ନୂଆଦିଲ୍ଲୀ,୩୧।୧୨: ଆଉ କେଇ ଘଣ୍ଟାର ଅପେକ୍ଷା। ଏବେଠାରୁ ନୂଆବର୍ଷକୁ ସ୍ବାଗତ କରିବାକୁ ସଜ ହେଲେଣି ଲୋକେ। ସେହିଭଳି ପୁରୁଣା ବର୍ଷକୁ ବିଦାୟ ଦେଉଛନ୍ତି ଅନେକେ। ଏହି କ୍ରମରେ…
ମିରଟ,୩୧।୧୨: ଉତ୍ତର ପ୍ରଦେଶର ମିରଟରେ ଏକ ରୋଚକ ଘଟଣା ଘଟିଛି। ନବବିବାହିତ ଜଣେ ଯୁବକ ଠକାମିର ଶିକାର ହୋଇଛନ୍ତି। ଜଣେ ବ୍ୟକ୍ତି ତାଙ୍କର ପାଞ୍ଚ ମାସର ଗର୍ଭବତୀ…
ଭୁବନେଶ୍ୱର,୩୧।୧୨(ବ୍ୟୁରୋ) : ଜାନୁୟାରୀ ୧ରୁ ପରିବହନ ବିଭାଗର ନୂଆ ନିୟମ ଲାଗୁ ହେବ। ଏଥର ସମସ୍ତ କାମ ଅଫ୍ଲାଇନ ନୁହେଁ ଅନ୍ଲାଇନରେ ହେବ । ଡ଼ିଏଲଠୁ ଆରମ୍ଭ…
ବାଲିଗୁଡ଼ା,୩୧ା୧୨(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ କୋଟଗଡ଼ ଅଭୟାରଣ୍ୟରୁ ଏକ ବିରଳ ବଜ୍ରକାପ୍ତାକୁ ଶିକାରୀମାନେ ଧରି ବିକ୍ରି ପାଇଁ ଚକ୍ରାନ୍ତ ଚଳାଇଥିବାବେଳେ କୋଟଗଡ଼ ବନବିଭାଗ ରେଞ୍ଜର…
ସେଞ୍ଚୁରିୟନ,୩୧।୧୨: ସେଞ୍ଚୁରିୟନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୧୧୩ ରନ୍ରେ ପରାସ୍ତ କରିଛି ଭାରତ। ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ସେଞ୍ଚୁରିୟନରେ ଦକ୍ଷିଣ…
ବିଶ୍ୱର ଅଗ୍ରଣୀ ଶିଳ୍ପପତି ରତନ ଟାଟା ତାଙ୍କ ସାମାଜିକ କାର୍ଯ୍ୟ ପାଇଁ ସାରା ବିଶ୍ୱରେ ଜଣାଶୁଣା। ଡିସେମ୍ବର ୨୮, ୨୦୨୧ରେ ରତନ ଟାଟା ତାଙ୍କର ୮୪ ତମ…
ବିଶିଷ୍ଟ କବି ଡ. ହୃଷୀକେଶ ମଲ୍ଲିକଙ୍କୁ ତାଙ୍କର କବିତା ପୁସ୍ତକ ‘ସରିଯାଇଥିବା ଅପେରା’ ପାଇଁ ୨୦୨୧ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ ନିମିତ୍ତ ମନୋନୀତ…
ବେଙ୍ଗାଲୁରୁ,୩୧।୧୨: କର୍ନାଟକ ମ୍ୟୁନିସିପାଲିଟି ନିର୍ବାଚନରେ ଶାସକ ଭାଜପାକୁ ଏକ ବଡ ଝଟ୍କା ଲାଗିଛି। ୧,୧୮୪ ଆସନ ମଧ୍ୟରୁ ୫୦୧ଟି ସିଟ ଜିତି କଂଗ୍ରେସ ଏକକ ବୃହତ୍ତମ ଦଳ…
କୃଷ୍ଣପ୍ରସାଦ,୩୧ା୧୨(ଡି.ଏନ୍.ଏ.): ଫାଇଲିନ୍ ବାତ୍ୟାରେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଥିଲା। ବହୁ ପରିବାର ବାସଗୃହ ହରାଇଥିଲେ। ପକ୍କାଘର ନ ଥିବା ପରିବାରଙ୍କୁ ବାତ୍ୟା…
ପୁରୀ ଅଫିସ,୩୧।୧୨: ୧୯୮୫ ମସିହା ଜୁଲାଇ ୧୪ରେ ବଡ଼ଠାକୁରଙ୍କ ଶିରରେ ଲାଗିଥିବା ଚିତା ବ୍ୟବହାରଯୋଗ୍ୟ ନ ହେବା ହେତୁ ରାଜ୍ୟ ସରକାରଙ୍କ ବିଧି ବିଭାଗ ଚିଠି ନମ୍ବର-…