କୋକସରା,୧୪।୫(ଡି.ଏନ.ଏ.): ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ବାଙ୍ଗାଲୁରୁକୁ ଦାଦନ ଖଟିବାକୁ ଯାଇଥିଲେ ଯୁବକ। ହେଲେ ଟ୍ରେନ୍ ଦୁର୍ଘଟଣାରେ ଆଖି ବୁଜିବା ଯୋଗୁ ଘରକୁ ଫେରିଲା…
ମାଲକାନଗିରି,୧୪ା୫(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁରରେ ଶନିବାର ତାଣ୍ଡବ ରଚିଛନ୍ତି ମାଓବାଦୀ। ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୨ ଯବାନ ଗୁରୁତର ହୋଇଛନ୍ତି। ଯବାନ ଦ୍ୱୟଙ୍କୁ ଉଦ୍ଧାର କରାଯାଇ…
ବ୍ରହ୍ମପୁର ଅଫିସ,୧୪।୫: ବଡ଼ବଜାର ଥାନା ଅଧୀନ ଲକ୍ଷ୍ମୀନୃସିଂହ ସାହିରେ ଜଣେ ଯୁବକ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଶରତ ଜେନାଙ୍କ ପୁଅ ପ୍ରମୁଖ…
ଦୁବାଇ,୧୪।୫: ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)ର ନୂତନ ରାଷ୍ଟ୍ରପତି ହୋଇଛନ୍ତି ଶେଖ ମହମ୍ମଦ ବିନ ଜାୟେଦ ଅଲ-ନହ୍ୟାନ(୬୧)। ସେ ଦେଶର ତୃତୀୟ ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ସମ୍ଭାଳିବେ। ତେବେ…
ମୁମ୍ବାଇ: ଅଭିନେତ୍ରୀ ଉର୍ଫି ଜାଭେଦ ତାଙ୍କର ବୋଲ୍ଡନେସ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ଥା’ନ୍ତି। ଏବେ ଇନଷ୍ଟାଗ୍ରାମରେ ଏକ ବୋଲ୍ଡ ଭିଡିଓ ଶେୟାର କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି।…
ଭୁବନେଶ୍ୱର,୧୪ା୫(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୨,୭୮,୯୮୭ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ…
କୁହାଯାଏ, ନିମିଷେ ମାତ୍ର ଥିଲେ ପ୍ରାଣ ନ ନେଇ ପାରେ ଜନ୍ତୁରାଣ। ଯଦି ଜୀବନ ଭାଗ୍ୟରେ ଲେଖାଥାଏ, ତେବେ ଯେତେ ବଡ଼ ଦୁର୍ଘଟଣା ହେଲେ ମଧ୍ୟ କେହି…
ଭୁବନେଶ୍ୱର,୧୪।୫(ବ୍ୟୁରୋ): ବର୍ତ୍ତମାନ ସ୍କୁଲ୍କୁ ୭୦ ପ୍ରତିଶତ ଛାତ୍ରୀଛାତ୍ର ଆସୁଛନ୍ତି। ବାକି ୩୦ ପ୍ରତିଶତ ଛାତ୍ରୀଛାତ୍ର କୁଆଡେ ଗଲେ, ସେମାନଙ୍କୁ ସ୍କୁଲକୁ ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।…
ଭୁବନେଶ୍ୱର,୧୪।୫(ବ୍ୟୁରୋ): ଭିଜିଲାନ୍ସ ଅଫିସର ମାନସୀ ଜେନାଙ୍କୁ ଶନିବାର ଭିଜିଲାନ୍ସ ଗିରଫ କରିଛି। ଶୁକ୍ରବାର ସେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ। ଜଣେ ସରକାରୀ…
ଚଣ୍ଡିଗଡ଼,୧୪।୫: ପଞ୍ଚାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଶନିବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜେଲରେ ଥିବା ଭିଆଇପି ସେଲକୁ ଭଗୱନ୍ତ ହଟାଇ ଦେଇଛନ୍ତି। ଜେଲରେ ଥିବା ସମସ୍ତ…