Home Left

ଚଳିତବର୍ଷ ଦିନିକିଆରେ ସର୍ବାଧିକ ଉଇକେଟ ନେଇଥିବା ବୋଲର ଶାମି

ବିଶାଖାପାଟଣା,୧୯।୧୨- ଭାରତୀୟ ପେସର ମହମ୍ମଦ ଶାମି ନ୍ୟୁଜିଲାଣ୍ଡ ପେସର ଟ୍ରେଣ୍ଟ ବୋଲ୍ଟଙ୍କୁ ଅତିକ୍ରମ କରି ଚଳିତବର୍ଷ ଦିନିକିଆରେ ସର୍ବାଧିକ ଉଇକେଟ ନେଇଥିବା ବୋଲର ହୋଇପାରିଛନ୍ତି। ଏ ବର୍ଷ…

6 years ago

ୟୁଏନ୍‌ଏସ୍‌ସିରେ କଶ୍ମୀର ଆଲୋଚନା: ଅନୁରୋଧ ପ୍ରତ୍ୟାହାର କଲା ଚାଇନା

ଜାତିସଂଘ,୧୯।୧୨(ପି.ଟି): ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଜମ୍ମୁ-କଶ୍ମୀର ସ୍ଥିତି ସମ୍ପର୍କରେ ଆଲୋଚନା ପାଇଁ ପୂର୍ବରୁ ଚାଇନା କରିଥିବା ଅନୁରୋଧକୁ ପ୍ରତ୍ୟାହାର କରିନେଇଛି। କଶ୍ମୀର ସ୍ଥିତିକୁ ନେଇ ପାକିସ୍ତାନ…

6 years ago

ପେନ୍‌ସନ ସଂସ୍କାରକୁ ବିରୋଧ, ଫ୍ରାନ୍ସରେ ବିକ୍ଷୋଭ

ପ୍ୟାରିସ୍‌ ,୧୯।୧୨(ଏଏଫ୍‌ପି): ଫ୍ରାନ୍ସ ସରକାରଙ୍କ ପେନ୍‌ସନ ସଂସ୍କାର ଯୋଜନାକୁ ନେଇ ଅଚଳାବସ୍ଥା ଲାଗିରହିଥିବାବେଳେ ଏହାକୁ ବିରୋଧ କରି ମଙ୍ଗଳବାର ଲକ୍ଷାଧିକ ବିକ୍ଷୋଭକାରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଦୁଇ ସପ୍ତାହ…

6 years ago

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ: ଏକକାଳୀନ ୩ ସ୍ଥାନରେ ଚଢ଼ାଉ

ବାରିପଦା ଅଫିସ,୧୯।୧୨: ମୟୂରଭଞ୍ଜ ଜିଲା ବାରିପଦା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ସହକାରୀ ଯନ୍ତ୍ରୀ ଦୁର୍ଗାମାଧବ ମିଶ୍ରଙ୍କ ଘରେ ଭିଜିଲାନ୍ସ ଟିମ୍‌ ପକ୍ଷରୁ ଚଢ଼ାଉ କରାଯାଇଛି। ଯନ୍ତ୍ରୀଙ୍କ…

6 years ago

ବଳାତ୍କାର ଅଭିଯୁକ୍ତଙ୍କୁ ୧୭ ଦିନରେ ଜେଲ

ଜୟପୁର, ୧୯।୧୨(ପି.ଟି.): ରାଜସ୍ଥାନର ଚୁରୁ ଜିଲାରେ ଜଣେ ଶିଶୁଙ୍କୁ ବଳାତ୍କାର କରାଯିବା ଘଟଣାରେ ପୋକ୍ସୋ କୋର୍ଟ ମାତ୍ର ୧୭ ଦିନରେ ଅଭିଯୁକ୍ତ ଦୟାରାମ ମେଘଓ୍ବାଲ୍‌ଙ୍କୁ ଆଜୀବନ ଜେଲ୍‌…

6 years ago

ନାବାଳିକାଙ୍କୁ ଗଣବଳାତ୍କାର

ଲକ୍ଷ୍ନୌ, ୧୯।୧୨(ପି.ଟି.): ଉତ୍ତରପ୍ରଦେଶର ମୁଜାଫର୍‌ପୁର ଜିଲାରେ ଜଣେ ନାବାଳିକା(୧୬)ଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ନଓ୍ବାଲା ଗ୍ରାମରେ ୩ ଯୁବକ ଏଭଳି କାଣ୍ଡ ରଚିଥିବା ପୋଲିସ କହିଥିବାବେଳେ…

6 years ago

ନିର୍ଭୟା ଅପରାଧୀଙ୍କୁ ଚୂଡ଼ାନ୍ତ ନୋଟିସ

ନୂଆଦିଲ୍ଲୀ,୧୯।୧୨(ଆଇଏଏନ୍‌ଏସ୍‌): ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଅପରାଧୀଙ୍କୁ ବୁଧବାର ରାତିରେ ତିହାର ଜେଲ୍‌ ପ୍ରଶାସନ ଚୂଡ଼ାନ୍ତ ନୋଟିସ ଜାରି କରିଛନ୍ତି। ଯଦି ସେମାନେ ମୃତ୍ୟୁଦଣ୍ଡାଦେଶ…

6 years ago

ନିଜକୁ ନାବାଳକ ଦାବି କଲେ ପଓ୍ବନ କୁମାର

ନୂଆଦିଲ୍ଲୀ,୧୯।୧୨(ପି.ଟି): ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଅନ୍ୟତମ ଅପରାଧୀ ପଓ୍ବନ କୁମାର ଗୁପ୍ତା ୨୦୧୨ରେ ନାବାଳକ ଥିଲେ ବୋଲି ଦାବି କରି…

6 years ago

ଓଡ଼ିଶାରେ ନିବେଶ ପାଇଁ ଆଇଟି କମ୍ପାନୀଙ୍କୁ ଆମନ୍ତ୍ରଣ

ଭୁବନେଶ୍ୱର,୧୯।୧୨(ବ୍ୟୁରୋ):ଓଡ଼ିଶାକୁ ସୂଚନା ପ୍ରଯୁକ୍ତି ବିଦ୍ୟା(ଆଇଟି) ହବ୍‌ରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ବିଭିନ୍ନ ଦେଶୀ ଏବଂ ବିଦେଶୀ କମ୍ପାନୀଗୁଡ଼ିକୁ ଓଡ଼ିଶାରେ ନିବେଶ ପାଇଁ…

6 years ago

ଭାଜପାକୁ ଟାର୍ଗେଟ କଲେ ଆଦିତ୍ୟ

ମୁମ୍ବାଇ,୧୯।୧୨: ଶିବସେନା ନେତା ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ବିଧାନସଭାରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ପଙ୍କ…

6 years ago