Home Left

ଆଇସିୟୁରେ ଝିଅର ବାହାଘର ପରେ ମା’ଙ୍କ ମୃତ୍ୟୁ

ଗୟା,୨୬।୧୨: ଅନେକ ଥର ଫିଲ୍ମରେ ହସ୍ପିଟାଲରେ ବାହାଘର ହେଉଥିବା ସମସ୍ତେ ଦେଖିଥିବେ। କିନ୍ତୁ ସତରେ ହସ୍ପିଟାଲରେ ବାହାଘର ହେବା କଥା କେହି ଦେଖିଛନ୍ତି କି ଶୁଣିଛନ୍ତି। କଥାଟି…

4 years ago

ଚାଇନାରେ ୨୩.୮ ନିୟୁତ ୬୦ରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଟିକା ନେଇନାହାନ୍ତି

ହଂକଂ,୨୬।୧୨: ଚାଇନାରେ କରୋନା ସଂକ୍ରମଣ ଭୟଙ୍କର ରୂପ ନେଇଥିବା ବେଳେ ୨୩.୮ ନିୟୁତ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ   ବର୍ତ୍ତମାନ ସୁଦ୍ଧା ଟିକା ନେଇ ନ ଥିବା…

4 years ago

ପ୍ରଜ୍ଞାଙ୍କ ବିବାଦୀୟ ବୟାନ

ଭୋପାଳ,୨୬ ।୧୨: ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ଏମପି ପ୍ରଜ୍ଞା ସିଂ ଠାକୁର ପୁଣିଥରେ ବିବାଦ ଘେରକୁ ଚାଲିଆସିଛନ୍ତି । ହିନ୍ଦୁ କର୍ମୀଙ୍କ ହତ୍ୟା ଉପରେ…

4 years ago

ଭାରତ ଯୋଡୋ ଯାତ୍ରା ଏବଂ ରାହୁଲଙ୍କୁ ବଦନାମ କରିବା ଲାଗି ୩୦ ଜଣିଆ ଟିମ୍‌ କରିଛି ଭାଜପା:କଂଗ୍ରେସ

ନୂଆଦିଲ୍ଲୀ,୨୬।୧୨: ‘ଭାରତ ଯୋଡୋ ଯାତ୍ରା’ର ପ୍ରଥମ ପର୍ଯ୍ୟାୟ ସୋମବାର ସମାପ୍ତ ହୋଇଛି। ଜାନୁଆରୀ ୩ରୁ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଏହି ଅବସରରେ କଂଗ୍ରେସ ଦଳ…

4 years ago

ନୂଆ ବର୍ଷ ପାଇଁ କର୍ନାଟକରେ ଜାରି ହେଲା ଗାଇଡ୍‌ଲାଇନ୍‌

ବେଙ୍ଗାଲୁରୁ,୨୬।୧୨: କରୋନା ଭାଇରସ୍‌ ସଂକ୍ରମଣ ପୁଣି ଥରେ ଲୋକଙ୍କ ଚିନ୍ତା ବଢ଼ାଇଛି। ଚାଇନାରେ ବିଗୁଡ଼ୁଥିବା ପରିସ୍ଥିତିକୁ ଦେଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟକୁ ସତର୍କ ରହିବାକୁ…

4 years ago

ଯେବେ ବି ମଇଦାନକୁ ଓହ୍ଲାଏ, ପଶା ଓଲଟାଇବା ଭଳି ଖେଳିବାକୁ ଚାହିଁଥାଏ: ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟରେ ସୂର୍ଯ୍ୟକୁମାର ଯାଦବ ବେଶ ପରିଚିତ ନାମ। ସେ ଟି୨୦ ଅନ୍ତର୍ଜାତୀୟ ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷସ୍ଥାନରେ ରହିଛନ୍ତି। ହେଲେ ସେ ବିଶ୍ୱର ନମ୍ବର-୧ ଖେଳାଳି ହେବାକୁ…

4 years ago

ଦିଲ୍ଲୀ ଯିବେ ବୋମାଇ: ୨୦୨୩ ବିଧାନସଭା ନିର୍ବାଚନ ନେଇ କରିବେ ଆଲୋଚନା

ବେଙ୍ଗାଲୁରୁ,୨୬।୧୨: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ଭାଜପା ରାଜ୍ୟ ତଥା କେନ୍ଦ୍ରୀୟ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହି ସମୟରେ କର୍ନାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ସୋମବାର…

4 years ago

ଗୟାରେ କରୋନା ବିସ୍ଫୋରଣ

ପାଟଣା,୨୬।୧୨: ବିହାରର ଗୟାରେ କରୋନା ବିସ୍ଫୋରଣ ଘଟିଛି। ଏଠାରେ ଏକାସାଙ୍ଗରେ ୪ଜଣ ବିଦେଶୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆର୍‌ଟିପିସିଆର୍‌ ଟେଷ୍ଟରେ ଏନେଇ ଜଣାପଡ଼ିବା ପରେ ସମସ୍ତଙ୍କୁ…

4 years ago

ନେପାଳର ପ୍ରଧାନମନ୍ତ୍ରୀ ହେଲେ ମାଓବାଦୀ ନେତା ପ୍ରଚଣ୍ଡ

କାଠମାଣ୍ଡୁ,୨୬।୧୨: ମାଓବାଦୀ ନେତା ପୁଷ୍ପ କମଲ ଦହଲ ପ୍ରଚଣ୍ଡ ହେବେ ନେପାଳର ନୂଆ ପ୍ରଧାନମନ୍ତ୍ରୀ। ତାଙ୍କୁ ଦେଶର ୨୭୫ ଏମ୍‌ପିଙ୍କ ମଧ୍ୟରୁ ୧୬୫ଜଣଙ୍କ ସମର୍ଥନ ରହିଛି। ସରକାର…

4 years ago

ଦେଶରେ ଲଞ୍ଚ୍‌ ହେବ ଏହି ୫ କାର୍‌

ଏସିଆର ସବୁଠୁ ବଡ଼ ଅଟୋମୋବାଇଲ ଶୋ’ ଅଟୋ ଏକ୍ସପୋ ୨୦୨୩ରେ ପୁଣି ଥରେ ଫେରୁଛି। ଏହା ୧୩ରୁ ୧୮ଜାନୁୟାରୀ ପର୍ଯ୍ୟନ୍ତ ଆୟୋଜିତ ହେବ। ମାରୁତି, ଟାଟା, ହୁଣ୍ଡାଇ…

4 years ago