ଫୁରସତ

ସିଂହୀକୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲା ନେଉଳ, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ସିଂହକୁ ଜଙ୍ଗଲର ରାଜା କୁହନ୍ତି। ଏହି ହିସାବରେ ସିଂହୀକୁ ଜଙ୍ଗଲର ରାଣୀ କୁହନ୍ତି। କୁହାଯାଏ, ସିଂହଠାରୁ ବେଶି ରାଗି ସିଂହୀ ଅଟେ। ଯେତେବେଳେ ସିଂହୀ ଖାଦ୍ୟ ଶିକାରରେ ବାହାରେ ସେତେବେଳେ ଏହା ଆଗରେ ଯିଏ ପଡ଼େ ସିଏ ରକ୍ଷା ପାଏ ନାହିଁ।…

ଚର୍ଚ୍ଚାରେ ‘ସାଇଲେଣ୍ଟ ବାରାତି’, ବିନା ବ୍ୟାଣ୍ଡ-ବାଜାରେ ବରଯାତ୍ରୀ କରୁଛନ୍ତି ଡ୍ୟାନ୍ସ, କାରଣ ଜାଣିଲେ କରିବେ ବାଃ ବାଃ…

ଦେଶରେ ବିବାହ ଋତୁ ଧୁମଧାମରେ ଚାଲିଛି। ବିବାହ ଉତ୍ସବରେ ରଶମ ସାଙ୍ଗକୁ ବେଶୀ ଆକର୍ଷଣୀୟ ହୋଇଥାଏ ବରଯାତ୍ରୀ ଡ୍ୟାନ୍ସ। କୁହାଯାଏ ବରଯାତ୍ରୀ ବିନା ବିବାହ କାର୍ଯ୍ୟକ୍ରମ ଅଧୁରା। ବାରାତିରେ ଡିଜେ ସାଉଣ୍ଡ ସାଙ୍ଗକୁ ବ୍ୟାଣ୍ଡ ବାଜାର ଶଦ୍ଦ ବି ଲୋକଙ୍କୁ ମତୁଆଲା…

Stunt Video: ଟ୍ରକ୍‌ ଆଗକୁ ଯାଇ ଷ୍ଟଣ୍ଟ କରୁଥିଲେ ଯୁବକ, ହଠାତ୍‌ ହେଲା ଭୟଙ୍କର ଦୁର୍ଘଟଣା; ତା ପରେ…

ଯୁବକମାନଙ୍କୁ ଷ୍ଟଣ୍ଟ କରିବା ପସନ୍ଦ। ଇଣ୍ଟରନେଟ୍‌ରେ ଷ୍ଟଣ୍ଟର ଅନେକ ଭିଡିଓ ଭାଇରାଲ ହୋଇଥାଏ। ହେଲେ ଏବେ ଏକ ଭୟଙ୍କର ଷ୍ଟଣ୍ଟ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିବା ପରେ ଆପଣ ଆଖିକୁ ବିଶ୍ୱାସ କରିପାରିବେ ନାହିଁ। ଭିଡିଓରେ ଜଣେ ଯୁବକ ଷ୍ଟଣ୍ଟ…

ମାଲିକଙ୍କ ଲଫାପାରେ ରଖିଥିବା ୩ ଲକ୍ଷ ଟଙ୍କାକୁ ଚଳୁକଲା କୁକୁର, ସମ୍ପୂର୍ଣ୍ଣ ଘଟଣା ଜାଣିଲେ…

ବେଳେବେଳେ ଏକ ଛୋଟ ଅସାବଧାନତା ବହୁତ ଭାରୀ ପଡ଼ିଥାଏ। ଯାହା ଲାଗି ଅନୁତାପ କରିବାକୁ ପଡ଼ିଥାଏ। ଆମେରିକାର ପେନସିଲଭାନିଆରୁ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଗୋଟିଏ କୁକୁର ନିଜ ମାଲିକଙ୍କର ୩ ଲକ୍ଷ ଟଙ୍କା ଚଳୁ…

