Home Left

ଭଦ୍ରକରୁ ୫ ନୂଆ ଆକ୍ରାନ୍ତ ଚିହ୍ନଟ: ଜିଲାରେ ୧୪୬ ଛୁଇଁଲା ପଜିଟିଭ୍‌ ସଂଖ୍ୟା

ଭଦ୍ରକ ଅଫିସ,୧୩।୬: ଭଦ୍ରକ ଜିଲାରେ ଶନିବାର ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ପଜିଟିଭ୍‌ଙ୍କୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୬ ଛୁଇଁଛି।…

6 years ago

ସୁରକ୍ଷାକର୍ମୀଙ୍କୁ ସଫଳତା: ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର, ୧୩।୬: ଜମ୍ମୁ-କଶ୍ମୀରର ଅନନ୍ତନାଗ ଏବଂ କୁଲଗାମ୍‌ ଜିଲାରେ ଆତଙ୍କବାଦୀ ସର୍ଚ୍ଚ ଅପରେଶନରେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତିି। କୁଲଗାମ୍‌ର…

6 years ago

ହଜାରେ ସ୍ଥାନର ନାମ ପରିବର୍ତ୍ତନ କଲେ ତାମିଲନାଡୁ ସରକାର, କୋୟମ୍ବାଟୁର ହେଲା କୋୟମପୁଥ୍ଥୁର

ଚେନ୍ନାଇ,୧୩।୬: ତାମିଲନାଡୁ ସରକାର ରାଜ୍ୟର କିଛି ସହର ଓ ଗାଁ ସମେତ ୧ହଜାରରୁ ଅଧିକ ସ୍ଥାନର ନାମ ପରିବର୍ତ୍ତନ କରିଛନ୍ତି। ଇଂରାଜୀରେ ଥିବା ଏହିସବୁ ନାମକୁ ତାମିଲ…

6 years ago

ନୟାଗଡ଼ରୁ ୭ କରୋନା ପଜିଟିଭ ଚିହ୍ନଟ: ଗୋଷ୍ଠୀ ସଂକ୍ରମଣ ଭୟରେ ୪ ଗାଁ, ଗୋଟିଏ ବଜାରକୁ ଶଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ନୟାଗଡ଼ ଅଫିସ/ ରଣପୁର, ୧୩।୬(ସ୍ବ.ପ୍ର.): ନୟାଗଡ଼ ଜିଲାରୁ ଶନିବାର ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ରଣପୁର ବ୍ଲକ ରାଜସୁନାଖଳା ପଞ୍ଚାୟତରେ ଶୁକ୍ରବାର ରାତିରେ ଜଣେ…

6 years ago

ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର କମିଲା: ପ୍ରତି ୩ ଜଣରେ ଜଣେ ସଂକ୍ରମିତ

ନୂଆଦିଲ୍ଲୀ, ୧୩।୬: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଏଠାରେ ଗତ ୧୨ ଦିନ ମଧ୍ୟରେ ମେ ୩୦ଠାରୁ ସଂକ୍ରମଣ ହାରରେ ୨୧ ପ୍ରତିଶତ…

6 years ago

ଗଧକୁ ମିଳିଲା ଜାମିନ

ଇସଲାମାବାଦ, ୧୩।୬: ପାକିସ୍ତାନରେ ଜୁଆ ଖେଳିବା ଅଭିଯୋଗରେ ଗିରଫ ହୋଇଥିବା ଗଧକୁ ଜାମିନ ମିଳିଛି। ଦକ୍ଷିଣ ପାକିସ୍ତାନରେ ଗଡ଼ ଦୌଡ଼ ଉପରେ ଜୁଆ ଖେଳ ହେଉଥିବା ଖବର…

6 years ago

ବର୍ଷା ଆରମ୍ଭ, ୮୮୬ ରାସ୍ତା କଦର୍ଯ୍ୟ

କେନ୍ଦ୍ରାପଡ଼ା ଅଫିସ, ୧୩ା୬: କେନ୍ଦ୍ରାପଡ଼ା ଜିଲାରେ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ଏପରିସ୍ଥଳେ ବହୁ ରାସ୍ତା ବେହାଲ ହୋଇଥିବାରୁ ଅଞ୍ଚଳବାସୀ ଚିନ୍ତାରେ ଅଛନ୍ତି। ଚଳିତ ଆର୍ଥିକ ବର୍ଷରେ…

6 years ago

୨ ମହିଳା ଡାକ୍ତର କରୋନା ପଜିଟିଭ: ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଶଟ୍‌ଡାଉନ ଘୋଷଣା

ଭବାନୀପାଟଣା/କେସିଙ୍ଗା, ୧୩।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ଶନିବାର ଆଉ ୩ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୨ଜଣ ମହିଳା ଡାକ୍ତର ରହିଛନ୍ତି।…

6 years ago

ବର୍ଷା ଯୋଗୁ ମଣ୍ଡିରେ ପଡ଼ିରହିଥିବା ଧାନ ହେଲା ଗଜା: ଚିନ୍ତାରେ ଚାଷୀ

ଅତାବିରା,୧୩।୬(ଡି.ଏନ୍‌.ଏ.): ଧାନ କିଣା ବିକାକୁ ନେଇ ବରଗଡ଼ ଜିଲା ଅତାବିରା ନିୟନ୍ତ୍ରିତ ବଜାର କମିଟି (ଆରଏମ୍‌ସି) ଅଧିନସ୍ଥ ୧୯ଟି ମାର୍କେଟ ୟାର୍ଡ ଓ ୧୦ଟି କ୍ରୟ କେନ୍ଦ୍ର…

6 years ago

ପୁରୀରେ ୧୫ କରୋନା ପଜିଟିଭ୍‌ ଚିହ୍ନଟ: ୬ଦିନରେ ୪୭ ନୂଆ ଆକ୍ରାନ୍ତ

ପୁରୀ ଅଫିସ,୧୩।୬: ପୁରୀ ଜିଲାରୁ ପୁଣି ଶନିବାର ୧୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲାର ମୋଟ ପଜିଟିଭ୍‌ ସଂଖ୍ୟା…

6 years ago