Home Left

ମୋଦି ହିନ୍ଦୁ ନୁହନ୍ତି, ଏମିତି କହି ପୁରୁଣା ଅନ୍ଦାଜ୍‌ରେ ନଜର ଆସିଲେ ଲାଲୁ

ପାଟନା,୩।୩: ପାଟନାରେ ଆୟୋଜିତ ଜନ ବିଶ୍ୱାସ ରାଲିରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଜମିଛି। ରାହୁଲ ଗାନ୍ଧୀ, ଅଖିଳେଶ ଯାଦବଙ୍କ ସମେତ ବିରୋଧୀଙ୍କ ବହୁ ଷ୍ଟାଲୱାର୍ଟ ଏହି…

3 years ago

ଡେଟିଂର ୧୦ ବର୍ଷ ପରେ ପ୍ରେମିକଙ୍କ ହାତ ଧରିଲେ ସୁରଭି

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ସୁରଭି ଚନ୍ଦନା। ପ୍ରେମିକ କରନ ଶର୍ମାଙ୍କ ହାତ ଧରିଛନ୍ତି ସେ। ଉଭୟ ପରସ୍ପରକୁ ଦୀର୍ଘ…

3 years ago

ଚହଲଙ୍କୁ କାନ୍ଧରେ ଉଠାଇଦେଲେ ମହିଳା ରେସଲର: ଆଉ ତା’ପରେ…

ନୂଆଦିଲ୍ଲୀ,୩।୩: ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ଲେଗ୍‌ ସ୍ପିନ ବୋଲିଂ ପାଇଁ ପ୍ରସିଦ୍ଧ, କିନ୍ତୁ ସୋସିଆଲ ମିଡିଆରେ ତାଙ୍କର ମଜାଳିଆ ଭିଡିଓ ମଧ୍ୟ ପ୍ରଶଂସକଙ୍କୁ ମନୋରଞ୍ଜନ କରିଥାଏ।…

3 years ago

ବିଡିଓ, ଜନସୂଚନା ଅଧିକାରୀଙ୍କୁ ସାନି ନୋଟିସ ଜାରି

ହାଟଡିହୀ,୩ା୩(ଶୁଭକାନ୍ତ ନାୟକ): ଏକ ମାମଲାର ଶୁଣାଣି କରି କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଡିଓ ଏବଂ ଜନସୂଚନା ଅଧିକାରୀଙ୍କୁ ରାଜ୍ୟ ସୂଚନା କମିଶନର ବିକେ ମହାପାତ୍ର ସାନି…

3 years ago

ଯେଉଁ ଦିନ ଏହି ଖେଳାଳି ଅବସର ନେବେ, ସେଦିନ ମୁଁ ଅଧିନାୟକ ପଦରୁ ଇସ୍ତଫା ଦେବି: ଜାଣନ୍ତୁ ଏମିତି କାହିଁକି କହିଲେ ଅଷ୍ଟ୍ରେଲୀୟ ଅଧିନାୟକ

ସିଡନୀ,୩।୩: ନ୍ୟୁଜିଲାଣ୍ଡକୁ ନିଜ ଘରେ ପରାସ୍ତ କରିବା ପରେ ଅଷ୍ଟ୍ରେଲୀୟ ଅଧିନାୟକ ପାଟ କମିନ୍ସ ଅଧିନାୟକତ୍ୱ ଛାଡିବା ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ପ୍ରଥମ ଟେଷ୍ଟରେ…

3 years ago

ଆଇପିଏଲ ପୂର୍ବରୁ ଗୁଜରାଟ ଟାଇଟାନ୍ସକୁ ବଡ଼ ଝଟ୍‌କା: ଦୁର୍ଘଟଣାର ଶିକାର ହେଲେ ୩.୬ କୋଟି ଟଙ୍କାର ଖେଳାଳି

ନୂଆଦିଲ୍ଲୀ,୩।୩: ଆଇପିଏଲ ୨୦୨୪ ପୂର୍ବରୁ ଗୁଜରାଟ ଟାଇଟାନ୍ସକୁ ଝଟ୍‌କା ଲାଗିଛି। ଦଳର ଷ୍ଟାର ଖେଳାଳି ରବିନ ମିଞ୍ଜ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଗୁଜରାଟ ମିନି ନିଲାମରେ…

3 years ago

ଜିତିବା ପାଇଁ ଭାରତୀୟ ଦଳକୁ ପ୍ରସିଦ୍ଧ ଖେଳାଳିଙ୍କ ଆବଶ୍ୟକତା ନାହିଁ, କୋହଲିଙ୍କୁ ଟାର୍ଗେଟ୍‌ କଲେ ଗାଭାସ୍କର

ନୂଆଦିଲ୍ଲୀ,୩।୩: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ବହୁ ବର୍ଷ ପୂର୍ବେ କ୍ରିକେଟ ଛାଡିଥିଲେ ମଧ୍ୟ କ୍ରିକେଟ ଖେଳ ଏବଂ ଖେଳାଳିଙ୍କ ବିଷୟରେ ଦେଇଥିବା ବିବୃତ୍ତି…

3 years ago

ଠିକାଦାରୀ କରି ଅର୍ଥ ଉପାର୍ଜନ କରିବାକୁ ଚାହେଁନି: ସମ୍ମାନ ନ ମିଳିଲେ ବିଜେଡିରୁ ଇସ୍ତଫା ଦେବି କହିଲେ ସରପଞ୍ଚ

ତିହିଡ଼ି,୩ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ସିନ୍ଦୋଳ ପଞ୍ଚାୟତର ସରପଞ୍ଚ ସୁପ୍ରଭା ପାଣି କେତେଜଣ ବରିଷ୍ଠ ନେତାଙ୍କ ଅସହଯୋଗ ଓ ଅସମ୍ମାନ ଯୋଗୁ ମାନସିକ…

3 years ago

ସ୍ମାର୍ଟଫୋନ୍‌ ଫ୍ଲାଶ୍‌ଲାଇଟ୍‌ରୁ ଶିଶୁକୁ ଭୟଙ୍କର ରୋଗ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲଣ୍ଡନ,୩ା୩: ବ୍ରିଟେନର ଲଣ୍ଡନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଏଠାକାର ଜଣେ ମା’ ଯେତେବେଳେ ତାଙ୍କ ତିନି ବର୍ଷ ଶିଶୁର ଆଖିରେ କିଛି ଅଜବ ଦୃଶ୍ୟ ଦେଖିଲେ।…

3 years ago

ଆଜି ୭  ଜିଲାରେ ହାଲୁକା ବର୍ଷା

ଭୁବନେଶ୍ୱର,୩।୩: ରବିବାର ୭ଟି ଜିଲାରେ ହାଲୁକା ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଏ  ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଆସନ୍ତା…

3 years ago