Home Left

ପଶ୍ଚିମବଙ୍ଗ ଜୟ ମିଶନରେ ଭାଜପାର ୪୦ ଷ୍ଟାର୍‌ ପ୍ରଚାରକ

କୋଲକାତା,୧୦।୩: ପଶ୍ଚିମବଙ୍ଗ ଜୟ ମିଶନରେ ଭାଜପା ପକ୍ଷରୁ ୪୦ ଜଣିଆ ଷ୍ଟାର୍‌ ପ୍ରଚାରକ ତାଲିକା ଘୋଷଣା କରାଯାଇଛି। ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଜେ.ପି.ନଡ୍ଡା, ରାଜନାଥ…

5 years ago

ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ: ଜିଲାବାସୀଙ୍କୁ ଭେଟିଦେଲେ ୪ ହଜାର କୋଟିର ପ୍ରକଳ୍ପ

ଭୁବନେଶ୍ୱର,୧୦।୩(ବ୍ୟୁରୋ): ପଶ୍ଚିମ ଓଡ଼ିଶାର ନୂଆପଡ଼ା ଓ ବଲାଙ୍ଗୀର ଜିଲାର ଚାଷଜମିକୁ ଜଳସେଚନ ସୁବିଧା ପାଇଁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପିତ…

5 years ago

କେରଳ ବିଧାନସଭା ନିର୍ବାଚନ: ସିପିଆଇଏମ୍‌ ଜାରି କଲା ୮୩ ଜଣିଆ ପ୍ରାର୍ଥୀ ତାଲିକା

ଥିରୁଭାନନ୍ତପୁରମ୍‌,୧୦।୩: ଆଗକୁ କେରଳରେ ବିଧାନସଭା ନିର୍ବାଚନ। ଶାସକ ସିପିଆଇଏମ୍‌ ପକ୍ଷରୁ ୮୩ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ କନ୍ନୁର ଜିଲାର ଧର୍ମଦାମ…

5 years ago

ରମ୍ଭା-ହୁମା ରେଳ ଲାଇନରୁ ସିଗନାଲ କେବୁଲ ଚୋରି: ଭୁବନେଶ୍ୱରର ୭ ଗଲେ ଜେଲ

ଛତ୍ରପୁର,୧୦।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା -ହୁମା ରେଳ ଲାଇନରୁ ସିଗନାଲ କେବୁଲ ଚୋରି କରୁଥିବାବେଳେ ଭୁବନେଶ୍ୱରର ୭ ଜଣଙ୍କୁ ବ୍ରହ୍ମପୁର ଆରପିଏଫ୍‌ ଟିମ ଗିରଫ କରିଛନ୍ତି। ସେମାନଙ୍କ…

5 years ago

ଚାଇନା ଲଞ୍ଚ୍‌ କଲା କରୋନା ପାସପୋର୍ଟ, ଲୋକଙ୍କୁ ମିଳିବ ଏସବୁ ସୁବିଧା

ବେଜିଂ,୧୦।୩: ଇତିମଧ୍ୟରେ କରୋନା ମହାମାରୀକୁ ବର୍ଷେ ପୂରିଗଲାଣି। ଏହି ପରିପ୍ରେକ୍ଷୀରେ ଚାଇନା ଏବେ ଡିଜିଡାଲ କରୋନା ଭ୍ୟାକ୍ସିନ ସାର୍ଟିଫିକେଟ ଲଞ୍ଚ କରିଛି। ଏହି ସାର୍ଟିଫିକେଟ ବା ପ୍ରମାଣପତ୍ର…

5 years ago

ପୁରୁଷୋତ୍ତମପୁର ତହସିଲ: ୩ ମାସରେ ୬୦ଲକ୍ଷ ଟଙ୍କାର ରାଜସ୍ବ ଆଦାୟ

ପୁରୁଷୋତ୍ତମପୁର, ୧୦।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବେ ନୀତିଶ କୁମାର ତ୍ରିପାଠୀ ଯୋଗ ଦେବା ଇତିମଧ୍ୟରେ ୩ ମାସ ହୋଇଯାଇଛି। ତେବେ ଏହି ୩…

5 years ago

ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇ ଭୋ ଭୋ କାନ୍ଦିଲେ ଏହି କୁନି କଳାକାର

ବେଜିଂ,୧୦।୩: ୮ ବର୍ଷର କୁନି କଳାକାର ଆଲାନ କିମ୍‌ ଭାବପ୍ରବଣ ହୋଇଯାଇଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆଲାନଙ୍କୁ ଫିଲ୍ମ ‘ମିନାରୀ’ରେ ନିଜର…

5 years ago

ପଶ୍ଚିମବଙ୍ଗ, ଆସାମ ନିର୍ବାଚନ ପାଇଁ ଭାଜପାର ଷ୍ଟାର ପ୍ରଚାରକ ତାଲିକା ଘୋଷିତ

ନୂଆଦିଲ୍ଲୀ,୧୦।୩: ଭାଜପା ବୁଧବାର ପଶ୍ଚିମବଙ୍ଗ ଏବଂ ଆସାମ ବିଧାନସଭା ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ୟ…

5 years ago

ରାଜ୍ୟରେ ୬୯ କରୋନା ଆକ୍ରାନ୍ତ ଚିହ୍ନଟ: ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର,୧୦।୩(ବ୍ୟୁରୋ): ରାଜ୍ୟରେ ବୁଧବାର ୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୧ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୮ ଜଣ ଲୋକାଲ କେସ୍‌…

5 years ago

ରାସ୍ତାରେ ଗୀତ ବୋଲୁଥିବା ଯୁବକଙ୍କ ଭିଡ଼ିଓ ଶେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟରରେ ଶେୟାର କରିଥିବା ଏକ ଭିଡ଼ିଓକୁ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ରାସ୍ତାରେ ଗୀତ ବୋଲୁଥିବା ଦୁଇଜଣ ଯୁବକଙ୍କ ଭିଡ଼ିଓ…

5 years ago