ଭାରତର ଉଦ୍ୟୋଗୀ ମନୋଭାବର ଏକ ଉଜ୍ଜ୍ୱଳ ଆଲୋକ ଥିଲେ ରତନ ଟାଟା, ନବୀନ କହିଲେ ସମଗ୍ର ବିଶ୍ୱରେ…
ଭୁବନେଶ୍ୱର,୧୦ା୧୦: ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ଏନେଇ ଶୋକ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ…
ଓଡ଼ିଶା ସହ ଏମିତି ଥିଲା ରତନ ଟାଟାଙ୍କ ସମ୍ପର୍କ…
ମୁମ୍ବାଇ/ଭୁବନେଶ୍ୱର,(୧୦ା୧୦): ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ବୟସାଧିକ କାରଣରୁ ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିବା ରତନଙ୍କୁ କିଛିଦିନ…
ସଫାରି ବସ୍ର ଝରକାରେ କଲରାପତରିଆ
ବେଙ୍ଗାଲୁରୁ: କର୍ନାଟକର ବନ୍ନେରଘଟ୍ଟା ଜାତୀୟ ଉଦ୍ୟାନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଏକ କଲରାପତରିଆ ବାଘ ଗୋଟିଏ ସଫାରି ବସ୍ର ଝରକା ଉପରେ ଚଢ଼ିଯାଇଥିବା ଦେଖିବାକୁ ମିଳିଛି। ବାଘ ଦୀର୍ଘ ସମୟ ଧରି ଝରକାର ଜାଲିକୁ ଧରି…
କମିନି ଡାକସେବାର ଗୁରୁତ୍ୱ
ପ୍ରତିବର୍ଷ ଅକ୍ଟୋବର ୯ରେ ସାରା ବିଶ୍ୱରେ ବିଶ୍ୱ ଡାକ ଦିବସ ପାଳନ କରାଯାଏ। ଭାରତରେ ଅକ୍ଟୋବର ୯ରୁ ୧୫ ପର୍ଯ୍ୟନ୍ତ ଡାକ ସପ୍ତାହ ଭାବରେ ପାଳନ କରାଯାଏ। ଡାକ ଦିବସ ପାଳନ ପଛର ଉଦ୍ଦେଶ୍ୟ ହେଉଛି ଡାକ ସେବାର ଗୁରୁତ୍ୱ ବିଷୟରେ…
ଆବେଦନର ୪୮ ବର୍ଷ ପରେ ନିଯୁକ୍ତି ଅଫର
ଲଣ୍ଡନ: ଟିଜି ହୋଡ୍ସନ (୭୦) ନାମ୍ନୀ ଜଣେ ପୂର୍ବତନ ଷ୍ଟଣ୍ଟ ଓମ୍ୟାନ୍ ୪୮ ବର୍ଷ ପୂର୍ବେ ଏକ ମୋଟରସାଇକେଲ ଷ୍ଟଣ୍ଟ ରାଇଡର ଚାକିରି ପାଇଁ ଆବେଦନ କରିଥିଲେ। ତେବେ ଆବେଦନ କରିବାର ୪୮ ବର୍ଷ ପରେ ହୋଡ୍ସନ ସୋମବାର ତାଙ୍କର ନିଯୁକ୍ତି ପତ୍ରକୁ…
ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଭାରତୀୟ ବାୟୁସେନା
ପ୍ରତିବର୍ଷ ୮ ଅକ୍ଟୋବରରେ ଭାରତୀୟ ବାୟୁସେନା ଦିବସ ପାଳନ କରାଯାଏ। ଚଳିତବର୍ଷ ଭାରତୀୟ ବାୟୁସେନା ଏହାର ୯୨ତମ ବାର୍ଷିକୀ ଉତ୍ସବ ପାଳନ କରିବ। ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଲା ଭାରତୀୟ ବାୟୁସେନାର ଗୁରୁତ୍ୱ ବିଷୟରେ ଲୋକଙ୍କୁ ଅବଗତ କରାଇବା।…
ବାତ୍ୟାରେ ୫୦ କି.ମି. ଚାଲି ଝିଅ ବିବାହରେ ପହଞ୍ଚିଲେ
