Home Left

ନିର୍ଦ୍ଦେଶ ସତ୍ତ୍ୱେ ସକ୍ରିୟ ଥିଲା ଇଣ୍ଟରନେଟ୍‌ ସେବା, କାରଣ ଦର୍ଶାଅ ନୋଟିସ ଜାରି କଲେ ରାଜ୍ୟ ସରକାର

ଇମ୍ଫାଲ,୨୨।୯: ମଣିପୁର ସରକାର ଏକ ଘରୋଇ ଟେଲିକମ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ପଠାଇଛନ୍ତି। ଏଜେନ୍ସି ଅନୁଯାୟୀ, ଇଣ୍ଟରନେଟ୍‌ ସେବା ଉପରେ ପ୍ରତିବନ୍ଧକ ଥିବା ସତ୍ତ୍ୱେ ସେପ୍ଟେମ୍ବର…

3 years ago

ଭାଜପାର ପରିବର୍ତ୍ତନ ଯାତ୍ରାରେ ସାମିଲ ହେଲେ ନାହିଁ ବସୁନ୍ଧରା, ମୋଦିଙ୍କ ରାଲିରେ ସାମିଲ ହେବାକୁ ନେଇ ସସପେନ୍ସ

ଜ୍ରପୁର,୨୨।୯: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଦଳର ପରିବର୍ତ୍ତନ ଯାତ୍ରାରେ ଅନୁପସ୍ଥିତ ଥିଲେ। ଏଭଳି ପରିସ୍ଥିତିରେ ଦଳର କର୍ମୀ ତଥା ଅନ୍ୟମାନଙ୍କ ମନରେ ଏକ ପ୍ରଶ୍ନ…

3 years ago

ଜୟାପ୍ରଦାଙ୍କ ନାଁରେ ଓ୍ବାରେଣ୍ଟ ଜାରି

ଲକ୍ଷ୍ନୌ,୨୨।୯: ଉତ୍ତରପ୍ରଦେଶର ମୁରାଦାବାଦର ସ୍ବତନ୍ତ୍ର ଏମପି ଏମଏଲଏ କୋର୍ଟ ଜୟପ୍ରଦାଙ୍କ ବିରୋଧରେ ଜାମିନ ଆବେଦନ ଓ୍ବାଣେଣ୍ଟ ଜାରି କରିଛନ୍ତି। ଅକ୍ଟୋବର ୪ ରେ କୋର୍ଟରେ ହାଜର ହେବା…

3 years ago

ପୁଣି ଜିଲା ବିଜେଡି ମଙ୍ଗ ସମ୍ଭାଳି ପାରନ୍ତି ରୋହିତ

ସମ୍ବଲପୁର,୨୨ା୯ (ଶୁଭାଶିଷ ପାଢୀ): ସମ୍ବଲପୁର ଜିଲା ବିଜେଡି ସଙ୍ଗଠନରେ ପରିବର୍ତ୍ତନ ହେବା ନେଇ ପ୍ରାୟ ୫ ମାସ ହେବ ଆଲୋଚନା ହେଉଛି। ଏପରିକି ଜିଲା ଓ ରାଜ୍ୟସ୍ତରର…

3 years ago

ପାଣି ପାଇଁ ଡହଳବିକଳ ଗ୍ରାମବାସୀ

ବିଶ୍ରା,୨୨ା୯( ବଟକୃଷ୍ଣ ସ୍ବାଇଁ): ସୁନ୍ଦରଗଡ଼ ଜିଲା ସୀମାନ୍ତ ବିଶ୍ରା ବ୍ଲକ ଦରେଇକେଲା ପଞ୍ଚାୟତ ଯୋଡ଼ବନ୍ଧ କଚାଟୋଲି ଗ୍ରାମବାସୀ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଏକ ବର୍ଷଧରି…

3 years ago

୨ ଦିନ ବଢିଲା ଚନ୍ଦ୍ରବାବୁ ନାଇଡୁଙ୍କ ରିମାଣ୍ଡ ଅବଧି

ଅମରାବତୀ,୨୨।୯: ବିଜୟୱାଡାର ଦୁର୍ନୀତି ନିବାରଣ ବ୍ୟୁରୋ(ଏସିବି) କୋର୍ଟ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ. ଚନ୍ଦ୍ରବାବୁ ନାଇଡୁଙ୍କ ରିମାଣ୍ଡ ଅବଧି ଦୁଇ ଦିନ ବୃଦ୍ଧି…

3 years ago

ସରୟୁ ଏକ୍ସପ୍ରେସରେ ମହିଳା କନଷ୍ଟେବଳଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତ ଏନକାଉଣ୍ଟରରେ ନିହତ

ଲକ୍ଷ୍ନୌ,୨୨।୯: ସରୟୁ ଏକ୍ସପ୍ରେସରେ ମହିଳା କନଷ୍ଟେବଳଙ୍କ ଉପରେ ଆକ୍ରମଣ କରିଥିବା ଅପରାଧୀ ଅନିସଙ୍କର ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ହୋଇଛି। ଏସଟିଏଫ ଓ ଅଯୋଧ୍ୟା ପୋଲିସର ଜଏଣ୍ଟ ଅପରେଶନରେ…

3 years ago

ସଚେତନତା ଅଭାବରୁ ସରକାରୀ ଯୋଜନାର ଲାଭ ପାଉନାହାନ୍ତି ଚାଷୀ

ରାୟଗଡ଼ା,୨୨।୯(ଭାଗ୍ୟଶ୍ରୀ ମିଶ୍ର): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ କାଳିଆ ଯୋଜନା ସହାୟତା ଦେଇ ଭେଟି ଦେଇଛନ୍ତି। ଓଡ଼ିଶା ଦିବସରେ ଗୋଟିଏ…

3 years ago

ରାୟଗଡ଼ାରେ ବଢ଼ୁଛି ଲୁଟ୍‌, ଚୋରି: ପୋଲିସ ନିଷ୍କ୍ରିୟ

ରାୟଗଡ଼ା,୨୨ା୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଲୁଟେରାମାନେ ସୁଯୋଗ ଉଣ୍ଡି ବସିଛନ୍ତି। ବ୍ୟାଙ୍କରୁ କିଏ ଟଙ୍କା ଉଠାଇ…

3 years ago

ପ୍ରମାଣ ଦେବାରେ ବିଫଳ କାନାଡା

ନୂଆଦିଲ୍ଲୀ/ଅଟାଓ୍ବା,୨୨।୯: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟାରେ ଭାରତ ସମ୍ପୃକ୍ତ ବୋଲି କାନାଡା ଅଭିଯୋଗ କରିଛି। ତେବେ କାନାଡା ଏହି ମାମଲାରେ ଆବଶ୍ୟକ ପ୍ରମାଣ ଯୋଗାଇବାରେ…

3 years ago