Home Left

କରୋନା ସଂକ୍ରମଣରେ ମୂଳ ଭାରତୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ମୃତ୍ୟୁ: ମୋଦି କଲେ ଶୋକ ପ୍ରକାଶ

ନୂଆଦିଲ୍ଲୀ/ଓ୍ବାଶିଂଟନ,୮।୪: ଆମେରିକାରେ ବାସ କରୁଥିବା ମୂଳ ଭାରତୀୟ ଗଣମାଧ୍ୟମ ପ୍ରତିନିଧି ବ୍ରହ୍ମା କାଞ୍ଚିବୋଟଲାଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି…

6 years ago

ଯାଜପୁର ବ୍ରହ୍ମବରଦାରେ ଏପ୍ରିଲ ୧୨ ରାତି ୮ଟା ଯାଏ ବଢ଼ିଲା କଣ୍ଟେନ୍‌ମେଣ୍ଟ ଅବଧି

ଯାଜପୁର,୮।୪(ଡି.ଏନ୍‌.ଏ.): ଯାଜପୁର ଜିଲା ବ୍ରହ୍ମବରଦାରେ କଣ୍ଟେନମେଣ୍ଟ ଅବଧିକୁ ବୃଦ୍ଧି କରାଯାଇଛି। ଏପ୍ରିଲ ୧୨ ରାତି ୮ଟା ଯାଏ କଣ୍ଟେନ୍‌ମେଣ୍ଟ ଅବଧିକୁ ଜିଲା ପ୍ରଶାସନ ବଢ଼ାଇଛି। ବ୍ରହ୍ମବରଦା ଅଞ୍ଚଳରେ…

6 years ago

ଲକ୍‌ଡାଉନ୍‌ରେ ମିଳିଲାନି ସିଗାରେଟ୍‌: ସ୍ପେନ୍‌ରୁ ଇଟାଲୀ ଚାଲି ପଳେଇଲେ ଯୁବକ, ଗଣିଲେ ଜରିମାନା

ପ୍ୟାରିସ୍‌,୮ା୪: ସାରା ବିଶ୍ୱରେ ବର୍ତ୍ତମାନ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଛି। ଏଥିପାଇଁ ଅଧିକାଂଶ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ଲୋକେ ଘରୁ ନ…

6 years ago

୨ଶହ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲା ଡାକ ବିଭାଗ

ଭବାନୀପାଟଣା,୮।୪(ସ୍ବ.ପ୍ର.)- କରୋନା ଭୁତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଗତ ୨୪ ତାରିଖଠୁ ଦେଶରେ ଲକ୍‌ଡାଉନ ଜାରି ରହିଛି। ଏହାଦ୍ୱାରା ଅନେକ ଗରିବ ଅସହାୟ ଲୋକଙ୍କ ଜୀବନ…

6 years ago

ଭଞ୍ଜନଗର ପ୍ରବେଶ ପଥରେ ୨୪ ଘଣ୍ଟିଆ ପୋଲିସ ପଇଁତରା

ଭଞ୍ଜନଗର,୮।୪(ଡି.ଏନ.ଏ)- ଭଞ୍ଜନଗରର ସହରର ସମସ୍ତ ପ୍ରବେଶ ପଥ ସମ୍ମୁଖରେ ବୁଧବାର ସକାଳୁ ୨୪ ଘଣ୍ଟିଆ ପୋଲିସ ପଇଁତରା ବ୍ୟବସ୍ଥା କରାଯାଇଛି। ପୋଲିସ କର୍ମଚାରୀମାନେ ପ୍ରବେଶ ପଥ ସମ୍ମୁଖରେ…

6 years ago

ସାନିଟାଇଜର୍‌ ସ୍ପ୍ରେ ଯୋଗୁ ପରିବେଶ ସନ୍ତୁଳନ ବିଗିଡ଼ିଯିବାର ଆଶଙ୍କା !

ନୈନିତାଲ,୮।୪: କରୋନା ସଂକ୍ରମଣକୁ ରୋକିବା ପାଇଁ କେତେକ ସଚେତନତା ପଦକ୍ଷେପ ଗ୍ରହଣ କରାଯାଉଛି। କରୋନା ଭୂତାଣୁକୁ ନଷ୍ଟ କରିବା ଲାଗି ରାସ୍ତାଘାଟରେ ସାନିଟାଇଜର୍‌ ସ୍ପ୍ରେ କରାଯାଉଛି। ତେବେ…

6 years ago

ଲୋକଙ୍କୁ ମାସ୍କ ବାଣ୍ଟିଲା ବଡ଼ଗାଁ ଆଇଟିଆଇ

ବଡ଼ଗାଁ,୮।୪(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଆଇଟିଆଇ ପକ୍ଷରୁ ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରେ ଲୋକଙ୍କୁ ରନ୍ଧା ଖାଦ୍ୟ ଓ ମାସ୍କ ବଣ୍ଟନ କରିଯାଇଛି। ସେହିଭଳି ବଡ଼ଗାଁ ଡାକ୍ତରଖାନାରେ…

6 years ago

ବୋରିଂରୁ ମିଳିବ ମୁକ୍ତି: ଅନ୍‌ଲାଇନରେ ଚିତ୍ରାଙ୍କନ, ସ୍ଲୋଗାନ ପ୍ରତିଯୋଗିତା

ଛତ୍ରପୁର, ୮ା୩(ଡି.ଏନ୍‌.ଏ.)- ଟେଲି ମେଡ଼ିସିନ ନେଇ ଡାକ୍ତର ପ୍ୟାନେଲ ହେଉ କି କ୍ୟାରିୟର ପାଇଁ ଏକ୍ସପର୍ଟ ଗ୍ରୁପ ବନାଇ କରୋନା ସମୟରେ ଗଞ୍ଜାମ ଜିଲା ପ୍ରଶାସନ ଚର୍ଚ୍ଚାକୁ…

6 years ago

କରୋନା ହରାଇବା ପାଇଁ ଅଣ୍ଟାଭିଡ଼ା: ପ୍ରତିଦିନ ତିଆରି ହେଉଛି ୫୦ ଲକ୍ଷ କ୍ଲୋରୋକ୍ୱିନ୍‌ ଟ୍ୟାବଲେଟ୍‌

ଡେରାଡୁନ୍‌,୮।୪: ସାରା ପୃଥିବୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏପରିସ୍ଥଳେ ଆମେରିକା, ବ୍ରାଜିଲ୍‌ ସମେତ ଅନ୍ୟ ୩୦ରୁ ଅଧିକ ଦେଶରେ କ୍ଲୋରୋକ୍ୱିନ୍‌ ଟ୍ୟାବଲେଟ୍‌ର ଚାହିଦା ବୃଦ୍ଧି ପାଇଛି।…

6 years ago

ବୁଲା କୁକୁରଙ୍କ ବନ୍ଧୁ ପାଲଟିଛନ୍ତି ମା’ ପୁଅ

ଛତ୍ରପୁର,୮ା୩(ଡି.ଏନ୍‌.ଏ.)- କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ ସହ ଗଞ୍ଜାମରେ ଦିନକୁ ୧୯ ଘଣ୍ଟା ସଟ୍‌ ଡାଉନ କଟକଣା ଲାଗୁ ହୋଇଛି। ମଣିଷ ଠାରୁ ଆରମ୍ଭ କରି…

6 years ago