Home Left

୨୦୦ ଫୁଟ୍‌ ତଳକୁ ଖସିଲା ବସ୍‌: ୧୯ ଯାତ୍ରୀ ମୃତ

ଇସ୍‌ଲାମାବାଦ୍‌, ୩।୭: ପାକିସ୍ତାନର ବେଲୁଚିସ୍ତାନର ଶିରାନୀ ଜିଲାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପାହାଡିଆ ରାସ୍ତାରେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ଭାରସମ୍ୟା ହରାଇ…

4 years ago

ଟଙ୍କା ନ ଦେବାରୁ ମା’ଙ୍କୁ କାଠ ଫାଳିଆରେ ଆକ୍ରମଣ

ରାଉରକେଲା ଅଫିସ,୩।୭: ମା’ଙ୍କୁ କାଠ ଫାଳିଆରେ ଆକ୍ରମଣ କରିଥିବା ଅଭିଯୋଗରେ ସେକ୍ଟର-୭ ଥାନା ପୋଲିସ ତାଙ୍କ ପୁଅଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସୋନୁ ପ୍ରସାଦ(୩୨)।…

4 years ago

ଫାଣ୍ଡି ସମ୍ମୁଖରେ ରାଜମିସ୍ତ୍ରୀଙ୍କୁ ଛୁରାମାଡ଼: ପୋଲିସର ଅପାରଗତାକୁ ଦାୟୀ କରି ରାସ୍ତାରୋକୋ

ଝାରସୁଗୁଡ଼ା ଅଫିସ୍‌,୩।୭: ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅଧୀନ ବନ୍ଧବାହାଲ ଶିଲ୍ପାଞ୍ଚଳ ହୋଇଥିବା ବେଳେ ଏଠାରେ ବିଭିନ୍ନ ଅଞ୍ଚଳରୁ ଲୋକେ ଆସି ବସବାସ କରୁଛନ୍ତି। ଏଠାରେ ଅନେକ…

4 years ago

‘ସୋସିଆଲ୍‌ ମିଡିଆ ଉପରେ ଅଙ୍କୁଶ ଲାଗିବା ଜରୁରୀ’

ନୂଆଦିଲ୍ଲୀ,୩।୭: ଭାଜପାର ପୂର୍ବତନ ଜାତୀୟ ମୁଖପାତ୍ର ନୂପୁର ଶର୍ମାଙ୍କ ବୟାନକୁ ନେଇ ଭର୍ତ୍ସନା କରିଥିବା ସୁପ୍ରିମକୋର୍ଟର ବିଚାରପତି ଜେବି ପର୍ଦ୍ଦିୱାଲା ରବିବାର ଆଲୋଚକଙ୍କୁ କଡ଼ା ଜବାବ ଦେଇଛନ୍ତି।…

4 years ago

ଜମ୍ମୁ-କଶ୍ମୀରରେ ଧରାପଡ଼ିଥିବା ଆତଙ୍କବାଦୀ ଥିଲେ ଭାଜପା ଆଇଟି ସେଲ୍‌ ମୁଖ୍ୟ

ଶ୍ରୀନଗର,୩ା୭: ଜମ୍ମୁ-କଶ୍ମୀରର ରେଆସି ଅଞ୍ଚଳରେ ଧରାପଡ଼ିଥିବା ଜଣେ ଆତଙ୍କବାଦୀ ଭାଜପାର ଆଇଟି ସେଲ୍‌ ମୁଖ୍ୟ ଥିଲେ ବୋଲି ଜଣାପଡ଼ିଛି। ଅଲିବ୍‌ ହୁସେନ୍‌ ଶାହାଙ୍କୁ ଗ୍ରାମବାସୀମାନେ ରବିବାର କାବୁ…

4 years ago

ଡବଲ ଇଞ୍ଜିନ ସରକାର ଚାହୁଁଛନ୍ତି ତେଲେଙ୍ଗାନାର ଜନତା: ମୋଦି

ହାଇଦ୍ରାବାଦ୍‌,୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ହାଇଦ୍ରାବାଦର ପ୍ୟାରେଡ ଗ୍ରାଉଣ୍ଡରେ ଭାଜପାର ବିଜୟ ସଙ୍କଳ୍ପ ଜନସଭାକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ତେଲେଙ୍ଗାନାର ଲୋକମାନେ କଠିନ ପରିଶ୍ରମ…

4 years ago

ଧାନ ବୁଣୁଥିବା ବେଳେ ଚାଷୀଙ୍କୁ ବାର୍‌ହା ଆକ୍ରମଣ

ଖଡ଼ିଆଳ,୩।୭(ଡି.ଏନ.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅଧୀନ କେନ୍ଦୁପାଟି ପଞ୍ଚାୟତ ଖାଲିଆମୁଡ଼ା ଗ୍ରାମରେ ବାର୍‌ହା ଆକ୍ରମଣରେ ୨ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଉକ୍ତ ଗ୍ରାମର କ୍ଷୀର…

4 years ago

ପାହାଚରୁ ଖସି ପଡିଲେ ଲାଲୁ ଯାଦବ

ପାଟନା, ୩।୭: ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବ ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ପାହାଚରୁ ଓହ୍ଲାଉଥିବା ବେଳେ ହଠାତ୍‌ ତାଙ୍କ ଗୋଡ ଖସିଯିବାରୁ ସେ…

4 years ago

ମୀନାବଜାରରେ ଅଘଟଣ: ଡିସ୍କୋ ଚେୟାରରେ ବୁଲୁଥିବା ବେଳେ ଚାଲିଗଲା ନାବାଳିକାଙ୍କ ଜୀବନ

କୋଟପାଡ଼,୩ା୭(ଡି.ଏନ୍‌.ଏ.): କୋରାପୁଟ ଜ଼ିଲା କୋଟପାଡ଼ ଅଞ୍ଚଳରେ ରଥଯାତ୍ରା ପାଇଁ ପଡିଥିବା ମୀନାବଜାରରେ ଏକ ଅଘଟଣ ଘଟିଛି। ମ୍ୟାଜିକ ଡିସ୍କୋ ଚେୟାରରେ ବୁଲୁଥିବା ବେଳେ ଜଣେ ନାବାଳିକାଙ୍କ ମୃତ୍ୟୁ…

4 years ago

ଶାହାଙ୍କ ଭବିଷ୍ୟବାଣୀ: ଆସନ୍ତା ୩୦ରୁ ୪୦ ବର୍ଷ ପର୍ଯ୍ୟନ୍ତ ରହିବ ଭାଜପା ଯୁଗ

ହାଇଦ୍ରାବାଦ୍‌,୩।୭: ହାଇଦ୍ରାବାଦରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ଭାଜପା ରାଷ୍ଟ୍ରୀୟ…

4 years ago