Home Left

ବାଘ ଲୋମ, ମୁଣ୍ଡ, ହାଡ଼ ଜବତ

ବୌଦ୍ଧ, ୧୧।୪(ସ୍ବ.ପ୍ର): ବୌଦ୍ଧ ଜିଲାରେ ବିଭିନ୍ନ ସମୟରେ ବାଘ, ହରିଣ ଚମଡା ଜବତ କରାଯାଇଆସୁଥିବାବେଳେ ସୋମବାର ପୁଣି ଏଭଳି ଘଟଣା ଘଟିଛି। ବନ କର୍ମଚାରୀମାନେ ହରଭଙ୍ଗା ବ୍ଲକ…

4 years ago

ପାଣିଟାଙ୍କିକୁ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଦେଓଗାଁ,୧୧ା୪(ଡି.ଏନ୍‌.ଏ.): ପ୍ରେମରେ ବିଫଳ ହେବା ପରେ ବଲାଙ୍ଗୀର ଜିଲା ଦେଓଗାଁ ଥାନା କୁଠୁର୍ଲା ଗାଁର ଜଣେ ଯୁବକ ସୋମବାର ସକାଳେ ଓଭରହେଡ୍‌ ପାଣିଟାଙ୍କି ଉପରକୁ ଚଢ଼ି ଆତ୍ମହତ୍ୟା…

4 years ago

ବିବାଦରେ ଉଚ୍ଛେଦ ପ୍ରକ୍ରିୟା ଶେଷ

ସମ୍ବଲପୁର,୧୧ା୪(ବ୍ୟୁରୋ): ସମ୍ବଲପୁର ସମଲେଇ ମନ୍ଦିର ପାରିପାର୍ଶ୍ୱିକ ଉନ୍ନତୀକରଣ ପାଇଁ ରାଜ୍ୟ ସରକାର ସମଲେଇ ଯୋଜନା ହାତକୁ ନେଇଛନ୍ତି। ଏହି ଯୋଜନାରେ ସମଲେଇ ମନ୍ଦିର ପାର୍ଶ୍ୱରେ ଥିବା ଘୁନ୍‌ଘୁଟିପଡ଼ା,…

4 years ago

ଡାକ୍ତର ଜଣେ ସୈନିକ: ରାଜ୍ୟପାଳ

ବଲାଙ୍ଗୀର ଅଫିସ, ୧୧ା୪: ଯେତେବେଳେ ଶରୀର କଥା ଉଠେ ସେତେବେଳେ ଡାକ୍ତର ଜଣେ ସୈନିକ। ଯେତେବେଳେ ମନ କଥା ଉଠେ ସେତେବେଳେ ଡାକ୍ତର ଜଣେ ମନୋବିଜ୍ଞାନୀ। ଆଉ…

4 years ago

ସିବିଆଇ ତଦନ୍ତ ପାଇଁ ଚିଠି ଲେଖିଲା ଡାକ ବିଭାଗ

ଭୁବନେଶ୍ୱର,୧୧ା୪(ବ୍ୟୁରୋ): ଜାଲ୍‌ ସାର୍ଟିଫିକେଟ କାରବାର କେବଳ ରାଜ୍ୟ ଭିତରେ ସୀମିତ ନାହିଁ। ଏହାର ଚେର ବାହାର ରାଜ୍ୟକୁ ମଧ୍ୟ ଲମ୍ବିଛି। ଗ୍ରାମୀଣ ଡାକ ସେବକରେ ଅନେକେ ଜାଲ୍‌…

4 years ago

ପାକିସ୍ତାନର କ୍ୱେଟାରେ ବୋମା ବିସ୍ଫୋରଣ: ୪ ମୃତ, ୧୫ ଆହତ

ଇସଲାମାବାଦ,୧୦।୪: ପାକିସ୍ତାନର କ୍ୱେଟାର କନ୍ଧାରୀ ବଜାରରେ ଏକ ବୋମା ବିସ୍ଫୋରଣ ଘଟିଛି। ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ତେବେ…

4 years ago

ଭାରତ ଦୁନିଆର ବିଶ୍ୱଗୁରୁ: ୟୁକ୍ରେନ ଉପ-ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୧୦।୪: ୟୁକ୍ରେନ ଉପ-ବୈଦେଶିକ ମନ୍ତ୍ରୀ ଏମିନ ଝାପରୋଭା ଭାରତ ଗସ୍ତରେ ଅଛନ୍ତି। ସୋମବାର ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇଥିଲା। ଏହି ଅବସରରେ ୟୁକ୍ରେନର ଉପ-ବୈଦେଶିକ…

4 years ago

ଗଞ୍ଜେଇ ଚୋରାଚାଲାଣ ବେଳେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଦାରିଙ୍ଗବାଡି,୧୦।୪(ଡି.ଏନ.ଏ.): ଦାରିଙ୍ଗବାଡି ପୋଲିସ ସୋମବାର ଗଞ୍ଜେଇ ଭର୍ତ୍ତି ବୋଲେରୋକୁ ଜବତ କରିଛି। ଏଥିସହ ୨୨କିଲୋ ୩୫୦ଗ୍ରାମ ଗଞ୍ଜେଇ ସହ ଏଥିରେ ସମ୍ପୃକ୍ତି ଥିବା ଜଣେ ଅଭିଯୁକ୍ତଙ୍କୁ ପୋଲିସ…

4 years ago

‘ଏଇଟା କୋଉ ନୂଆ କଥା’, ଇଡିର ସମନ ପରେ ପ୍ରତିକ୍ରିୟା ରଖିଲେ ତେଜସ୍ବୀ

ନୂଆଦିଲ୍ଲୀ,୧୦।୪: ଜମି ବଦଳରେ ଚାକିରି ଦେବା ମାମଲାରେ ମଙ୍ଗଳବାର ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ପଚରାଉଚରା କରାଯିବ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଏନେଇ ସୋମବାର ତେଜସ୍ବୀଙ୍କୁ ସମନ ପଠାଇଛି।…

4 years ago

ଘରୋଇ କମ୍ପାନୀକୁ କେନ୍ଦୁପତ୍ର ବିକ୍ରି କରିବା ବିରୋଧ କରି ଦାବିପତ୍ର ଦେଲେ କର୍ମଚାରୀ

କୋକସରା,୧୦।୪(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ କେନ୍ଦୁପତ୍ର ଫରେଷ୍ଟ ଡିଭିଜନ ଅନ୍ତର୍ଭୁକ୍ତ ବିଜମରା ସେକ୍ସନ ଅଧୀନରେ କାର୍ଯ୍ୟ କରୁଥିବା ମୁନସି, ଚେକର, ଚପରାଶି ଓ କେନ୍ଦୁପତ୍ର…

4 years ago