ନୂଆଦିଲ୍ଲୀ,୨।୧୨: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ପଳାତକ ଆତଙ୍କବାଦୀ ହରପ୍ରୀତ ସିଂଙ୍କୁ ଗିରଫ କରିଛି। ପାକିସ୍ତାନ ସ୍ଥିତ ଅନ୍ତର୍ଜାତୀୟ ଶିଖ ୟୁଥ ଫେଡେରେସନ (ଆଇଏସଏଫ)ର ମୁଖ୍ୟ ହରପ୍ରୀତ…
କାତାର,୨।୧୨: ଚାରିଥର ଚାମ୍ପିଅନ ଜର୍ମାନୀ ଫିଫା ବିଶ୍ୱକପ୍ ୨୦୨୨ର ଗ୍ରୁପ ଇ ମ୍ୟାଚରେ କୋଷ୍ଟାରିକା ବିପକ୍ଷରେ ୪-୨ରେ ବିଜୟ ହାସଲ କରିବା ପରେ ମଧ୍ୟ ଟୁର୍ନାମେଣ୍ଟରୁ ବାଦ୍…
ଭୁବନେଶ୍ୱର,୨।୧୨(ବ୍ୟୁରୋ): ବିଧାନସଭା ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ। ପ୍ରଶ୍ନକାଳ ଚାଲିଥିବା ସମୟରେ ଚାଷୀ ପ୍ରସଙ୍ଗକୁ ନେଇ ଭାଜପା ସଦସ୍ୟ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ। ଏଥିସହ…
ଦେଓଗାଁ,୨ା୧୨(ଡି.ଏନ.ଏ): ବଲାଙ୍ଗୀର ଜିଲା ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବର୍ତ୍ତମାନ ନାନା ଅବ୍ୟବସ୍ଥା ଘେରରେ ଚାଲିଛି। ଆବଶ୍ୟକ ଡାକ୍ତର, ନର୍ସ ଓ କର୍ମଚାରୀ ଅଭାବ ଯୋଗୁଁ ୨୪ଘଣ୍ଟିଆ ସ୍ବାସ୍ଥ୍ୟସେବା…
ଅଭିନେତ୍ରୀ ହଂସିକା ମୋଟୱାନି ଖୁବ୍ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏହାରି ମଧ୍ୟରେ ଅଭିନେତ୍ରୀଙ୍କ ବିବାହ ରୀତିନୀତି ମଧ୍ୟ ଆରମ୍ଭ ହୋଇଯାଇଛି। ନିକଟରେ ଅଭିନେତ୍ରୀ ହାନସିକା…
ଲାଠୋର,୨ା୧୨(ଡି.ଏନ.ଏ.): ଏମ୍ଜିଏନ୍ଆର୍ଇଜିଏସ୍ରେ କାମ କରୁଛୁ। ଏଥିରୁ ଯାହା ରୋଜଗାର ହେଉଛି ସେଥିରେ ଖୁସିରେ ପରିବାର ଚଳାଉଛୁ। ନିଜ ଭିଟାମାଟିରେ କାମ କରି ଜୀଇଁବାର ଯେଉଁ ଆନନ୍ଦ ତାହା…
ଏବେ ବିବାହ ସିଜିନ୍ ଚାଲିଛି। ଏହା ସହିତ ସେହି ଲୋକମାନେ ମଧ୍ୟ ଫେରି ଆସିଛନ୍ତି, ଯେଉଁମାନେ ବିନା ନିମନ୍ତ୍ରଣରେ ବିବାହ ସମାରୋହରେ ପହଞ୍ଚି ସ୍ବାଦିଷ୍ଟ ଖାଦ୍ୟର ଉପଭୋଗ…
ଦକ୍ଷିଣ ଚଳଚ୍ଚିତ୍ର ନିର୍ମାତା କେ ମୁରଲୀଧରନଙ୍କ ପରଲୋକ ଘଟିଛି। ତାମିଲନାଡୁ କୁମ୍ବାକୋନାମ ସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ତାମିଲ ପ୍ରଡ୍ୟୁସର ପରିଷଦର…
ଓ୍ବାଶିଂଟନ,୨।୧୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ହତ୍ୟା ଧମକ ଏବଂ ରାଷ୍ଟ୍ରପତି ବାସଭବନ ହ୍ବାଇଟହାଉସକୁ ଉଡାଇ ଦେବାକୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ କୋର୍ଟ କଠୋର ଦଣ୍ଡ ଦେଇଛନ୍ତି।…
ନ୍ୟୁୟର୍କ,୨।୧୨: ଭାରତ ଆସନ୍ତା ଏକ ମାସ ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ର ଅଧ୍ୟକ୍ଷତା ଦାୟିତ୍ୱ ସମ୍ଭାଳିବ। ଏହି ସମୟରେ ଆତଙ୍କବାଦ ମୁକାବିଲା ଏବଂ ବହୁପକ୍ଷବାଦକୁ…