Home Left

ଶତାୟୁ ହେଲେ ବି ଶାଳରେ କରୁଛନ୍ତି କାମ

ମହାକାଳପଡା,୩୦ା୯(ଡି.ଏନ.ଏ.):ଭାରତ ୧୯୪୭ରେ ସ୍ବାଧୀନତା ଲାଭ କରିଥିଲା। ଏହି ସମୟରେ ପୂର୍ବ ପାକିସ୍ତାନ ଏବେକାର ବାଂଲାେ ଦଶରେ ଗୃହଯୁଦ୍ଧରେ ସଂଖ୍ୟାଧିକ ମହିଳାପୁରୁଷ ନିର୍ଯାତିତ ହୋଇଥିଲେ। ସେମାନେ ଭାରତକୁ ପଳାଇ…

4 years ago

ମୂର୍ତ୍ତି ଗଢୁଛନ୍ତି କୋଲକାତା କାରିଗର

ଜଗତ୍‌ସିଂହପୁର ଅଫିସ, ୩୦ା୯:ଦୁର୍ଗା ପୂଜା ଯେତିକି ପାଖେଇ ଆସୁଛି,ପାର୍ବଣ ପରିବେଶ ସେତିକି ଅନୁଭୂତ ହେଉଛି। ଏଥିମଧ୍ୟରେ ଜଗତ୍‌ସିଂହପୁର ସହରର ପ୍ରାୟତଃ ପୂଜା ମଣ୍ଡପ ଓ କ୍ଲବ ପକ୍ଷରୁ…

4 years ago

‘ମୁଁ ଓଲ୍ଡଟାଉନ୍‌ ଗୁଣ୍ଡା, ୫୦ହଜାର ଘରେ ନ ପହଞ୍ଚତ୍ଲେ ଭଲ ହେବନି’

ଭୁବନେଶ୍ୱର,୩୦।୯(ବ୍ୟୁରୋ): ବର୍ଷକୁ କୋଟି କୋଟି କମାଉଛୁ, କିନ୍ତୁ ପଚାଶ ହଜାର ଦେବୁ ନାହିଁ କାହିଁକି? ମୁଁ ଓଲ୍ଡଟାଉନ୍‌ ଗୁଣ୍ଡା, ମୋର କିଛି ଶୁଣିବାର ନାହିଁ। ଦୁର୍ଗା ପୂଜା…

4 years ago

କାଠି, ଓସ୍ତପତ୍ରରେ ସୁନ୍ଦର କଳାକୃତି

ପାରାଦୀପ,୩୦ା୯(ସ୍ବ.ପ୍ର.):ଆଇସ୍‌କ୍ରିମ ଓ ଦିଆସିଲି କାଠି ସହ ଓସ୍ତପତ୍ର ଆଦିରେ ବିଭିନ୍ନ କଳାକୃତି କରୁଛନ୍ତି ପାରାଦୀପର ଶ୍ରୁତି ରଞ୍ଜନ ମୁଦୁଲି, ତାଙ୍କ ପୈତୃକ ଗ୍ରାମ ଜଗତ୍‌ସିଂହପୁର ଜିଲା ନାଉଗାଁସ୍ଥିତ…

4 years ago

ଭାରତକୁ ୨ ସ୍ବର୍ଣ୍ଣ, ୧ ବ୍ରୋଞ୍ଜ

ଭୁବନେଶ୍ୱର, ୩୦।୯ (କ୍ରୀଡ଼ା ପ୍ରତିନିଧି):ଜର୍ଜିଆର ବାଟୁମିଠାରେ ବିଶ୍ୱ କ୍ୟାଡେଟ୍‌ ଚେସ୍‌ ଚାମ୍ପିୟନଶିପ୍‌ ଚଳିତ ମାସ ୧୫ରୁ ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମାନଜନକ ପ୍ରତିଯୋଗିତାରେ ୮…

4 years ago

ଉତ୍କଳମଣିଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପ: ଓଏମ୍‌ସି ଆର୍ଥିକ ସହାୟତା କରିବ

ଭୁବନେଶ୍ୱର,୩୦ା୯(ବ୍ୟୁରୋ): ଆସନ୍ତା ୫ ବର୍ଷ ପାଇଁ ଉତ୍କଳମଣିଙ୍କ ଜନ୍ମପୀଠର ରକ୍ଷଣାବେକ୍ଷଣ ନିମନ୍ତେ ଓଡ଼ିଶା ଖଣି ନିଗମ (ଓଏମ୍‌ସି) ଆର୍ଥିକ ସହାୟତା ଯୋଗାଇବ। ଗୁରୁବାର ମୁଖ୍ୟ ଶାସନ ସଚିବ…

4 years ago

ମ୍ୟାନମାରରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୧

ନାଇପିଡ,୩୦ ।୯: ମ୍ୟାନମାରର ବର୍ମାରେ ଶୁକ୍ରବାର ସକାଳେ ଭୂକମ୍ପ ଅନୁଭୁତ ହୋଇଛି । ନ୍ୟାଶନାଲ ସେଣ୍ଟର ଫର ସିସ୍ମୋଲୋଜିର ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା…

4 years ago

ଶୂନ ମାଧ୍ୟାକର୍ଷଣରେ ଫୁଟବଲ୍‌ ମ୍ୟାଚ

ଲିସ୍‌ବନ୍‌: ଜିରୋ ଗ୍ରାଭିଟି ବା ଶୂନ ମାଧ୍ୟାକର୍ଷଣରେ ଫୁଟ୍‌ବଲ ମ୍ୟାଚ୍‌। ଅନେକଙ୍କୁ ଏହି କଥା ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ହେଲେ ନିକଟରେ ପର୍ତ୍ତୁଗିଜ୍‌ ଫୁଟବଲ୍‌ ଲିଜେଣ୍ଡ୍‌ ଲୁଇସ୍‌ ଫିଗୋଙ୍କ…

4 years ago

ଚାଇଁପାଳ ବିଦ୍ୟୁତ୍‌ ଡିଭିଜନକୁ ଜରିମାନା

ଅନୁଗୋଳ ଅଫିସ, ୩୦ା୯: ଅନୁଗୋଳ ଜିଲା ଖାଉଟି ବିବାଦ ବିଚାର ଆୟୋଗ ପକ୍ଷରୁ ଏକ ମାମଲାର ବିଚାର କରାଯାଇ ତାଳଚେର ଚାଇଁପାଳ ବିଦ୍ୟୁତ୍‌ ଡିଭିଜନକୁ ଜରିମାନା କରାଯାଇଛି।…

4 years ago

ଗହଳିରୁ ରକ୍ଷାକରିବ ଏୟାର ଟାକ୍ସି

ବେଙ୍ଗାଲୁରୁ: ରାସ୍ତାରେ ଟ୍ରାଫିକ୍‌ ଜାମ୍‌ ହେଲେ ଦୀର୍ଘ ସମୟ ଅପେକ୍ଷା କରିବା ଅଧିକାଂଶଙ୍କ ପାଇଁ କାଠିକର ପାଠ। ଅନେକେ ଭାବନ୍ତି ଯଦି ଭିଡ଼ରୁ ଉଡ଼ିକରି ଯିବାର ସୁବିଧା…

4 years ago