୩ଲକ୍ଷ ଟଙ୍କା ଚୋବାଇଦେଲା ପୋଷା କୁକୁର, ମଳରୁ ବାହାର କଲେ ଛିଣ୍ଡାନୋଟ, ଆଉ ତା’ ପରେ…

ଇଂଲଣ୍ଡ,୫।୧: ୟୁକେର ଜଣେ ଦମ୍ପତିଙ୍କ ସହ ଏପରି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣଙ୍କ ହୋସ୍‌ ଉଡିଯିବ। ତାଙ୍କରି ଘରେ ତାଙ୍କ ସାମ୍ନାରେ ତାଙ୍କ ପୋଷା କୁକୁର ୪ହଜାର ଡଲାର ଅର୍ଥାତ ୩.୩୨ଲକ୍ଷ ଟଙ୍କା ଚୋବାଇ ଖାଇଦେଲା। ଯାହାକୁ ଦେଖି…

ସମୁଦ୍ରରେ ବୁଡିଯିବ ଜାପାନର ଲୋକପ୍ରିୟ କାନସାଇ ଏୟାରପୋର୍ଟ, ବୋଝ ସାଜୁଛି ମନୁଷ୍ୟକୃତ ବିପଦ

ଅଟାଓ୍ବା,୫।୧: ଜାପାନ ୨୦ଅରବ ଡଲାର ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରି ଯେଉଁ ଏୟାରପୋର୍ଟ ତିଆରି କରିଥିଲା ତାହା ଏବେ ସମୁଦ୍ରରେ ବୁଡିବାକୁ ଯାଉଛି। ଦେଶର ଗ୍ରେଟର ଓସାକାସ୍ଥିତ କାନସାଇ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ମଣିଷ ଦ୍ୱାରା ନିର୍ମିତ ଦ୍ୱୀପରେ ଅବସ୍ଥିତ। ତେବେ…

ଜେଜେବାପା ବୟସର ବ୍ୟକ୍ତିଙ୍କ ପ୍ରେମରେ ପଡ଼ି ବିବାହ କଲେ ଏହି ୨୮ ବର୍ଷୀୟ ଯୁବତୀ; ଟ୍ରୋଲ ହେବା ପରେ କହିଲେ-‘ମୋ ପ୍ରେମ ଶାଶ୍ୱତ’

କଥାରେ ଅଛି ପ୍ରେମ ମାନେନା ବୟସ। ଠିକ୍‌ ସେଭଳି ଏକ ଘଟଣାକ୍ରମରେ ୭୦ ବର୍ଷୀୟ ବୃଦ୍ଧଙ୍କୁ ଭଲପାଇ ବସିଛନ୍ତି ୨୮ ବର୍ଷୀୟ ଯୁବତୀ। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। ଏକ ଡେଟିଂ ଆପ୍‌ରେ ଯୁବତୀଜଣଙ୍କ ବୃଦ୍ଧଙ୍କୁ ଭେଟିଥିଲେ। ଧିରେ ଧିରେ…

ଟ୍ୟାକ୍ସ ଦେଉ ନ ଥିଲେ ପ୍ରେମିକ, ଧୋକା ଦେବା ପରେ ଆୟକର ବିଭାଗରେ ଅଭିଯୋଗ କରିଦେଲେ ମହିଳା, ଆଉ ତା’ପରେ…

ଓ୍ବାଶିଂଟନ୍‌,୫।୧: ଧୋକେବାଜ୍‌ ପ୍ରେମିକଙ୍କ ଠାରୁ ପ୍ରତିଶୋଧ ନେବାକୁ ମହିଳାଜଣକ କିଛି ଏପରି କାରନାମା କରିଛନ୍ତି ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆମେରିକାର ଜଣେ ମହିଳା ତାଙ୍କୁ ଧୋକା ଦେଇଥିବା ପ୍ରେମିକଙ୍କୁ ଦଣ୍ଡ ଦେବା ପାଇଁ ଆୟକର ବିଭାଗ(ଇନକମ୍‌ ଟ୍ୟାକ୍ସ)ରେ ଅଭିଯୋଗ…

ଜାଣନ୍ତି କି ପ୍ରଖ୍ୟାତ ଆଉ ବିଖ୍ୟାତ ମଧ୍ୟରେ କ’ଣ ରହିଛି ଫରକ୍‌ , ଯଦି ନା ତେବେ ଜାଣି ରଖନ୍ତୁ ଏହି ଦୁଇଟି ଶବ୍ଦ

ଭାଷାରେ ଅନେକ ଶବ୍ଦ ଅଛି ଯାହା ସମାନ ଦେଖାଯାଏ। କିନ୍ତୁ ସେମାନଙ୍କର ଅର୍ଥ ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ। ପ୍ରାୟତଃ ଲୋକମାନେ ଏହିପରି ଶବ୍ଦଗୁଡ଼ିକୁ ଅଦଳବଦଳ ଭାବରେ ବ୍ୟବହାର କରନ୍ତି। ଏହି କାରଣରୁ ସେହି ଲୋକମାନେ ସେହି ଶବ୍ଦଗୁଡ଼ିକ ମଧ୍ୟରେ ପାର୍ଥକ୍ୟ ଜାଣିପାରନ୍ତି…

ସବୁଠୁ ଖରାପ ଶହେ ଖାଦ୍ୟ ଲିଷ୍ଟରେ ଆଳୁ, ବାଇଗଣ ଭରତା

ନୂଆଦିଲ୍ଲୀ: ସମସ୍ତଙ୍କ ଘରେ ବିଭିନ୍ନ ପ୍ରକାର ପନିପରିବା ରୋଷେଇ ହୋଇଥାଏ। ଏଥିମଧ୍ୟରୁ କିଛି ଏପରି ହୋଇଥାଏ, ଯାହା ସମସ୍ତଙ୍କୁ ଖାଇବାକୁ ଭଲ ଲାଗେନି। ଏପରି ପରିବା ହେଉଛି କଲରା ଓ ବାଇଗଣ, ଏହାକୁ ସମସ୍ତେ ଖାଇବାକୁ ପସନ୍ଦ କରନ୍ତିନି। ନିକଟରେ ଲୋକେ…

ଦିନରେ ୧୦ ହଜାର ଥର ଶୁଏ

ନୂଆଦିଲ୍ଲୀ: ଦୁନିଆରେ ଅନେକ ଲୋକଙ୍କ ମଧ୍ୟରେ କିଛି ଲୋକ ବହୁତ ଅଳସୁଆ ପ୍ରକୃତିର ଥାନ୍ତି। ଯେଉଁମାନଙ୍କୁ ଅଧିକାଂଶ ସମୟ ଶୋଇବାକୁ ଭଲ ଲାଗେ। ହେଲେ ଏପରି ଏକ ଜୀବ ଅଛି, ଯିଏ ଦିନରେ ୨-୪ ଥର ନୁହେଁ, ୧୦ ହଜାର ଥର…

ପ୍ଲାଟଫର୍ମରେ ନାଚୁ ନାଚୁ ଯୁବତୀଙ୍କ ଉଡିଲା ହୋସ, ଖାଇଲେ ଶକ୍ତ ଚାପୁଡା

ଅନେକ ଥର ସୋସିଆଲ ମିଡିଆରେ ମଜାଳିଆ ଭିଡିଓ ଦେଖାଯାଏ। ଏହିପରି ଭିଡିଓ ଲୋକମାନଙ୍କୁ ହସାଇଥାଏ। ଆଜିକାଲି ଇଣ୍ଟରନେଟରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ଯୁବତୀ ନାଚିବାବେଳେ ଏପରି କାର୍ଯ୍ୟ କରିଥିଲେ ଯେ ତାଙ୍କ ସାମ୍ନାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri