Home Left

ଲକ୍‌ଡାଉନ ମଧ୍ୟରେ ହେବ ସିବିଏସ୍‌ଇ ଦଶମ-ଦ୍ୱାଦଶ ପରୀକ୍ଷା: ସ୍ବତନ୍ତ୍ର ବସ୍‌ରେ ଯିବେ ପରୀକ୍ଷାର୍ଥୀ; ଶାହା

ନୂଆଦିଲ୍ଲୀ,୨୦।୫: କରୋନା ଲକ୍‌ଡାଉନ ଯୋଗୁ ପିଲାଙ୍କ ପାଠପଢ଼ା, ପରୀକ୍ଷା ଓ ଖାତାଦେଖା ବାଧାପ୍ରାପ୍ତ ହୋଇଛି। ସ୍କୁଲ, କଲେଜ ବନ୍ଦ ଥିବାରୁ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଲାଗି ସରକାର ଅନ୍‌ଲାଇନ୍‌…

6 years ago

ମେ୨୫ରୁ ଆରମ୍ଭ ହେବ ଘରୋଇ ବିମାନ ସେବା

ନୂଆଦିଲ୍ଲୀ,୨୦।୫: କରୋନା ଲକ୍‌ଡାଉନ ଯୋଗୁ ସାରା ଦେଶରେ ଘରୋଇ ବିମାନ ଚଳାଚଳ ବାଧା ପ୍ରାପ୍ତ ହୋଇଥିଲା। ଏଥିଯୋଗୁ କେତେକ ଲୋକ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତେବେ…

6 years ago

ବିସିସିଆଇ ଏବେ ସିଏଫ୍‌ଓ ନିଯୁକ୍ତି କରିବନି

ନୂଆଦିଲ୍ଲୀ,୨୦।୫(ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏବେ ନୂଆ ଚିଫ୍‌ ଫାଇନାନ୍‌ସିଆଲ ଅଫିସର (ସିଏଫ୍‌ଓ) ନିଯୁକ୍ତି କରିବାର ସମ୍ଭାବନା ନାହିଁ। ୬ ମାସ ପୂର୍ବରୁ ସନ୍ତୋଷ…

6 years ago

ଜୁନ୍‌ରୁ କ୍ରୀଡ଼ା ପ୍ରକ୍ରିୟା ଆରମ୍ଭ କରିପାରେ ବିସିସିଆଇ

ନୂଆଦିଲ୍ଲୀ,୨୦।୫: କୋଭିଡ୍‌-୧୯ ସଂକ୍ରମଣ କାରଣରୁ ଗତ ଦୁଇମାସ ହେବ ସାରା ବିଶ୍ୱ ତଥା ଦେଶରେ କ୍ରିକେଟ ପୂରା ଠପ୍‌ ହୋଇଛି। ବର୍ତ୍ତମାନ ଏକ ଖୁସି ଖବର ରହିଛି।…

6 years ago

ବେଲଜିୟମ କୋଚ୍‌ ମାର୍ଟିନେଜଙ୍କ ଚୁକ୍ତି ବୃଦ୍ଧି

ବ୍ରସେଲ୍ସ, ୨୦।୫(ଏଏଫ୍‌ପି): ବେଲଜିୟମ ଫୁଟବଲ କୋଚ୍‌ ରୋବେର୍ଟୋ ମାର୍ଟିନେଜଙ୍କ କଣ୍ଟ୍ରାକ୍ଟ ତଥା କାର୍ଯ୍ୟକାଳ ବୃଦ୍ଧି ହୋଇଛି। ୨୦୨୨ ପର୍ଯ୍ୟନ୍ତ ତାଙ୍କର ଚୁକ୍ତି ବୃଦ୍ଧି ହୋଇଛି। ଅର୍ଥାତ କାତାର…

6 years ago

୨୪ ଘଣ୍ଟାରେ ଲକ୍ଷେ ୮ ହଜାର ନମୁନା ହୋଇଛି ପରୀକ୍ଷା: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୨୦।୫: କରୋନା ସଂକ୍ରମଣ ନେଇ ଭାରତରେ ସଙ୍କଟ ଜାରି ରହିଛି। ଏପରିସ୍ଥଳେ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ…

6 years ago

କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ଅନ୍‌ଲାଇନ୍‌ରେ ହେବ ପାଠପଢ଼ା

ଲଣ୍ଡନ,୨୦।୫: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରିଟେନ୍‌ର କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ଅନ୍‌ଲାଇନ୍‌ରେ ପାଠପଢ଼ା ହେବ ବୋଲି ଘୋଷଣା କରାଯାଇଛି। ଶିକ୍ଷାର୍ଥୀମାନେ ଏହା ଦ୍ୱାରା ସାମାଜିକ ଦୂରତା…

6 years ago

କରୋନା ମହାମାରୀ ସଙ୍କଟ ସମୟରେ କଂଗ୍ରେସ କରୁଛି ରାଜନୀତି: ଦିନେଶ ଶର୍ମା

ଲକ୍ଷ୍ନୌ,୨୦।୫: ଦେଶରେ କରୋନା ମହାମାରୀ ସଙ୍କଟ ଜାରି ରହିଥିବାବେଳେ କଂଗ୍ରେସ ଘୃଣ୍ୟ ରାଜନୀତି ଆରମ୍ଭ କରିଛି ବୋଲି ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା କହିଛନ୍ତି। ପ୍ରବାସୀ ଶ୍ରମିକଙ୍କ…

6 years ago

CORONAVIRUS UPDATE: ଆଉ ୩୬ କରୋନା ଆକ୍ରାନ୍ତ ସୁସ୍ଥ; ରାଜ୍ୟରେ ମୋଟ ସୁସ୍ଥ ହେଲେଣି ୩୪୩

ଭୁବନେଶ୍ୱର, ୨୦।୫(ବ୍ୟୁରୋ): ରାଜ୍ୟରେ ବୁଧବାର ଆଉ ୩୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଗଞ୍ଜାମ ଜିଲାର ସର୍ବାଧିକ ୨୩ଜଣ ରହିଥିବା ବେଳେ ଯାଜପୁରର ୫,…

6 years ago

୨୪ ଜିଲାକୁ ଡେଇଁଲା କରୋନା

ଭୁବନେଶ୍ୱର,୨୦।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୨୪ ଜିଲାରେ କରୋନା କାୟା ବିସ୍ତାର କରିସାରିଲାଣି। କିଛି ଦିନ…

6 years ago