ଭୁବନେଶ୍ୱର,୧୦ା୧୦(ବ୍ୟୁରୋ): ଏକ ବଡ଼ କମ୍ପାନୀରେ ଚାକିରି ଦେବାକୁ କହି ଜଣେ ମହିଳାଙ୍କୁ ରାଜଧାନୀ ଭୁବନେଶ୍ୱରରୁ ନେଇ ବ୍ରହ୍ମପୁରରେ ବଳାତ୍କାର କରାଯାଇଛି। ଏନେଇ ପୀଡିତା ଜଣକ ଶହୀଦନଗର ଥାନାରେ…
ଭୁବନେଶ୍ୱର, ୧୦।୧୦(ବ୍ୟୁରୋ) - ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଆସନ୍ତା ୧୭ ତାରିଖରୁ ରାଜ୍ୟର ମେଡିକାଲ କଲେଜଗୁଡ଼ିକରେ କାଉନ୍ସେଲିଂ ଆରମ୍ଭ ହେବ। ମୋଟ ୨,୨୦୦ ସିଟ୍ ମଧ୍ୟରୁ…
ଆର୍.ଉଦୟଗିରି,୧୦ା୧୦(ଡି.ଏନ୍.ଏ.)-ଗଜପତି ଜିଲା ମୋହନା ବ୍ଲକ ମଳାସପଦର ପଞ୍ଚାୟତ ଦୁର୍ଗମ ଯାମଲିଙ୍ଗ ଗାଁରେ ଶିଶୁପୁତ୍ରକୁ ଜନ୍ମ କରିବାର ୭ଦିନ ପରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ହେଲେ ଶିଶୁର…
ନୂଆଦିଲ୍ଲୀ,୧୦ା୧୦: ଭାରତ-ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ ଦିନିକିଆ ସିରିଜ୍ର ଅନ୍ତିମ ମୁକାବିଲା ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମରେ ଖେଳାଯିବ। ମଙ୍ଗଳବାର ଖେଳାଯିବାକୁ ଥିବା ସିରିଜ୍ ନିର୍ଣ୍ଣାୟକରେ ଭାରତୀୟ ଓପ୍ନରଙ୍କ…
ଜଳେଶ୍ୱର, ୧୦ା୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ମୁଣୁତୁଣୀ ଗାଁର ଚିତ୍ରଶିଳ୍ପୀ ଅଜୟ କୁମାର ଘୋଷ ଗଜଲକ୍ଷ୍ମୀ ପୂଜା ଅବସରରେ ଏକ କଦଳୀପତ୍ରରେ ଲକ୍ଷ୍ମୀଙ୍କର ପ୍ରତିଛବି ନିଖୁଣ ଭାବେ…
ରାଉରକେଲା ଅଫିସ,୧୦।୧୦: ରାଉରକେଲା ଛେଣ୍ଡ୍ ଥାନା ଅଧୀନ ପ୍ରଧାନପାଲି ନିକଟ କୋଏଲ ନଦୀରୁ ଜଣେ ମହିଳାଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ପୋଲିସ ମୃତଦେହକୁ ଆରଜିଏଚ୍ ମର୍ଗରେ…
ବମ୍ବେ: ବଲିଉଡ୍ର ସଫଳ ବୈବାହିକ ଜୀବନ ବିତାଇଥିବା ଦମ୍ପତିମାନଙ୍କ ମଧ୍ୟରୁ ମହାନ ଅଭିନେତା ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ଅନ୍ୟତମ। ଏକ ସମୟରେ ଅନେକ ନାୟିକାଙ୍କ…
ଭବାନୀପାଟଣା,୧୦।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳରେ କୁମାରପୂର୍ଣ୍ଣିମା ରାତିରେ ବିଭିନ୍ନ ସ୍ଥାନରେ ଜୁଆ ଖେଳ ହେଉଥିବା ଅଭିଯୋଗ ପାଇ ପୋଲିସ ଚଢ଼ାଉ କରିଥିଲା। ଚଢାଉ ବେଳେ…
ଯୋଡ଼ା,୧୦ା୧୦(ଡି.ଏନ.ଏ): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ବଳଦା କଚା ସାହିଠାରେ ଟଙ୍କା ଭାଗ ବଣ୍ଟାକୁ କେନ୍ଦ୍ରକରି ଏକ ହତ୍ୟାକାଣ୍ଡ ଘଟିଛି। ଠେଙ୍ଗା ମାଡ଼ରେ ଜଣଙ୍କର ମୃତ୍ୟୁ…
କୋଲକାତା,୧୦।୧୦: ଦକ୍ଷିଣ କୋଲକାତାର ମୋମିନପୁର ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ବହୁ ଲୋକ ଆହତ ହୋଇଛନ୍ତି। କେତେକ ଘର ଏବଂ ଗାଡ଼ି ଭଙ୍ଗାରୁଜା…