ୱାଶିଂଟନ୍: ସମ୍ପ୍ରତି ଆମେରିକାର ଦକ୍ଷିଣ କାରୋଲିନା ନିବାସୀ ଡେଭିଡ୍ ଜୋନ୍ସ ନିଜ ଝିଅ ଏଲିଜାବେଥ୍ଙ୍କ ବିବାହ ଉତ୍ସବରେ ପହଞ୍ଚିବା ପାଇଁ ପ୍ରବଳ ବାତ୍ୟା ମଧ୍ୟରେ ୫୦ କିଲୋମିଟର ପର୍ଯ୍ୟନ୍ତ ଚାଲିଥିଲେ। ଏଲିଜାବେଥଙ୍କ ବିବାହ ଉତ୍ସବ ଟେନେସିରେ ହେଉଥିବାବେଳେ ଦକ୍ଷିଣ କାରୋଲିନାରୁ ସେଠାରେ…
ଡରାଇଲାଣି ନାଷ୍ଟ୍ରେଦମସଙ୍କ ଭବିଷ୍ୟବାଣୀ, ଅକ୍ଟୋବରରେ ଆସିପାରେ ବଡ଼ ବିପର୍ଯ୍ୟୟ
ଡରାଇଲାଣି ନାଷ୍ଟ୍ରେଦମସଙ୍କ ଭବିଷ୍ୟବାଣୀ । ୪୫୦ ବର୍ଷ ପୂର୍ବରୁ କରିସାରିଛନ୍ତି ପୂର୍ବାନୁମାନ । ଆଉ ଏହା ଅକ୍ଟୋବରରେ ସତ ହୋଇପାରେ ବୋଲି ପୂର୍ବାନୁମାନ କରିଛନ୍ତି। ଆଗରୁ ଅନେକ ସତ ପ୍ରମାଣିତ ହୋଇଛି । ନାଷ୍ଟ୍ରେଦମସ ରାଷ୍ଟ୍ରପତି ଜନ ଏଫ କେନେଡିଙ୍କ ହତ୍ୟା,…
ଜାଣନ୍ତୁ ଦେଶର ସୁନାଝିଅଙ୍କ ବିଷୟରେ
ଅବନୀ ଲେଖ୍ରା। ୧୨ ବର୍ଷର ହୋଇଥିବାବେଳେ ଏକ ଦୁର୍ଘଟଣାରେ ତାଙ୍କର ପାରାଲିସିସ୍ ହୋଇଯାଏ। ଫଳରେ ତାଙ୍କୁ ହ୍ବିଲ ଚେୟାରର ସାହାରା ନେବାକୁ ପଡିଲା। ତାଙ୍କର ଦୁନିଆ ପୂରା ବଦଳିଗଲା। ସେ ଭାଙ୍ଗିପଡ଼ିଲେ। ହେଲେ ତାଙ୍କ ବାପା ତାଙ୍କୁ ସାହସ ଦେଲେ। ଆଉ…
ଏତେ ଲମ୍ବା କେଶ, ଶୁଖିବାକୁ ଲାଗେ…
ଫ୍ଲୋରିଡା, କ୍ଲେରମୋଣ୍ଟର ଆଶା ମଣ୍ଡେଲା ଏମିତି ଏକ ରେକର୍ଡ କରିଛନ୍ତି ଯାହାକୁ ଆଜିଯାଏ କେହି ଭାଙ୍ଗି ପାରୁନାହାନ୍ତି। ତାହା ହେଉଛି ସବୁଠୁ ଲମ୍ବା କେଶର ରେକର୍ଡ। ତାଙ୍କ କେଶର ଲମ୍ବା ହେଉଛି ୩୩.୫ ମିଟର ବା ୧୧୦ ଫୁଟ୍। ତାଙ୍କ କେଶର…
ପ୍ରଥମ ଦରମାରେ ଭାଇଭଉଣୀଙ୍କ ପଢ଼ାଖର୍ଚ୍ଚ ତୁଲାଇଥିଲି
ବାପା ମା’ଙ୍କର ମୁଁ ଥିଲି ସବୁଠାରୁ ବଡ଼ପୁଅ। ମୋ ତଳେ ଆହୁରି ଚାରି ଭାଇ ଓ ଦୁଇ ଭଉଣୀ, ମାନେ ଆମେ ସାତ ଭାଇଭଉଣୀ। ବଡ଼ ପରିବାର। ବାପା ଥିଲେ ହାଇସ୍କୁଲ ଶିକ୍ଷକ। ଅବଶ୍ୟ ରିଟାୟାର୍ଡ଼ ବେଳକୁ ସି.ଟି. ସ୍କୁଲର ହେଡ୍ମାଷ୍ଟର…
ବୁଲଡୋଜର-ଜେସିବି ମଧ୍ୟରେ ତଫାତ ଜାଣନ୍ତି କି? ଉତ୍ତର ନା ହୋଇଥିଲେ ଜାଣି ନିଅନ୍ତୁ…
ଆପଣ ନିଶ୍ଚିତ ଭାବେ ମାଟି ଖୋଳୁଥିବା ବେଳେ ଜେସିବି ନଚେତ ବୁଲଡୋଜରକୁ ଦେଖିଥିବେ। ହେଲେ କ’ଣ ଆପଣ ଉଭୟଙ୍କ ମଧ୍ୟରେ ଫରକ କ’ଣ ଜାଣନ୍ତି କି? ଯଦି ଆପଣ ଜାଣି ନାହାନ୍ତି ତେବେ ଆଜି ସେ ବିଷୟରେ ଜଣାଇବୁ। ବୁଲଡୋଜର ଏକ…
Archives


