ଅହମ୍ମଦାବାଦ୍,୨୬।୭: ଗୁଜରାଟର ବୋଟାଡ ଜିଲାର ରୋଜିଦ ଗ୍ରାମରେ ବିଷାକ୍ତ ମଦ ପିଇ ୧୯ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ୧୨ରୁ ଅଧିକ ଲୋକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ…
ନୂଆଦିଲ୍ଲୀ,୨୬ ।୭: କେନ୍ଦ୍ର ସରକାର ଗତ ୫ ବର୍ଷ ମଧ୍ୟରେ ଚାଇନା ସୀମାକୁ ଲାଗି ରହିଥିବା ଅଞ୍ଚଳରେ ୨୦୮୮ କିଲୋମିଟର ସଡ଼କ ନିର୍ମାଣ କରିଛନ୍ତି । ଏଥିପାଇଁ…
କୋଲକାତା,୨୬ ।୭: ପଶ୍ଚିମ ବଙ୍ଗର ଶିକ୍ଷକ ଭ୍ର୍ତି ମାମଲାରେ ଘୋଟାଲା ଅଭିଯୋଗର ଅଭିଯୁକ୍ତ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମଙ୍ଗଳବାର ଟିମ ଭୁବନେଶ୍ୱରରୁ କୋଲକତା ଆଣି…
ମୁମ୍ବାଇ,୨୬।୭: ବଲିଉଡ୍ ଅଭିନେତା ରଣବୀର ସିଂଙ୍କ ବିରୋଧରେ ମୁମ୍ବାଇ ଥାନାରେ ଦୁଇଟି ଅଭିଯୋଗ ହୋଇଛି। ପେପର୍ ମାଗାଜିନ୍ ପାଇଁ ସେ କରିଥିବା ନ୍ୟୁଡ୍ ଫଟୋଶୁଟ ମହିଳାଙ୍କ ଭାବାବେଗକୁ…
ଭୁବନେଶ୍ୱର,୨୬।୭: ଭାରତୀୟ ଗଣତନ୍ତ୍ରର ସର୍ବୋଚ୍ଚ ପ୍ରତୀକ ତ୍ରିରଙ୍ଗାକୁ ଉତ୍ତୋଳନ କରିବାର ଅଧିକାର ନିକଟରେ ଜନସାଧାରଣଙ୍କୁ ପ୍ରଦାନ କରାଯାଇଛି। ଭାରତ ସରକାରଙ୍କ ଦ୍ୱାରା ଫ୍ଲାଗ୍ କୋଡ୍ ଅଫ୍ ଇଣ୍ଡିଆର…
ନୂଆଦିଲ୍ଲୀ,୨୬।୭: ଗତ କିଛି ମାସ ହେବ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କାରଣ ଯୋଗୁ ଭାରତୀୟ ଶେୟାର ବଜାରର କାରବାର ଉପର ତଳ ହେଉଛି। ଫଳରେ କେଉଁ…
ଭୁବନେଶ୍ବର, ୨୬ା୭(ବ୍ୟୁରୋ): ନ୍ୟାଶନାଲ୍ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ନେତା ରାହୁଲ ଗାନ୍ଧୀଙ୍କୁ ଇଡି ପକ୍ଷରୁ ଏକାଧିକ ଥର ଜେରା କରାଯାଇସାରିଛି। ଦଳୀୟ…
ମେଲବୋର୍ନ,୨୬।୭: ଅଷ୍ଟ୍ରେଲିଆର ଅପ ସ୍ପିନର ନାଥନ ଲାୟନ ଦ୍ୱିତୀୟ ବିବାହ କରିଛନ୍ତି। ପ୍ରେମିକା ନାଥନ ମ୍ୟାକାର୍ଥୀଙ୍କ ସହ ତାଙ୍କ ବିବାହ ସମ୍ପନ୍ନ ହୋଇଛି। ବାହାଘର ପରେ ଲାୟନ…
ପେପର ମାଗାଜିନ୍ ପାଇଁ ବଲିଉଡ୍ ଅଭିନେତା ରଣବୀର ସିଂ କରିଥିବା ନ୍ୟୁଡ୍ ଫଟୋଶୁଟ୍କୁ ନେଇ ଏବେ ସବୁ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକେ…
ନୂଆଦିଲ୍ଲୀ, ୨୬ା୭: ଇସ୍ଲାମରେ ହିଜାବ ପରିଧାନ ଜରୁରୀ ନୁହେଁ ବୋଲି କର୍ନାଟକ ହାଇକୋର୍ଟ ରାୟକୁ ଚ୍ୟାଲେଞ୍ଜ କରି ହୋଇଥିବା କେତେକ ଛାତ୍ରୀଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଖୁବ୍ଶୀଘ୍ର…