ଫସଲ କ୍ଷତି ସହି ନ ପାରି କୀଟନାଶକ ପିଇଦେଲେ ଚାଷୀ
ମୋହନା,୫।୧୦: ( ମନ୍ମଥ ମିଶ୍ର ) ଲଘୁଚାପ ଜନିତ ପ୍ରବଳ ବର୍ଷା ଉଜାଡି ଦେଲା ପରିବା ଚାଷ। ଏହାକୁ ସହ୍ୟ କରି ନ ପାରି କୀଟନାଶକ ପିଇଦେଲେ ଚାଷୀ । ଏଭଳି ଘଟଣା ଘଟିଛି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ…
ମନ୍ତ୍ରୀ ରବୀ ନାରାୟଣଙ୍କୁ ଖଡିଆଳ ଭାଜପା ପକ୍ଷର ସ୍ମାରକ ପତ୍ର
ଖଡ଼ିଆଳ,୫।୧୦(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଗସ୍ତରେ ଓଡ଼ିଶା ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବୀ ନାରାୟଣ ନାଏକଙ୍କୁ ଖଡିଆଳ ଭାଜପା ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ବିଶେଷ କରି ବରଗାଁ…
ସୁନାଦେଈଙ୍କ ମନ୍ଦିରକୁ ଯାଉଥିବା ବେଳେ ଓଲଟିଲା ପିକ୍ଅପ ଭ୍ୟାନ
ଖଡ଼ିଆଳ,୫।୧୦.(ସୁଜିତ କୁମାର ପ୍ରଧାନ ): ନୂଆପଡ଼ା ଜିଲା କୋମନା ବ୍ଲକ ସୁନାବେଡ଼ା ଘାଟିରେ ଭାରସାମ୍ୟ ହରାଇ ଓଳଟିପଡ଼ିଲା ପିକଅପ୍ ଭ୍ୟାନ। ଭ୍ୟାନରେ ଥିବା ୨୦ ଜଣଙ୍କ ମଧ୍ୟରୁ ୩ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି…
ପୂର୍ବତନ ପାକିସ୍ତାନୀ କ୍ରିକେଟର ମାଗୁଛନ୍ତି ଭାରତର ନାଗରିକତା? କହିଲେ ଭାରତ ମୋର ମାତୃଭୂମି
ନୂଆଦିଲ୍ଲୀ,୫।୧୦: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତର ଅପରେଶନ ସିନ୍ଦୂର ପାକିସ୍ତାନରେ ହଇଚଇ ସୃଷ୍ଟି କରିଥିଲା। ଭାରତୀୟ ସୈନିକମାନେ ପାକିସ୍ତାନରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିଦେଇଥିଲେ। ଏହି ସମୟରେ, ୨୦୨୫ଏସିଆ କପ ସମୟରେ, ଭାରତୀୟ ଖେଳାଳିମାନେ ହାତ ମିଳାଇବାକୁ ମନା କରି…
ଟ୍ରକ୍କୁ ଧକ୍କା ଦେଲା ଟ୍ରକ୍
ଖଡ଼ିଆଳ,୫।୧୦.(ସୁଜିତ କୁମାର ପ୍ରଧାନ ): ନୂଆପଡ଼ା ଜିଲା ଖଡିଆଳ ବ୍ଲକ ବଡପୋଲ ନିକଟରେ ଠିଆହୋଇଥିବା ଏକ ଟ୍ରକକୁ ଆସି ଆଉ ଏକ ଟ୍ରକ୍ ଧକ୍କା ଦେଇଛି। ୩୫୩ ନମ୍ବର ଜାତୀୟ ରାଜପଥ କଡରେ ଦୁର୍ଘଟଣା ଘଟିଥିବା ବେଳେ ଧନ ଜୀବନ କ୍ଷୟକ୍ଷତି…
ହେବନି ଭାରତ-ପାକିସ୍ତାନ ମ୍ୟାଚ, ଜାଣନ୍ତୁ ଏହାର କାରଣ
ନୂଆଦିଲ୍ଲୀ,୫।୧୦: ICC ମହିଳା ODI ବିଶ୍ୱକପର ମହାସମାବେଶ ରବିବାର, ଅକ୍ଟୋବର ୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେବ। ଏହି ରୋମାଞ୍ଚକର ମ୍ୟାଚ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ, ମ୍ୟାଚ ବାତିଲ ହେବାର…
ସାର ପାଇଁ ଉତ୍ତେଜନା: ଦୁଇଗେଷ୍ଠୀ ମୁହାଁମୁହିଁ
ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳରେ ୟୁରିଆ ସାରର ଘୋର ଅଭାବ ଦେଖାଦେଇଛି। ଚାଷୀଙ୍କୁ ମିଳୁନି ୟୁରିଆ ସାର। ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ରବିବାର ସକାଳୁ…
‘ବଦଳିଯିବ ପାକିସ୍ତାନର ଇତିହାସ ଭୂଗୋଳ’, ରାଜନାଥଙ୍କ ବୟାନକୁ ନେଇ ଚିନ୍ତାରେ ମୁନିର, ନୌସେନାକୁ ଦେଲେ ଏମିତି ନିର୍ଦ୍ଦେଶ
ନୂଆଦିଲ୍ଲୀ,୫।୧୦: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସମ୍ପ୍ରତି ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ କରାଚୀକୁ ଯିବା ପାଇଁ ରାସ୍ତା ସର କ୍ରିକ ଦେଇ ଯାଇଥାଏ। ଏହି ବିବୃତ୍ତି ପାକିସ୍ତାନୀ ନୌସେନା ଭିତରେ ହଇଚଇ ସୃଷ୍ଟି କରିଛି। ପାକିସ୍ତାନୀ ନୌସେନା…
ବିଜୟଙ୍କ ପୂର୍ବରୁ ଏହି ଅଭିନେତାଙ୍କ ସହ ନିର୍ବନ୍ଧ କରିଥିଲେ ରଶ୍ମିକା! ହେଲେ ଭାଙ୍ଗିଯାଇଥିଲା ବିବାହ, ଜାଣନ୍ତୁ କାହିଁକି
ମୁମ୍ବାଇ: ବର୍ତ୍ତମାନ, ଫିଲ୍ମ ମହଲରେ କେବଳ ଗୋଟିଏ ଚର୍ଚ୍ଚା। ତାହା ହେଉଛି ବିଜୟ ଦେବରକୋଣ୍ଡା-ରଶ୍ମିକା ମନ୍ଦାନାଙ୍କ ଗୁପ୍ତ ନିର୍ବନ୍ଧ। ଯଦିଓ ବହୁତ ଦିନ ଧରି ଏହି ଦୁଇଜଣ ଡେଟ୍ କରୁଥିବାର ଚର୍ଚ୍ଚା ହେଉଛି, କିନ୍ତୁ ସେମାନଙ୍କ ବର୍ତ୍ତମାନ ନିର୍ବନ୍ଧ ହୋଇଥିବା ଖବର…
ଲଗାଣ ବର୍ଷାରେ ବେହାଲ ପଶ୍ଚିମବଙ୍ଗ, ଭାଙ୍ଗି ପଡ଼ିଲା ପୋଲ ୬ ମୃତ୍ୟୁ
କୋଲକାତା,୫।୧୦: ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଦାର୍ଜିଲିଂ ଜିଲାର ମିରିକରେ ଭୂସ୍ଖଳନ ଯୋଗୁ ଅତି କମରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଜିଲାର ସହର ଏବଂ ପର୍ଯ୍ୟଟନସ୍ଥଳୀ ମିରିକ ଏବଂ କର୍ସିଓଙ୍ଗକୁ ସଂଯୋଗ କରୁଥିବା ଡୁଡିଆ ଲୁହା…
ଦେବସ୍ଭୂମି ଋଷିମାଳରେ ସ୍ବତନ୍ତ୍ର ହୋମ, ଯୋଗ ଦେଲେ ଶତାଧିକ ଶ୍ରଦ୍ଧାଳୁ
ଦାରିଙ୍ଗବାଡି,୫।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡା ପଞ୍ଚାୟତ ପୀଡ଼ିକାରିପିଠାରେ ରହିଥିବା ଦେବଭୂମି ଋଷିମାଳରେ ଶନିବାର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେଠାରେ ହୋମଯଜ୍ଞ ସହ ପୂଜାର୍ଚନା, ଶାନ୍ତି ପାଠ ଆଦି କରାଯାଇଥିଲା। ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ପହଞ୍ଚି ସେହି…
ଅନାସ୍ଥା ଭୋଟରେ ପଦବୀ ହରାଇଲେ ରାଇକିଆ ବ୍ଲକ ଅଧ୍ୟକ୍ଷ
ରାଇକିଆ,୫।୧୦(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଅଧ୍ୟକ୍ଷ ପ୍ରିତମ ପ୍ରଧାନଙ୍କ ବିରୋଧରେ ହୋଇଥିବା ଅନାସ୍ଥା ଭୋଟରେ ସେ ତାଙ୍କର ପଦବୀ ହରାଇଛନ୍ତି । ଗତ ସେପ୍ଟେମ୍ବର ୨୬ ତାରିଖରେ ଅନାସ୍ଥା ପ୍ରସ୍ତାବ ଉପରେ ଓଡ଼ିଶା ପଞ୍ଚାୟତ ସମିତି ଆଇନ ୧୯୫୯ର…
Archives


