀୟ ନାଗରିକଙ୍କୁ ନେଇ ଆଉ ଏକ ବିମାନ ଶନିବାର (୨୧ ଜୁନ) ସାରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲା। ଅପରେଶନ ସିନ୍ଧୁ ଅଧୀନରେ, ଭାରତୀୟ ନାଗରିକଙ୍କୁ...

ହସ୍ପିଟଲରେ ଆଶା କର୍ମୀଙ୍କୁ ବଳାତ୍କାର ଉଦ୍ୟମ

କୋକସରା,୨୧ା୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଜନୈକା ଆଶା କର୍ମୀଙ୍କୁ ବଳାତ୍କାର ଉଦ୍ୟମ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ସେ ହେଲେ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ କର୍ମଚାରୀଙ୍କ ପୁଅ...

ଏଥର ବିମାନ ନୁହେଁ ଆକାଶରେ ଫାଟିଲା ହଟ ଏୟାର ବେଲୁନ, ୮ ମୃତ

ବ୍ରାଜିଲ,୨୧।୬: ବ୍ରାଜିଲରେ ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି। ବ୍ରାଜିଲର ଦକ୍ଷିଣ ରାଜ୍ୟ ସାଣ୍ଟା କାଟାରିନାରେ ଏକ ହଟ ଏୟାର ବେଲୁନରେ ମଝି ଆକାଶରେ ନିଆଁ ଲାଗିଗଲା। ଏହି ଭୟଙ୍କର ଦୁର୍ଘଟଣାରେ ଅତି କମରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ସେହି...

ସରପଞ୍ଚଙ୍କୁ କରିଥିଲେ ଆକ୍ରମଣ: ବନ୍ଧା ହେଲେ ୪ ଅଭିଯୁକ୍ତ

ହିଞ୍ଜିଳିକାଟୁ, ୨୧ା୬(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପିତଳ ଗ୍ରାମରେ ଗୁରୁବାର ସାରେ ସରପଞ୍ଚ ରାମରାଘବ ପାତ୍ର ଓ ପିତଳ ଭାଜପା ମଣ୍ଡଳ ସଭାପତି ବିଜୟ ପ୍ରଧାନଙ୍କୁ ଆକ୍ରମଣ ଘଟଣାରେ ଶନିବାର ହିଞ୍ଜିଳି ପୋଲିସ ୪ ଜଣଙ୍କୁ ଗିରଫ...

ଏହାକୁ ହିଁ କହନ୍ତି ପ୍ରତିଶୋଧ…, ଗାଭାସ୍କରଙ୍କ କମେଣ୍ଟ୍ରି ବନ୍ଦ କରିଦେଲେ ଋଷଭ ପନ୍ତ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୧।୬: ଛଅ ମାସ ପୂର୍ବେ ସୁନୀଲ ଗାଭାସ୍କର ଋଷଭ ପନ୍ତଙ୍କୁ ଭର୍ତ୍ସନା କରିଥିଲେ। ଗାଭାସ୍କର ପନ୍ତଙ୍କୁ Stupid, stupid, stupid ବୋଲି କହିଥିଲେ। ଅଷ୍ଟ୍ରେଲିଆ ଗସ୍ତରେ ଦ୍ରୁତ ବୋଲର ସ୍କଟ ବୋଲାଣ୍ଡଙ୍କ ବଲରେ ଖରାପ ସଟ ଖେଳି ଏକ ଗୁରୁତ୍ୱପୂର୍ଣ୍ଣ...

ବୋହୂକୁ ମାରି ୧୦ ଫୁଟ ଗାତରେ ପୋତିଦେଲେ ଶ୍ୱଶୁର! ସନ୍ଦେହରେ ପୋଲିସର ଜବାବ

ଫରିଦାବାଦ,୨୧।୬: ହରିୟାନା ଫରିଦାବାଦ ପଲ୍ଲା ଥାନାର ରୋଶନ ନଗରରେ ଜଣେ ବିବାହିତ ମହିଳାଙ୍କୁ ପୋତି ଦେବା ମାମଲାରେ, ପୋଲିସ ମୃତକଙ୍କ ଶ୍ୱଶୁର ଭୂପ ସିଂହଙ୍କୁ ଗିରଫ କରି ଦୁଇ ଦିନିଆ ରିମାଣ୍ଡରେ ନେଇଛି। ପୋଲିସ ଦାବି କରିଛି ଯେ ପ୍ରାଥମିକ...

