Home Left

ସଂସଦୀୟ କମିଟି ବୈଠକରେ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିପାରେ ଭାଜପା

ନୂଆଦିଲ୍ଲୀ,୧୬।୭: ଦେଶରେ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୈତିକ ସରଗରମ ରହିଛି। ଶନିବାର ହେବାକୁ ଥିବା ସଂସଦୀୟ କମିଟି ବୈଠକରେ ଉପରାଷ୍ଟ୍ରପତି ପ୍ରାର୍ଥୀ ସମ୍ପର୍କରେ ଭାଜପା ଚୂଡ଼ାନ୍ତ ନିଷ୍ପତ୍ତି…

4 years ago

ସାମ୍ନାକୁ ଆସିଲା ଫିଲ୍ମ‘ଶେହଜାଦା’ର ପ୍ରଥମ ଲୁକ୍‌, ଏହି ଦିନ ହେବ ରିଲିଜ୍‌

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଅପକମିଙ୍ଗ୍‌ ଫିଲ୍ମ‘ଶେହଜାଦା’୨୦୨୩ ଫେବୃୟାରୀରେ ରିଲିଜ୍‌ ହେବାକୁ ଯାଉଛି। ଏ ନେଇ ଅଭିନେତା ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ପ୍ରଥମ ଲୁକ୍‌ ସହ ରିଲିଜ୍‌…

4 years ago

ସ୍ବାସ୍ଥ୍ୟକର୍ମୀଙ୍କୁ ତାଲା ପକାଇଲେ ଲୋକେ

ବାଲେଶ୍ୱର ଅଫିସ,୧୬।୭: ବାଲେଶ୍ୱର ଜିଲା ସୁନହଟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକାଦାନକୁ ନେଇ ଉତ୍ତେଜନା ଦେଖା ଦେଇଛି। ମଡ଼ିକାଲର ସ୍ବାସ୍ଥ୍ୟକର୍ମୀଙ୍କୁ ଲୋକେ ଘରେ ପୁରାଇ ତାଲା ଦେଇଛନ୍ତି।…

4 years ago

ଶୁଟିଂ ବିଶ୍ୱକପ: ଫାଇନାଲରେ ଐଶ୍ୱର୍ଯ୍ୟ, ଚେନ୍‌ ସିଂ

ନୂଆଦିଲ୍ଳୀ,୧୬ା୭: ଚାଙ୍ଗଓନରେ ଖେଳା ଯାଉଥିବା ଶୁଟିଂ ବିଶ୍ୱକପରେ ଭାରତୀୟ ଶୁଟରଙ୍କ ଅଭିଯାନ ଜାରି ରହିଛି। ୫୦ ମିଟର ରାଇଫଲ ମୁକାବିଲାରେ ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମାର, ଚେନ୍‌…

4 years ago

ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବ ଏଏପି

ନୂଆଦିଲ୍ଲୀ,୧୬।୭: ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ସମର୍ଥନ କରିବ ଆମ ଆଦମୀ ପାର୍ଟି(ଏଏପି)। ଶନିବାର ଏନେଇ ରାଜ୍ୟ ସଭା ଏମ୍‌ପି ସଞ୍ଜୟ…

4 years ago

ପଲିଥିନ ଧରପଗଡ଼, ଜରିମାନା ଆଦାୟ

ବୁଗୁଡା,୧୬।୭ (ଡି.ଏନ୍‌.ଏ.): ବୁଗୁଡା ଏନ୍‌ଏସିରେ ପ୍ରଶାସନ ପକ୍ଷରୁ ଶନିବାର ପଲିଥିନ ଧରପଗଡ଼ କରାଯାଇଥିଲା। ଏନ୍‌ଏସି କାର୍ଯ୍ୟ ନିବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଅଧିକାରୀମାନେ…

4 years ago

ଜୁଲାଇ ୨୦ରୁ ଯୁକ୍ତ୨ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଯୁକ୍ତ ୨ରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁଲାଇ ୨୦ରୁ ସାମ୍‌ସ ପୋର୍ଟଲ ଜରିଆରେ ସମସ୍ତ ଛାତ୍ରୀଛାତ୍ର ଆବେଦନ କରିପାରିବେ। ଏହି ଆବେଦନ ପ୍ରକ୍ରିୟା…

4 years ago

ବଦଳିବ ଔରଙ୍ଗାବାଦ-ଓସ୍‌ମାନାବାଦର ନାମ

ମୁମ୍ବାଇ,୧୬।୭: ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଏକନାଥ ଶିିନ୍ଦେ ଔରଙ୍ଗାବାଦ ଏବଂ ଓସ୍‌ମାନାବାଦର ନାମ ପରିବର୍ତ୍ତନ କରିବାକୁ ଘୋଷଣା କରିଛନ୍ତି। ମହାରାଷ୍ଟ୍ର କ୍ୟାବିନେଟର ବୈଠକରେ ଔରଙ୍ଗାବାଦର ନାମ ସମ୍ଭାଜିନଗର…

4 years ago

୧୮ରେ ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର,୧୬ା୭(ବ୍ୟୁରୋ): ଆସନ୍ତା ୧୮ ତାରିଖରେ ହୀରାକୁଦ ଜଳଭଣ୍ଡାର ଖୋଲିବ। ୧୮ ତାରିଖ ପୂର୍ବାହ୍ନ ୧୧ଟାରେ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏ ନେଇ ଶନିବାର ଜଳଭଣ୍ଡାର…

4 years ago

ଉଛୁଳିଲାଣି ବୈତରଣୀ, ଗାଁଦାଣ୍ଡରେ ଲହଡ଼ି ଭାଙ୍ଗୁଛି ଜଳ

ଚାନ୍ଦବାଲି,୧୬।୭(ଡି.ଏନ୍‌.ଏ.): ଲଘୁଚାପଜନିତ ବର୍ଷା ଜଳରେ ଉଛୁଳିଲାଣି ବୈତରଣୀ ଓ ସାଳନ୍ଦୀ ନଦୀ। ଆରଡ଼ି ନିକଟସ୍ଥ ଶୀତଳପୁର, ପାଲଟପୁର, ସାନପଙ୍କି, କୁଲିବିନ୍ଧା, ଗରିପୁର ଆଦି ଗାଁରେ ଜୁଆରପାଣି ପଶିଛି।…

4 years ago