ଫୁରସତ

ଏହି ଦେଶରେ ହଠାତ୍‌ ବଦଳୁଛି କୁକୁର ରଙ୍ଗ: ବୈଜ୍ଞାନିକ ଆଶ୍ଚର୍ଯ୍ୟ

ଯେଉଁଠାରେ ମଣିଷ ପାଦ ଦେବା ପାଇଁ ମଧ୍ୟ ଭୟ କରନ୍ତି, ସେହି ସ୍ଥାନରେ କୁକୁରମାନେ ଏବେ ନୀଳ ରଙ୍ଗର ହୋଇଯାଉଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ସତ। ୟୁକ୍ରେନର ଚେର୍ନୋବିଲରେ କୁକୁରଙ୍କ ଲୋମ ନୀଳ ହୋଇଯାଉଛି। ସେହି ଅଞ୍ଚଳରେ ୩୯ ବର୍ଷ…

କେମିତି ସୁରକ୍ଷିତ ରଖିବେ Gmail ପାସ୍‌ଓ୍ବାର୍ଡ, ହ୍ୟାକର ବି କରିପାରିବେନି ହ୍ୟାକ୍‌

ଆମର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା ଏବଂ ସରକାରୀ ସୂଚନା ଆମ Gmail ଆକାଉଣ୍ଟରେ ସଂରକ୍ଷିତ ଅଛି। ଆମେ ଏହି ଇମେଲ ମାଧ୍ୟମରେ ଅନେକ ଆପ୍‌ ଆକ୍ସେସ କରୁ ଏବଂ ଏହା ଅନେକ ସ୍ଥାନ ସହିତ ଲିଙ୍କ୍‌ ହୋଇଛି। ତେଣୁ ଆମେ ଏହାର…

ନଭେମ୍ବରରେ ଧ୍ୱଂସ ହୋଇଯିବ ପୃଥିବୀ! ଏଲିଅନ କରିବେ ଆଟାକ୍‌, ଡେଟ୍‌ ଦେଲେ ବୈଜ୍ଞାନିକ

ନୂଆଦିଲ୍ଲୀ,୨୯।୧୦: ଶେଷ ହେବାକୁ ଯାଉଛି ପୃଥିବୀ! ଏହା ପୂର୍ବରୁ ଅନେକ ଥର ଦାବି କରାଯାଇଛି। ଅନେକ ଲୋକ ଦାବି କରିଛନ୍ତି ଯେ ସୁନାମି, ନିଆଁ କିମ୍ବା ଅନ୍ୟ କିଛି ଦ୍ୱାରା ପୃଥିବୀ ଧ୍ୱଂସ ପାଇବ। ତଥାପି, ଏଥର ବୈଜ୍ଞାନିକମାନେ ସତର୍କ କରାଇ…

ଗୋଟିଏ ଫୋନ କଲ୍‌ ବଦଳାଇଦେଲା ଭାଗ୍ୟ: ରାତାରାତି ୨୪୦ କୋଟି ଟଙ୍କାର ମାଲିକ

ଘରେ ବସି ରାତାରାତି କୋଟିପତି। ଏହା ଏକ ସ୍ବପ୍ନ ପରି ମନେ ହୋଇପାରେ। କିନ୍ତୁ ସଂଯୁକ୍ତ ଆରବ ଏମିରେଟ୍ସ (UAE) ରେ ରହୁଥିବା ଜଣେ ଭାରତୀୟ ବ୍ୟକ୍ତିଙ୍କ ପାଇଁ, ଏହି ସ୍ବପ୍ନ ବାସ୍ତବତାରେ ପରିଣତ ହୋଇଛି। ଏହି ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି…

YouTubeରେ ୫୦ ହଜାର ସବ୍‌ସ୍କ୍ରାଇବର ହେଲେ କେତେ ଟଙ୍କା କରିପାରିବେ ରୋଜଗାର, ଜାଣନ୍ତୁ Instagramଠାରୁ ଅଧିକ ନା କମ୍‌

ଆଜିକାଲି ସୋସିଆଲ ମିଡିଆ ପ୍ଲାଟଫର୍ମ କେବଳ ମନୋରଞ୍ଜନ ନୁହେଁ ଆୟର ଏକ ଭଲ ଉତ୍ସ ପାଲଟିଛି। YouTube, Instagram ଏବଂ Facebook ପରି ସୋସିଆଲ ମିଡିଆ ଆପ୍ସରେ କଣ୍ଟେଣ୍ଟ ଅପଲୋଡD କରି ଆପଣ ଭଲ ଆୟ କରିପାରିବେ, ଯାହା tଦ୍ୱାରା ଆପଣଙ୍କର…

ପୃଥିବୀର ସବୁଠାରୁ ବଡ଼ ସୁନାର ପଦ୍ମ

ପଦ୍ମ କେବଳ ତା’ର ସୌନ୍ଦର୍ଯ୍ୟରେ ସମସ୍ତଙ୍କୁ ମତୁଆଲା କରେ ସେକଥା ନୁହଁ, ଏହାକୁ ସମୃଦ୍ଧିର ପ୍ରତିକ ବୋଲି ବି ଗଣନା କରାଯାଏ। କାରଣ ପଦ୍ମ ହେଉଛି ମା’ ଲକ୍ଷ୍ମୀଙ୍କର ପ୍ରିୟ ଫୁଲ। ହିନ୍ଦୁ ଧର୍ମର ବିଭିନ୍ନ ପୂଜାପର୍ବରେ ମା’ ଲକ୍ଷ୍ମୀଙ୍କୁ ପଦ୍ମ…