ଗୋଲେଇ ରାସ୍ତାରେ ଓଲଟିଲା ପିକଅପ୍‌ ଭ୍ୟାନ

ଭଞ୍ଜନଗର,୨୧ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର-ବେଲଗୁଣ୍ଠା ମୁଖ୍ୟ ରାସ୍ତାର ନୂଆଗାଁ ସେତୁ ନିକଟରେ ଏକ ପିକ୍‌ଅପ୍‌ ଭ୍ୟାନ ଶନିବାର ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଭ୍ୟାନଟି ବେଲଗୁଣ୍ଠା ଅଭିମୁଖେ କିଛି ସାମଗ୍ରୀ ଆଣିବାକୁ ଯାଉଥିଲା। ନୂଆଗାଁ ସେତୁ ନିକଟରେ ଚାଳକ...

ପ୍ରେମ ଜାଲରେ ଫସାଇ ନେଇଥିଲେ ବେଙ୍ଗାଲୁରୁ, ୪ ଦିନ ଧରି ବଳାତ୍କାର କରିବା ପରେ ଷ୍ଟେଶନରେ ଛାଡ଼ି ଫେରାର; ଘରକୁ ଫେରି…

ଦିଗପହଣ୍ଡି,୨୧।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ଯୁବତୀଙ୍କୁ ପ୍ରେମଜାଲରେ ଫସାଇ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ଏନେଇ ଦିଗପହଣ୍ଡି ଥାନାରେ...

ମୃତ୍ୟୁକୁ ଭୟ କଲେଣି ଖାମେନେଇ! ବଛା ହେଲାଣି ୩ ନାମ, ହେଲେ କିଏ ହେବେ ଉତ୍ତରାଧିକାରୀ? ଲିଷ୍ଟରେ ନାହିଁ…

ତେହେରାନ,୨୧।୬: ସମ୍ଭାବ୍ୟ ହତ୍ୟାର ଆଶଙ୍କାକୁ ଦୃଷ୍ଟିରେ ରଖି, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ ଏବେ ସିଧାସଳଖ ନୁହେଁ ବରଂ ଜଣେ ବିଶ୍ୱସ୍ତ ସହାୟକଙ୍କ ମାଧ୍ୟମରେ ତାଙ୍କ କମାଣ୍ଡରମାନଙ୍କ ସହିତ ଯୋଗାଯୋଗ କରୁଛନ୍ତି ଏବଂ ଇଲେକ୍ଟ୍ରୋନିକ ଯୋଗାଯୋଗକୁ ସ୍ଥଗିତ...

ଧୋନୀଙ୍କୁ ପଛରେ ପକାଇଲେ ପନ୍ତ

ଲିଡ୍ସ,୨୧ା୬: ଟେଷ୍ଟ କ୍ରିକେଟ ଇତିହାସରେ ଭାରତୀୟ ଉଇକେଟକିପର ବ୍ୟାଟର ଭାବେ ସର୍ବାଧିକ ସଂଖ୍ୟକ ଶତକ କରିବାରେ ରିଷଭ ପନ୍ତ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଅତିକ୍ରମ କରିଛନ୍ତି। ପନ୍ତ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ...

ବିଧାୟକଙ୍କ ଦିଗପହଣ୍ଡି ଗସ୍ତ : ଚାରା ପୋତିଲେ, ଭତ୍ତା ବାଣ୍ଟିଲେ ଉଦ୍‌ଘାଟନ କଲେ….

ଦିଗପହଣ୍ଡି,୨୧।୬(ଅଶେଷ ନାଥ ମିଶ୍ର) ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶନିବାର ଦିଗପହଣ୍ଡି ଗସ୍ତ କରି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗଦାନ କରି ଫେରିଛନ୍ତି। ବିଧାୟକ ଦିଗପହଣ୍ଡିସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଏବଂ ବଡଖେମୁଣ୍ଡି ହାଇସ୍କୁଲ ପଡିଆ ସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖୀ...

କେବେ ଧମକ-କେବେ ଆଲୋଚନା…ମିଡିଲ୍‌ ଇଷ୍ଟ ପାଇଁ ବିପଦ ପାଲଟିଲାଣି ଟ୍ରମ୍ପଙ୍କ କନ୍‌ଫ୍ୟୁଜ୍‌ ନୀତି!

ଓ୍ବାଶିଂଟନ,୨୧।୬: ଇରାନ-ଇସ୍ରାଏଲ ମଧ୍ୟରେ ଗତ କିଛି ଦିନ ଧରି ଭୀଷଣ ଯୁଦ୍ଧ ଚାଲିଛି। ଏଥିରେ ଆମେରିକାର ଭୂମିକା ଉପରେ ସମସ୍ତଙ୍କ ନଜର ରହିଛି। ହେଲେ ଟ୍ରମ୍ପଙ୍କ କଥାବାର୍ତ୍ତାରୁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳୁନାହିଁ। ଏବେ ସେ ଶାନ୍ତି ସ୍ଥାପନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri