Home Left

୨ ନେତାଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ବର,୧୨ା୧୧(ବ୍ୟୁରୋ): ଭାଜପାରେ ଦୁଇ ଜଣ ବରିଷ୍ଠ ନେତାଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରାଯାଇଛି। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ଭାଜପା ଆର୍ଥତ୍କ ଦୁର୍ବଳଶ୍ରେଣୀ ବର୍ଗ ପ୍ରକୋଷ୍ଠ…

4 years ago

ପ୍ରଦୀପ ପୁରୋହିତ ହେବେ ଭାଜପା ପ୍ରାର୍ଥୀ

ଭୁବନେଶ୍ବର, ୧୨ା୧୧(ବ୍ୟୁରୋ): ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ଭାଜପା ନେତା ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରାଯିବ। ଭାଜପା ବିଧାୟିକା କୁସୁମ ଟେଟେ ଶୁକ୍ରବାର…

4 years ago

ଆଦିବାସୀ, ବନବାସୀଙ୍କୁ ମିଳିବ ଜଙ୍ଗଲ ଜମି ଅଧିକାର

ଛତ୍ରପୁର,୧୨ା୧୧(ଡି.ଏନ.ଏ.): ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଶୁକ୍ରବାର ଜଙ୍ଗଲ ଜମି ଅଧିକାର ଜିଲା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଅଧ୍ୟକ୍ଷତା କରିଥିଲେ…

4 years ago

ପଛକୁ ହଟିଲେ ରୁଷିଆ ସେନା, ୟୁକ୍ରେନ୍ ରାଷ୍ଟ୍ରପତି ଜେଲନସ୍କି କହିଲେ ଖେରସନ ଏବେ ଆମର

କ୍ୱିଭ,୧୨ ।୧୧: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଉପରେ ସାରା ବିଶ୍ୱର ନଜର ରହିଛି । ସଦ୍ୟ ସୂଚନା ଅନୁଯାୟୀ, ୟୁକ୍ରେନର ଖେରସନରୁ ରୁଷିଆ ସେନା ପଛକୁ ହଟି ଯାଇଛନ୍ତି…

4 years ago

ହଳଦୀପତ୍ରର ଚାହିଦା, ମିଳୁନି ଠିକ୍‌ ଦର

ଦାରିଙ୍ଗବାଡି,୧୨ା୧୧(ଡି.ଏନ.ଏ): ଆସନ୍ତା ବୁଧବାର ପାଳନ ହେବ ପ୍ରଥମାଷ୍ଟମୀ। ଏହି ପର୍ବ ଓଡ଼ିଶାରେ ବଡ ଧୂମଧାମରେ ପାଳନ ହେଉଥିବା ବେଳେ ବିଶେଷ କରି ଭୁବନେଶ୍ୱର, କଟକ, ବାଲେଶ୍ୱର ସମେତ…

4 years ago

ରୂପାନି, ନୀତିନ ପଟେଲ ଭାଜପାର ଷ୍ଟାର ପ୍ରଚାରକ

ନୂଆଦିଲ୍ଲୀ,୧୨ା୧୧: ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ଭାଜପା ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦମନ୍ତ୍ରୀ ଅମିତ୍‌ ଶାହା, ରାଜନାଥ…

4 years ago

ପାନାମା ପେପର ସହ ତେଲଙ୍ଗାନା ଗ୍ରାନାଇଟ୍‌ ଶିଳ୍ପର ସମ୍ପୃକ୍ତି

ହାଇଦ୍ରାବାଦ,୧୨ା୧୧: ପାନାମା ପେପର ଲିକ୍‌ ସହ ତେଲଙ୍ଗାନା କରିମନଗରସ୍ଥିତ ଗ୍ରାନାଇଟ୍‌ ଶିଳ୍ପର ସମ୍ପୃକ୍ତି ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତରୁ ଜାଣିବାକୁ ପାଇଛି। ପାନାମା ପେପରରେ ବହୁସଂଖ୍ୟାରେ…

4 years ago

ଚାକିରି ନିୟମିତ ଦାବି କଲେ ଠିକା ସ୍ବାସ୍ଥ୍ୟ କର୍ମଚାରୀ

ପାରଳାଖେମୁଣ୍ଡି,୧୨ା୧୧(ଡି.ଏନ୍‌.ଏ): ସ୍ବାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ ଗଜପତି ଜିଲା ଶାଖା ପକ୍ଷରୁ ଓଡିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଜାତୀୟ ସ୍ବାସ୍ଥ୍ୟ ମିଶନ ଏବଂ…

4 years ago

ପ୍ରମାଣ ନଷ୍ଟ ପାଇଁ ୧୪୦ ଫୋନ୍‌ ବଦଳାଇଛନ୍ତି ଅଭିଯୁକ୍ତ

ନୂଆଦିଲ୍ଲୀ,୧୨ା୧୧: ଦିଲ୍ଲୀ ଅବକାରୀ ନୀତି କାର୍ଯ୍ୟକାରୀ ହେବା ପୂର୍ବରୁ ଏହା କେତେକ ମଦ କମ୍ପାନୀ ନିକଟରେ ପହଞ୍ଚତ୍ଥିଲା। ମଦ ଲାଇସେନ୍ସ ପ୍ରଦାନରେ ହୋଇଥିବା ଲାଞ୍ଚ କାରବାରର ଡିଜିଟାଲ…

4 years ago

ସବୁ ଅଭିଯୁକ୍ତ ଦୋଷମୁକ୍ତ

ବେଙ୍ଗାଲୁରୁ,୧୨ା୧୧: ଆର୍‌ଟିଆଇ କର୍ମୀ ତଥା ‘ମହାପ୍ରଚଣ୍ଡ’ ଖବରକାଗଜର ସମ୍ପାଦକ ଲିଙ୍ଗାରାଜୁ ହତ୍ୟା ମାମଲାରେ ଉପଯୁକ୍ତ ତଥ୍ୟ ପ୍ରମାଣ ଅଭାବରୁ କର୍ନାଟକ ହାଇକୋର୍ଟ ସମସ୍ତ ୧୨ ଅଭିଯୁକ୍ତଙ୍କୁ ଦୋଷମୁକ୍ତ…

4 years ago