ଭୋପାଳ,୧୮।୧୧: ମଧ୍ୟପ୍ରଦେଶର ଅଶୋକନଗର ଜିଲା ହସ୍ପିଟାଲ ବାହାରେ ନବଜାତ ଶିଶୁର ମୃତଦେହକୁ କୁକୁର ଖାଉଥିବା ଦେଖିବାକୁ ମିଳିଛି। ହୃଦୟ ବିଦାରକ ଘଟଣା ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ସାମ୍ନାକୁ ଆସିବା…
ଚଣ୍ଡିଗଡ଼, ୧୮।୧୧: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ନେତୃତ୍ୱରେ ତାଙ୍କ କ୍ୟାବିନେଟ ସହକର୍ମୀ, ବିଧାୟକ ଓ ସେମାନଙ୍କ ପରିବାର ସଦସ୍ୟମାନେ କର୍ତାରପୁର ସାହିବକୁ ଯାତ୍ରା କରିଥିଲେ।…
ଶ୍ରୀନଗର,୧୮।୧୧: ଜମ୍ମୁ-କଶ୍ମୀରର ହାଇଦରପୋରା କମ୍ପ୍ଲେକ୍ସରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀଙ୍କ ସହ ୨ ବ୍ୟବସାୟୀ ପ୍ରାଣ ହରାଇଥିଲେ। ଶ୍ରୀନଗର ପୋଲିସ ଉଭୟ ବ୍ୟବସାୟୀ (ମହମ୍ମଦ ଅଲତାଫ ଭଟ…
ୟାଦଗିର(କର୍ନାଟକ),୧୮।୧୧: କର୍ନାଟକର ଏକ ଆବାସିକ ବିଦ୍ୟାଳୟରେ ଏକ ଅଘଟଣ ଘଟିଛି। ପିଲାଙ୍କ ପାଇଁ ପ୍ରସ୍ତୁତ ଜଳଖିଆରୁ ଏକ ମଲା ସାପ ବାହାରିଛି। ଫଳରେ ୫୬ ଛାତ୍ରୀଛାତ୍ରଙ୍କୁ ହସ୍ପିଟାଲରେ…
ବୌଦ୍ଧ,୧୮।୧୧(ସ୍ବ.ପ୍ର.): ବୌଦ୍ଧ ଜିଲା ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ରାମ୍ଭିକଟାଠାରେ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଫଳରେ କାରରେ ଥିବା ୪ ଜଣ ଗୁରୁତର ଆହତ ହୋଇଛନ୍ତି।…
ବାଲିଗୁଡା/ଭୁବନେଶ୍ୱର,୧୭ା୧୧(ବ୍ୟୁରୋ): କନ୍ଧମାଳ ଜିଲା ବାଲିଗୁଡା ଥାନା ଅଞ୍ଚଳରୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍ଟିଏଫ୍) ୧୧ କେଜି ଓଜନର ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି। ଏସ୍ଟିଏଫ୍ ଘଟଣାରେ…
ନୂଆଦିଲ୍ଲୀ,୧୮।୧୧: ଅରୁଣାଞ୍ଚଳ ପ୍ରଦେଶରେ ଚାଇନା ଦ୍ୱିତୀୟ ଏନ୍କ୍ଲେଭ ନିର୍ମାଣ କରିଛି। ଭାରତ ସୀମା ମଧ୍ୟରେ ନିର୍ମିତ ଏନ୍କ୍ଲେଭରେ ରହିଛି ୬୦ ବିଲ୍ଡିଂ। ଏକ ଜାତୀୟ ଗଣମାଧ୍ୟମ ହାତରେ…
ସରଣ୍ଡା,୧୮ା୧୧(ଡି.ଏନ.ଏ.): ବରଗଡ ଜିଲା ଅତାବିରା ଥାନା ଅଧୀନ ସରଣ୍ଡା ବିଶ୍ୱେଶ୍ୱର ବାବା ଶିବ ମନ୍ଦିର ଦାନବାକ୍ସ ଭାଙ୍ଗି ବୁଧବାର ରାତିରେ ଦୁର୍ବୃତ୍ତ ଦାନ ଅର୍ଥ ଲୁଟି ନେଇଛନ୍ତି।…
ଭଦ୍ରକ ଅଫିସ,୧୮।୧୧: ନାବାଳିକା ଯୌନ ନିର୍ଯାତନା ମାମଲାର ବିଚାର କରି ଗୁରୁବାର ଭଦ୍ରକ ଅତିରିକ୍ତ ଜିଲା ତଥା ଦୌରାଜଜ୍ ପ୍ରଣତି ଶାହା ଖଇରା ଥାନା ଘୁଷୁରିଗଡିଆ ଗ୍ରାମର…
ଜେୟପୁର,୧୮।୧୧: ସଓ୍ବାଇ ମାନ ସିଂ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ୫ ଉଇକେଟରେ ହରାଇ ଭାରତୀୟ ଦଳ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ବିଜୟ ସହ…