କେନ୍ଦୁଝର,୧୪ା୫(ସ୍ବ.ପ୍ର.): ସାହାରପଡ଼ା ବ୍ଲକ ଅନ୍ତର୍ଗତ ବିଲା ରାମଚନ୍ଦ୍ରପୁର ସରକାରୀ ହାଇସ୍କୁଲର ମାଟ୍ରିକ ପରୀକ୍ଷା ଦାୟିତ୍ୱରେ ଥିବା କେନ୍ଦ୍ର ଅଧୀକ୍ଷକ ଏବଂ ଡେପୁଟି କେନ୍ଦ୍ର ଅଧୀକ୍ଷକଙ୍କୁ ଜଣେ ଅଭିଭାବକଙ୍କ…
ଗଞ୍ଜାମ,୧୪ା୫(ଡି.ଏନ୍.ଏ.): ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ୭ ନଂ ଓ୍ବାର୍ଡ କୈବର୍ତ୍ତ ସାହିର ରାଜେନ୍ଦ୍ର କୁମାର ସାହୁ ୨୦୨୨ ଆଇଆଇଟି ପରୀକ୍ଷାରେ ସର୍ବ ଭାରତୀୟସ୍ତରରେ ୬୨୦ ନମ୍ବର ରଖି…
କର୍ଲାମୁଣ୍ଡା,୧୪ା୫(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଫାଣ୍ଡି ଅଧିନସ୍ଥ ଗଜବାହାଲ ଗ୍ରାମର ଜଣେ ବିବାହିତ ଯୁବକ କ୍ଷୀରମଣି ସେଠ୍ (୩୮)ଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ।…
ମୁମ୍ବାଇ,୧୪।୫: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୨ ଶେଷ ହେବା ପରେ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଖେଳିବ। ଏହି…
ମୁମ୍ବାଇ,୧୪।୫: ଏକଦା ରନ୍ ମେଶିନ ଭାବେ ପରିଚିତ ଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି)ର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଖରାପ ଫର୍ମ ଜାରି ରହିଛି। ପଞ୍ଜାବ କିଙ୍ଗ୍ସ…
ବଡ଼ବିଲ,୧୪ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ରୁଗୁଡି ଥାନା ଅନ୍ତର୍ଗତ ଶ୍ରୀମେଟାଲିକ୍ସ ପ୍ଲାଣ୍ଟରେ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ କାର୍ଯ୍ୟରତ ପ୍ରୋସେସିଂ ଅପରେଟର…
ବମ୍ବେ: ବଦଳିଗଲେଣି ‘ଜବ ଉଇ ମେଟ୍’ରେ ନାୟିକା କରିନା କପୁରଙ୍କ ଭଉଣୀ ଭୂମିକାରେ ନଜର ଆସିଥିବା ଭାମିକା ଗାବି। ଦିନକୁ ଦିନ ସେ ବେଶ ସୁନ୍ଦରୀ ଲାଗୁଥିବା…
କଟକ ଅଫିସ,୧୪।୫: ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କର ଶନିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ତେବେ…
ବମ୍ବେ: ଚର୍ଚ୍ଚାରେ ‘ଫିଅର ଫ୍ୟାକ୍ଟର: ଖତରୋଁ କେ ଖିଲାଡି’ର ଆସନ୍ତା ସିଜନ୍। ପ୍ରତିଦିନ ଏଥିରେ ନୂଆ ନୂଆ ନାମ ପ୍ରତିଯୋଗୀ ଭାବେ ଯୋଡ଼ି ହେଉଛି। ଏବେ ତାଲିକାରେ…
ଛତ୍ରପୁର,୧୪ା୫(ଡି.ଏନ୍.ଏ.): ଛତ୍ରପୁରସ୍ଥିତ ଗଞ୍ଜାମ ଏସ୍ପିଙ୍କ ଅଫିସ ଆଗରେ ଶନିବାର ସନ୍ଧ୍ୟାରେ ଜଣେ ଯୁବକ ଆତ୍ମାହୁତି ଉଦ୍ୟମ କରିଛନ୍ତି। ସେ ହେଲେ ରମ୍ଭା ଥାନା ଅଧୀନ ବୋରିଗାଁର ବାଦଲ ସାହୁ।…