Home Left

କମିବ ଖରିଫ ଉତ୍ପାଦନ

ନୂଆଦିଲ୍ଲୀ,୧୦।୯(ପି.ଟି.): ଚଳିତ ଖରିଫ୍‌ ଋତୁରେ କମ୍‌ ଅଞ୍ଚଳରେ ଧାନ ବୁଣାଯାଇଥିବାରୁ ଚାଉଳ ଉତ୍ପାଦନ ୧୦ରୁ ୧୨ ନିୟୁତ ଟନ୍‌ କମିପାରେ ବୋଲି କେନ୍ଦ୍ର ସରକାର ପୂର୍ବାନୁମାନ କରିଛନ୍ତି।…

4 years ago

ପାକିସ୍ତାନକୁ ୫ ଉଇକେଟରେ ହରାଇଲା ଶ୍ରୀଲଙ୍କା

ଦୁବାଇ,୯।୯: ଏସିଆ କପ୍‌ ସୁପର-୪ର ଶୁକ୍ରବାର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ଉଭୟ ବ୍ୟାଟିଂ ଏବଂ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରି ବିଜୟୀ ହୋଇଛି। ପଥୁମ ନିସଙ୍କାଙ୍କ ଅପରାଜିତ…

4 years ago

ପୂର୍ବତନ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ,୯।୯: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଶୁକ୍ରବାର ୧୫ ରାଜ୍ୟ ପାଇଁ ପ୍ରଭାରୀ ନିଯୁକ୍ତ କରିଛନ୍ତି। ବିହାର ପାଇଁ ବିନୋଦ ଟଓ୍ବଡେଙ୍କୁ ସାଧାରଣ ସମ୍ପାଦକ ଭାବେ…

4 years ago

ହିମନ୍ତ ବିଶ୍ୱଶର୍ମାଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ହାଇଦ୍ରାବାଦ,୯।୯: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଶୁକ୍ରବାର ଗଣେଶ ମହୋତ୍ସବ ଅବସରରେ ହାଇଦ୍ରବାଦ ଆସିଥିଲେ। ଏହି ଅବସରରେ ସେ ଏକ ରାଲିରେ ଉଦ୍‌ବୋଧନ ଦେବାକୁ ଛିଡ଼ା ହୋଇଥିଲେ।…

4 years ago

କୋହଲିଙ୍କ ଶତକ ପରେ ମୁଣ୍ଡ ନୁଆଁଇ ସଲାମ୍‌ କଲେ ବୃଦ୍ଧ; ଭାଇରାଲ ଭିଡିଓ ଦେଖିଲେ…

ଦୁବାଇ,୯।୯: ଭାରତ-ଆଫଗାନିସ୍ତାନ ମଧ୍ୟରେ ଗୁରୁବାର ଖେଳାଯାଇଥିବା ଏସିଆ କପ୍‌ ସୁପର-୪ ମୁକାବିଲାରେ ଶତକ ହାସଲ କରି ସମାଲୋଚକଙ୍କ ମୁହଁ ବନ୍ଦ କରିଛନ୍ତି ବିରାଟ କୋହଲି। ସେ ଲଢ଼ୁଆ…

4 years ago

ପ୍ରଫେସର ପ୍ରଭାତ କୁମାର ରାଉଳ ହେଲେ ଓୟୁଏଟିର ନୂତନ କୁଳପତି

ଭୁବନେଶ୍ୱର,୯।୯(ବ୍ୟୁରୋ): ଓଡ଼ିଶା କୃଷି ଏବଂ ପ୍ରଯୁକ୍ତିବିଦ୍ୟା(ଓୟୁଏଟି)ର ନୂତନ କୂଳପତି ଭାବେ ପ୍ରଫେସର ପ୍ରଭାତ କୁମାର ରାଉଳଙ୍କୁ ନିଯୁକ୍ତି ମିଳିଛି। ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳାଧିପତି ପ୍ରଫେସର ଗଣେଶୀ…

4 years ago

ଓସିଏସ୍‌ ପରୀକ୍ଷାଫଳ ପ୍ରକାଶ: କୃତକାର୍ଯ୍ୟ ହେଲେ ୭୮୫ ପରୀକ୍ଷାର୍ଥୀ

କଟକ ଅଫିସ,୯ା୯- ଓଡ଼ିଶା ସିଭିଲ ସର୍ଭିସ(ଓସିଏସ୍‌)-୨୦୨୦ର ଲିଖିତ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ୭୮୫ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ…

4 years ago

୧୨୧ରେ ଅଟକିଲା ପାକିସ୍ତାନ

ଦୁବାଇ,୯।୯: ଏସିଆ କପ୍‌ ସୁପର-୪ର ଶୁକ୍ରବାର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ଅଧିନାୟକ ଦସୁନ ସନକା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ପାକିସ୍ତାନ ପ୍ରଥମେ…

4 years ago

୫ ହଜାର ଲେଖାଏ ଜରିମାନା ଦେବେ ବର୍ଷା-ଅନୁଭବ

କଟକ ଅଫିସ,୯ା୯: କୋର୍ଟ କାର୍ଯ୍ୟରେ ଅଯଥା ବିଳମ୍ବ କରୁଥିବା କାରଣରୁ କେନ୍ଦ୍ରାପଡା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ କଟକ ପରିବାର…

4 years ago

ମଦ ପିଆଇ ଗୁପ୍ତାଙ୍ଗ କାଟିଥିଲେ ମହିଳା: ୭ ବର୍ଷ ଜେଲ

କେନ୍ଦୁଝର,୯ା୯(ସ୍ବ.ପ୍ର.): ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗ କାଟିଦେବା ଅଭିଯୋଗରେ ଶୁକ୍ରବାର ସ୍ଥାନୀୟ ସିଜେଏମ୍‌ ରଞ୍ଜୁଲତା ଲେଙ୍କା ଅଭିଯୁକ୍ତ ମହିଳା କମଳା ପାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ…

4 years ago