Home Left

ଥମୁନି ସଂକ୍ରମଣ: ୬ ଦିନରେ ୨୦୧୯ ଆକ୍ରାନ୍ତ

ଭୁବନେଶ୍ୱର, ୭ା୧୦(ବ୍ୟୁରୋ):ଭୁବନେଶ୍ୱରରେ ସଂକ୍ରମଣର ଗ୍ରାଫ୍‌ ତଳକୁ ଆସିବାର ନା ଧରୁନି। ଅକ୍ଟୋବର ଆରମ୍ଭରୁ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ଅକ୍ଟୋବର ୧ରୁ ୬ ତାରିଖ ମଧ୍ୟରେ…

6 years ago

ମା’ ହେଲେ ସପ୍‌ନା ଚୌଧୁରୀ

ପ୍ରସିଦ୍ଧ ନୃତ୍ୟଶିଳ୍ପୀ ତଥା ବିଗ ବସ ୧୧ର ପ୍ରତିଯୋଗୀ ସପନା ଚୌଧୁରୀ ମାତୃତ୍ୱ ଲାଭ କରିଛନ୍ତି। ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ତାଙ୍କ ସ୍ବାମୀ ଭୀର…

6 years ago

ବିଶ୍ୱର ସବୁଠୁ ଲମ୍ବା ଗୋଡ ଥିବା ଯୁବତୀ

ଆମେରିକାର ଟେକ୍ସାସରେ ରହୁଥିବା ୧୭ ବର୍ଷୀୟ ମ୍ୟାକି କ୍ୟୁରିନ ନିଜର ଲମ୍ବା ଗୋଡ ଯୋଗୁ ଗିନିଜ ୱାଲର୍‌ଡ ରେକର୍ଡ ହାସଲ କରିଛନ୍ତି। ୬ ଫୁଟ ୧୦ ଇଞ୍ଚ…

6 years ago

୧୨ରୁ ବେଙ୍ଗାଲୁରୁକୁ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୭ା୧୦ (ବ୍ୟୁରୋ):କରୋନା କଟକଣା ପାଇଁ ଅଟକି ରହିଥିବା ସେବାଗୁଡ଼ିକୁ ଭାରତୀୟ ରେଳ ପୁନର୍ବାର ଆରମ୍ଭ କରୁଛି। ଏ ପରିପ୍ରେକ୍ଷୀରେ ଗତ ୧ ତାରିଖଠାରୁ ୧୦ ଟ୍ରେନ୍‌…

6 years ago

‘କରୋନାରୁ ମୁକ୍ତ ପରେ ବି ନିୟମ ମାନନ୍ତୁ’

ଭୁବନେଶ୍ୱର, ୭ା୧୦(ବ୍ୟୁରୋ):କରୋନାରୁ ମୁକ୍ତ ହେବା ପରେ ମଧ୍ୟ ଆକ୍ରାନ୍ତ ବ୍ୟକ୍ତି ସତର୍କ ରହିବା ଦରକାର। ନିୟମିତ ହାତ ଧୋଇବା, ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ…

6 years ago

ଗୋଟିଏ ପଟେ ଦାବି, ଅନ୍ୟ ପଟେ ବିରୋଧ

ପୁରୀ ଅଫିସ, ୭ା୧୦:ବର୍ତ୍ତମାନ ଶ୍ରୀମନ୍ଦିର ଖୋଲାଯିବା ପାଇଁ ଗୋଟିଏ ପଟେ ଦାବି ହେଉଥିବାବେଳେ ଅନ୍ୟ ପଟେ ଏହାକୁ ବିରୋଧ କରାଯାଉଛି। ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିବା ଦାବି…

6 years ago

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଛି ‘ଆୟୁରକ୍ଷା କିଟ୍‌’

ଭୁବନେଶ୍ୱର, ୭ା୧୦ (ବ୍ୟୁରୋ):ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଁ ‘ଆୟୁରକ୍ଷା କିଟ୍‌’କୁ ଜନସାଧାରଣଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ସମ୍ପୂର୍ଣ୍ଣ ଆୟୁର୍ବେଦିକ…

6 years ago

ଆଇନଜୀବୀଙ୍କୁ ମିଳିବ ସହାୟତା

ଭୁବନେଶ୍ୱର, ୭ା୧୦(ବ୍ୟୁରୋ):କୋଭିଡ୍‌ ମହାମାରୀ ଯୋଗୁ ରାଜ୍ୟରେ ଆଇନଜୀବୀଙ୍କୁ ସହାୟତା ଲାଗି ବିଧାନସଭାରେ ପାରିତ ହୋଇଛି ଓଡ଼ିଶା ଆଇନଜୀବୀ କଲ୍ୟାଣ ପାଣ୍ଠି(ସଂଶୋଧନ) ବିଲ୍‌। କୋଭିଡ୍‌ ମହାମାରୀ ଯୋଗୁ କୋର୍ଟଗୁଡ଼ିକରେ…

6 years ago

ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସମ୍ପର୍କୀୟଙ୍କୁ ଚାକିରି ଦେବେ ସରକାର

କୋଲକାତା, ୬।୧୦: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସମ୍ପର୍କୀୟଙ୍କୁ ହୋମ୍‌ଗାର୍ଡ ଚାକିରି ଦେବାକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି।…

6 years ago

ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ; ରାଜସ୍ଥାନ ଆଗରେ ୧୯୪ ରନ ଟାର୍ଗେଟ୍‌ ରଖିଲା ମୁମ୍ବାଇ

ଆବୁଧାବି, ୬।୧୦: ଆଇପିଏଲ୍‌ର ଚଳିତ ସିଜନର ବିଂଶତମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାସାମ୍ନି ହୋଇଛନ୍ତି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

6 years ago