ଅସତୋ ମା ସଦ୍‌ଗମୟ, ତମସୋ ମା ଜ୍ୟୋତିର୍ଗମୟ…

ଆଲୋକର ପର୍ବ ଦୀପାବଳି। ଏହି ଦିନଟିକୁ ସମସ୍ତେ ଦୀପ, ମହମବତି ଓ ବିଭିନ୍ନ ରଙ୍ଗବେରଙ୍ଗର ଲାଇଟ୍‌ ଜଳାଇ, ବାଣଫୁଟାଇ ବେଶ୍‌ ଧୁମଧାମରେ ପାଳନ କରିଥା’ନ୍ତି। ପିଠା, ମିଠା ବଣ୍ଟନର ଆନନ୍ଦରେ ବିଭୋର ହୋଇଥା’ନ୍ତି। ପ୍ରତିବର୍ଷ ଭାରତ ବର୍ଷରେ ଏହି ପର୍ବ ପାଳନ…

ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀ

ପୁରାଣ ପ୍ରସିଦ୍ଧ ଶକ୍ତିପୀଠ ଭଦ୍ରକାଳୀ ପୀଠ। ପ୍ରତିବର୍ଷ କାଳୀପୂଜା ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀଙ୍କ ପୀଠରେ ସପ୍ତଦିବସ ବ୍ୟାପୀ ମହାଯଜ୍ଞ ସହ ମା’ଙ୍କର ସପ୍ତମାତୃକା ବେଶ ହୋଇଥାଏ। ଚଳିତବର୍ଷ ସୋମବାରଠାରୁ ମା’ ଭଦ୍ରକାଳୀ ସପ୍ତମାତୃକା ବେଶରେ ପୂଜା ପାଇବେ। ଏଥିସହ…

ଅଭିଶାପ ଭୟ: ଗାଁରେ ପାଳନ ହେଉନି ଦୀପାବଳି

ଶିମ୍‌ଲା: ହିମାଚଳ ପ୍ରଦେଶର ହମିରପୁର ଜିଲାସ୍ଥିତ ସମ୍ମୁ ଗାଁରେ ଅନେକ ଶହ ବର୍ଷ ଧରି ଦୀପାବଳି ପାଳନ କରାଯାଉ ନାହିଁ। ଦୀପାବଳି ଦିନ ଗ୍ରାମବାସୀ ଦୀପ ଜାଳନ୍ତି ନାହିଁ କି ବାଣ ଫୁଟାନ୍ତି ନାହିଁ । ସେହିପରି ଘରେ ମଧ୍ୟ କୌଣସି…

ଘର ସଫା କଲାବେଳେ କେଉଁ ଜିନିଷ ମିଳିବା ଶୁଭ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଦୀପାବଳି ଅବସରରେ ଘରଦ୍ୱାର ସଫା କଲେ ଐଶ୍ୱର୍ଯ୍ୟ ବୃଦ୍ଧି ହେବା ସହ ମାତୃକୃପା ଲାଭ ହୋଇଥାଏ। ଆଉ ଯଦି ଏହି ସଫା କରିବା ସମୟରେ ଶଙ୍ଖ, କଉଡ଼ି, ମୟୂରପୁଚ୍ଛ ଭଳି କିଛି ବିଶେଷ ଜିନିଷ ମିଳେ ତା’ହେଲେ ଏହାକୁ…

ଦୀପାବଳିରେ କରନ୍ତୁ ଏହି କାମ, ମା’ ଲକ୍ଷ୍ମୀଙ୍କ କୃପାରୁ ହେବ ଧନ ବର୍ଷା

ଚଳିତବର୍ଷ ସୋମବାର ପାଳନ କରାଯିବ ଦୀପାବଳି। ଏହି ଦିନକୁ ଦେବୀ ଲକ୍ଷ୍ମୀଙ୍କ ପୂଜା ପାଇଁ ବହୁତ ଶୁଭ ବୋଲି ବିବେଚନା କରାଯାଏ। ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ, ଭଗବାନ ରାମ ଏହି ଦିନ ୧୪ ବର୍ଷର ବନବାସ ଶେଷ କରି…

ଦୀପାବଳିରେ ସୁନାଠାରୁ ମହଙ୍ଗା ହେଲା ମିଠା! କିଲୋ ପିଛା ଦାମ ରହିଛି ୧.୨୫ ଲକ୍ଷ ଟଙ୍କା

ଜୟପୁର,୧୮।୧୦: ଦୀପାବଳି ଆସିଗଲା, ଏବଂ ବଜାରଗୁଡ଼ିକ ମିଠାରେ ପରିପୂର୍ଣ୍ଣ ହୋଇଗଲାଣି। କିନ୍ତୁ ଏଥର, ଜୟପୁରର ଏକ ମିଠା ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ସହରର ପ୍ରସିଦ୍ଧ ତ୍ୟୋହାର ସୁଇଟ୍ସ ଆଉଟଲେଟରେ ପ୍ରସ୍ତୁତ ସ୍ବର୍ଣ୍ଣ ପ୍ରସାଦମ ନାମକ ଏକ ମିଠା ବର୍ତ୍ତମାନ ସହରରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri