Home Left

ଆମେରିକାର ଘାତକ ବି-୨ ବମ୍ବର

ଓ୍ବାଶିଂଟନ୍‌,୨୩ା୬: ଇରାନ୍‌ର ୩ ଆଣବିକ କେନ୍ଦ୍ରକୁ ଧ୍ୱସ୍ତବିଧ୍ୱସ୍ତ କରିବାରେ ସକ୍ଷମ ହୋଇଥିବା ଆମେରିକାର ବି-୨ ବମ୍ବର ମିସୋରିଠାରୁ ଲଗାତର ୩୭ ଘଣ୍ଟା ଉଡ଼ାଣ କରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମିଶନକୁ ସଫଳ କରିଥିଲା। ଶନିବାର ବି-୨ ବମ୍ବରଗୁଡ଼ିକ ଗୁଆମ୍‌ ପାସିଫିକ୍‌...

ଜିଲାରେ ପାଳନ ହେଉନି ସରକାରୀ ନିୟମ: ବିଧାୟକ ଆଣିଲେ ସାଂଘାତିକ ଅଭିଯୋଗ

ଦେବଗଡ଼,୨୩ା୬(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଜିଲାରେ ସରକାରୀ ନିୟମ ପାଳନ ହେଉନି। ସରକାର ଭିଏଲ୍‌ଏଲ୍‌ ମାଧ୍ୟମରେ ନିର୍ମାଣ କାର୍ଯ୍ୟ କରିବାର ଡିଣ୍ଡିମ ପିଟିଥିଲେ ହେଁ ଅଧିକରୁ ଅଧିକ ଡିପାର୍ଟମେଣ୍ଟାଲ କାମ ହେଉଛି। ତେବେ ଡିପାର୍ଟମେଣ୍ଟାଲ କାମଗୁଡିକ ବିକ୍ରି ହେଉଥିବା ନଜରକୁ...

ବିଶ୍ୱ ସମୁଦାୟର ପ୍ରତିକ୍ରିୟା

ଦୁବାଇ/ପ୍ୟାରିସ୍‌,୨୩ା୬: ଇରାନ ଓ ଇସ୍ରାଏଲ୍‌ ଯୁଦ୍ଧରେ ଆମେରିକା ପ୍ରତ୍ୟକ୍ଷ ସମ୍ପୃକ୍ତ ହେବା ଦ୍ୱାରା ଆଞ୍ଚଳିକ ସଂଘର୍ଷ ଆହୁରି ବଢ଼ିପାରେ ବୋଲି ବିଭିନ୍ନ ଦେଶ ଆଶଙ୍କା ବ୍ୟକ୍ତ କରିଛନ୍ତି। ସେମାନେ ଆମେରିକାକୁ ସତର୍କ କରାଇବା ସହ କୂଟନୈତିକ ସ୍ତରରେ ଯୁଦ୍ଧ ବନ୍ଦ...

ଭିତ୍ତିଭୂମି ଅଭାବ, ମଣ୍ଡିରେ ଧାନ ଗଜା

ବରଗଡ଼,୨୩।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ସବୁଠାରୁ ଅଧିକ ଧାନ ଉପତ୍ାଦନ ଯୋଗୁଁ ଜିଲାର ଏଭଳି ପରିଚୟ ରହିଛି। ମାତ୍ର ଏଠାରେ ଧାନବିକ୍ରି ସମସ୍ୟା ଅସମାହିତ ରହିଛି। ଅନ୍ୟବର୍ଷ ଅପେକ୍ଷା ଏଥର ଜିଲାର ଚାଷୀମାନେ ଧାନବିକ୍ରିରେ ଅଧିକ...

ସୋଲଫୁଲରେ ଝଲସିବ ୩ ରଥ: ସେବାରେ ଗୁରୁଜଙ୍ଗ ଭୋଇ ପରିବାର

ଖୋର୍ଦ୍ଧା,୨୩ା୬(ପ୍ରଭାତ ପାଣିଗ୍ରାହୀ)ଆସନ୍ତା ୨୭ ତାରିଖରେ ମହାପ୍ରଭୁଙ୍କ ଘୋଷଯାତ୍ରା। ବଡ଼ଦାଣ୍ଡରେ ଗଡ଼ିବ ରଥ। ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ରତ୍ନବେଦି ଛାଡ଼ି ଭାଇଭଉଣୀଙ୍କୁ ଧରି ଗୁଣ୍ଡିଚାକୁ ବିଜେ କରିବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ଅନ୍ୟପଟେ ତିନି ରଥରେ ଝଲସିବ ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇସାହି ରାଜକିଶୋର...

ଆମେରିକା ଆକ୍ରମଣକୁ ନିନ୍ଦା କଲେ ରୁଷିଆ, ଚାଇନା

ମସ୍କୋ/ବେଜିଂ,୨୩ା୬: ଇରାନର ୩ଟି ଆଣବିକ କେନ୍ଦ୍ର ଉପରେ ଆମେରିକାର ଆକ୍ରମଣକୁ ରୁଷିଆ ଦାୟିତ୍ୱହୀନତା କହି କଡ଼ା ନିନ୍ଦା କରିଥିବା ବେଳେ ଏହା ଅନ୍ତର୍ଜାତୀୟ ଆଇନ, ଜାତିସଂଘ ଚାର୍ଟର ଏବଂ ଜାତିସଂଘ ସୁରକ୍ଷା ପରିଷଦ ସଂକଳ୍ପନାମାର ଗୁରୁତର ଉଲ୍ଲଂଘନ ବୋଲି କହିଛି।...

ପାକିସ୍ତାନରୁ ଡ୍ରୋନ୍‌ ଯୋଗେ ପଞ୍ଜାବ ଆସୁଛି ତୁର୍କୀ ପିସ୍ତଲ

ଚଣ୍ଡିଗଡ଼,୨୩ା୬: ପାକିସ୍ତାନରୁ ଡ୍ରୋନ୍‌ ଯୋଗେ ତୁର୍କୀ ନିର୍ମିତ ପିଏକ୍ସ୫ ପିସ୍ତଲ ପଞ୍ଜାବ ଆସୁଥିବା ଜଣାପଡ଼ିଛି। ଗତ ମେ’ରେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂଘର୍ଷ ଚାଲିଥିଲାବେଳେ ଇସ୍‌ଲାମାବାଦ ଛାଡ଼ିଥିବା ତୁର୍କୀ ଡ୍ରୋନ୍‌ଗୁଡ଼ିକୁ ଭାରତୀୟ ସେନା ଖସାଇଥିଲା। ଚଳିତ ମାସରେ ପାକିସ୍ତାନ...

“ଅର୍ଥନୈତିକ ଆତ୍ମହତ୍ୟା”: ଇରାନର ହର୍ମୁଜ୍ ଜଳସନ୍ଧି ବନ୍ଦ ସମ୍ଭାବନା ଉପରେ ଆମେରିକାର ଚେତାବନୀ

ଓ୍ୱାଶିଂଟନ, ୨୨।୬: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଚାଇନାକୁ ଆହ୍ୱାନ ଦେଇଛନ୍ତି ଯେ, ସେମାନେ ଇରାନକୁ ହର୍ମୁଜ୍ ଜଳସନ୍ଧି ବନ୍ଦ ନ କରିବାକୁ ପ୍ରଭାବିତ କରନ୍ତୁ। ଆମେରିକାର ଇରାନର ତିନୋଟି ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ପରେ ଏହି...

ନବୀନଙ୍କ ଆରୋଗ୍ୟ କାମନା କରି ଦୀପଦାନ କଲେ ବିଜେଡି କର୍ମୀ

ତୁଣ୍ଡଲା/କର୍ଲାମୁଣ୍ଡା, ୨୨।୬(ଫିରୋଜ କୁମାର ଦାଶ/ପ୍ରଦୀପ କୁମାର ସାହୁ)-ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆରୋଗ୍ୟ କାମନା କରି କଳାହାଣ୍ଡି ଜିଲା ନର୍ଲା ନିର୍ବାଚନମଣ୍ଡଳୀ ବିଜେଡି ପକ୍ଷରୁ ରବିବାର ଜିଲାର ସର୍ବପୁରାତନ ଧବଳେଶ୍ୱର ବାବାଙ୍କ ନିକଟରେ ସାମୂହିକ ଦୀପଦାନ କରାଯାଇଛି। ନବୀନ ତାଙ୍କ...

ଓଡ଼ିଶାର ଶ୍ରୀଷ୍ଟି ଉପାଧ୍ୟାୟଙ୍କୁ ୭୮ତମ ଜାତୀୟ ଜଳକ୍ରୀଡ଼ା ଚାମ୍ପିଅନସିପରେ ସ୍ୱର୍ଣ୍ଣ

ଭୁବନେଶ୍ୱର, ୨୨।୬: ଓଡ଼ିଶାର ପ୍ରତିଭାବାନ ସନ୍ତରଣ ଖେଳାଳି ଶ୍ରୀଷ୍ଟି ଉପାଧ୍ୟାୟ ୭୮ତମ ଜାତୀୟ ଜଳକ୍ରୀଡ଼ା ଚାମ୍ପିଅନସିପ ୨୦୨୫ରେ ୧୦୦ ମିଟର ବଟରଫ୍ଲାଇ (ମହିଳା) ଇଭେଣ୍ଟରେ ସ୍ୱର୍ଣ୍ଣପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏହି...

ତାଇୱାନରେ ବାଲୁକା କଳା ପ୍ରଦର୍ଶନ କଲେ ଓଡ଼ିଆ ପୁଅ ଓମ୍‌ପ୍ରକାଶ

କର୍ଲାମୁଣ୍ଡା, ୨୨।୬(ପ୍ରଦୀପ କୁମାର ସାହୁ)-ତାଇୱାନର ମ୍ୟାଓଲି ସହରରେ ଥିବା ଟଙ୍ଗସାଇଆଓ ବିଚ୍‌ରେ ଅନୁଷ୍ଠିତ ବାଲୁକା କଳା କର୍ମଶାଳାରେ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ଯୋଗଦେଇଛନ୍ତି। ମୋ ହୃଦୟର ଛୋଟ ପୃଥିବୀ (ଦ ଲିଟିଲ ଓ୍ବାରଲ୍ଡ ଇନ୍‌ ମାଇଁ ହାର୍ଟ)...

‘ମୌସୁମୀରେ ମଧ୍ୟ ମାଓବାଦୀଙ୍କୁ ଶୋଇବାକୁ ଦେବୁ ନାହିଁ’: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଚେତାବନୀ

ରାୟପୁର, ୨୨।୬: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଛତିଶଗଡ଼ରେ ମାଓବାଦୀଙ୍କୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଏଥର ମୌସୁମୀ ଋତୁରେ ମଧ୍ୟ ମାଓବାଦୀମାନଙ୍କୁ ଶୋଇବାକୁ ଦିଆଯିବ ନାହିଁ। ସୁରକ୍ଷା ବାହିନୀର ଅଭିଯାନ ମୌସୁମୀ ସମୟରେ ମଧ୍ୟ ଜାରି ରହିବ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri