ରତ୍ନଗିରି, ୪।୫ (ଡି.ଏନ.ଏ.): ବରୀ ବ୍ଲକରୁ ୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଳାମାଟିଆ ପଞ୍ଚାୟତ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ୬୦ ଜଣଙ୍କ ସ୍ବାବ ନମୁନା…
ଖଇରା, ୪।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ରଟିଣା ଗ୍ରାମରୁ ରବିବାର ଜଣେ ୩୪ ବର୍ଷୀୟ କଲିକତା ଫେରନ୍ତା କରୋନା ସଂକ୍ରମିତ ଥିବା ଚିହ୍ନଟ ହେବା…
ଖଇରା, ୪।୫(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମ ପରେ ଖଇରା ଅଞ୍ଚଳରୁ ଓଡିଶା ବାହରେ ରହୁଥିବା ବ୍ୟକ୍ତିମାନଙ୍କର ଘର ବାହୁଡା କାର୍ଯ୍ୟ ଆରମ୍ଭ ହୋଇଛି…
ଔପଦା, ୪।୫(ଡି.ଏନ୍.ଏ.): ସୁରଟରୁ ୧୨୦ଜଣ ପ୍ରବାସୀ ଓଡ଼ିଆ ବସ୍ ଯୋଗେ ସୋମବାର ପହଞ୍ଚିଛନ୍ତି। ଆସିବା ବାଟରେ ଭଦ୍ରକରେ ଜଣେ, ସୋରରେ ୨, ଖଇରା ବ୍ଲକ ତୁଡ଼ିଗଡ଼ିଆରେ ୪…
ବାଲେଶ୍ୱର ଅଫିସ, ୪।୫: ରାଜ୍ୟର ୩ ଜିଲା ବାଲେଶ୍ୱର, ଭଦ୍ରକ ଓ ଯାଜପୁରକୁ କରୋନା ହଟ୍ସ୍ପଟ ଘୋଷଣା କରାଯାଇଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁ ଥିବା…
ଜୁନାଗଡ, ୪ା୫(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ ଜୁନାଗଡ ବଣିକ ସଂଘ ପକ୍ଷରୁ ସୋମବାର ଦିନରାତି ପରିଶ୍ରମ କରି କରୋନା ମହାମାରୀରୁ ରକ୍ଷା କରିବା ପାଇଁ ଲୋକଙ୍କୁ ସଚେତନ…
ଶ୍ରୀନଗର,୪।୫: ଜମ୍ମୁ-କଶ୍ମୀରର ହନ୍ଦଓ୍ବାରାରେ ସୋମବାର ପୁଣି ଏକ ଆତଙ୍କବାଦୀମାନେ ଆକ୍ରମଣ କରନdନ୍ତି।ହୋଇଛି। କଶ୍ମୀର ଘାଟିର କୁପଓ୍ବାରା ଜିଲା ହନ୍ଦଓ୍ବାରାରେ ସିଆରପିଏଫ୍ର ପାଟ୍ରୋଲିଂ ଟିମ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ…
ମାଲକାନଗିରି,୪ା୫(ଡି.ଏନ୍.ଏ.) : କରୋନା ଭୂତାଣୁର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣକରି ଚାଲିଛନ୍ତି। ମାଲକାନଗିରି ଜିଲା ପ୍ରଶାସନ ଏହି ନିୟମକୁ କଡ଼ାକଡ଼ି…
ମାଲକାନଗିରି,୪ା୫(ଡି.ଏନ୍.ଏ.) : ମାଲକାନଗିରି ଜିଲାରେ ବର୍ଷକୁ କୋଟି କୋଟି ଟଙ୍କାର କେନ୍ଦୁପତ୍ର କାରବାର ହୋଇଥାଏ। ଜିଲାର ଆଦିବାସୀ ଏବଂ ଅଣ ଆଦିବାସୀ କେନ୍ଦୁପତ୍ର ସଂଗ୍ରହକରି ଗୁଜୁରଣ ମେଣ୍ଟାଇଥାନ୍ତି।…
ସୋନପୁର,୪।୫(ନି.ପ୍ର.): ଲକ୍ଡାଉନ୍ ଯୋଗୁଁ ରାଜସ୍ଥାନର କୋଟାରେ ଫସି ରହିଥିବା ସୁବର୍ଣ୍ଣପୁର ଜିଲାର ୩୭ ଛାତ୍ରୀଛାତ୍ର ସୋମବାର ସୋନପୁରରେ ପହଞ୍ଚତ୍ଛନ୍ତି । ୨ଟି ସ୍ବତନ୍ତ୍ର ବସ୍ରେ ମେଡିକାଲ କୋଚିଂ…