‘ରଘୁପତି ରାଘବ ରାଜାରାମ’ ଭଜନକୁ ପରିବର୍ତ୍ତନ କରି ବୋଲୁଥିଲେ ଗାନ୍ଧୀଜୀ, ଜାଣନ୍ତୁ ମୂଳ ଲେଖା କ’ଣ…
ନୂଆଦିଲ୍ଲୀ,୨୦।୧: ପ୍ରାଣ ପ୍ରତିଷ୍ଠା ପୂର୍ବରୁ ରାମମୟ ଦିଶିଲାଣି ସାରାଦେଶ। ଏହାରି ଭିତରେ ଶ୍ରୀରାମଙ୍କ ଭଜନ ଗୋଟିକ ପରେ ଗୋଟିଏ ଲୋକପ୍ରିୟ ହେଲାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସୋସିଆଲ ମିଡିଆ ଏକ୍ସ ହ୍ୟାଣ୍ଡେଲରେ ସବୁ ଭାଷାର ରାମଭଜନ ଶେୟାର କରି...
ଓୟୋ ବୁକ୍ କରିଥିଲେ କପଲ, ରୁମ୍ ଭିତରେ ଦେଖିଲେ ଅଦ୍ଭୁତ ଦୃଶ୍ୟ, ଭିଡିଓ ଦେଖିଲେ…
ରାଜସ୍ଥାନର ରାଜଧାନୀ ଜୟପୁରରେ ସବୁ ସମୟରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ। ପ୍ରତିବର୍ଷ ଲକ୍ଷଲକ୍ଷ ପର୍ଯ୍ୟଟକ ଏଠାକୁ ଆସନ୍ତି। ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ଏଠାରେ ଅନେକ ହୋଟେଲ ନିର୍ମାଣ କରାଯାଇଛି। ଲୋକମାନେ ସେମାନଙ୍କର ବଜେଟ୍ ଅନୁଯାୟୀ ଏଠାରେ ରୁମ୍...
ରାମଙ୍କ ଆଖି ଖୋଲା ହେଲେ ଭାଙ୍ଗିଯିବ ଦର୍ପଣ, ଘଟିଥାଏ ଆଲୌକିକ ଘଟଣା
ଯୋଧ୍ୟା,୨୦।୧: ରାମଙ୍କୁ ନେଇ ଉତ୍ସବମୁଖର ସାରା ଦେଶ। ଅପେକ୍ଷାର ଅନ୍ତ କରି ଅଯୋଧ୍ୟାରେ ବିରାଜିବେ ରାମଲଲାଙ୍କ କିଶୋର ରୂପ। ଏହାରି ଭିତରେ ଜ୍ୟୋତିଷଙ୍କ ମତକୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି ଯେ, ରାମଙ୍କ ଆଖି ଖୋଲିବା ପରେ...
Viral Video: କୈଳାସ ଖେରଙ୍କ ଗୀତ ଗାଇ ଇଣ୍ଟରନେଟ୍ରେ ଚହଳ ପକାଇଛନ୍ତି ଏହି ପାକିସ୍ତାନୀ ଗାୟକ, ମନ୍ତ୍ରମୁଗ୍ଧ କରୁଛି…
ଆଜିକାଲି ସୋସିଆଲ ମିଡିଆରେ ‘ସଇଁୟା’ ଗୀତ ଗାଇବାର ଟ୍ରେଣ୍ଡ ଚାଲିଛି। ଅନେକ ଲୋକ ଏଥିରେ ଭାଗ ନେଇ ନିଜର ଭିଡିଓ ଶେୟାର କରୁଛନ୍ତି। ଏହି କ୍ରମରେ ଜଣେ ଲୋକପ୍ରିୟ ପାକିସ୍ତାନୀ ଗାୟକଙ୍କ ଭିିଡିଓ ସାମ୍ନାକୁ ଆସିଛି, ଯାହା ବେଶ ଭାଇରାଲ...
ଦୁନିଆର ସବୁଠାରୁ ଧନୀ ପରିବାର: ୭୦୦ କାର୍, ୪୦୦୦ କୋଟିର ଘର, ୮ ଜେଟ୍, ବିପୁଳ ସମ୍ପତ୍ତି ରହିଛି ସେମାନଙ୍କ ପାଖରେ…
ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠାରୁ ଧନୀ ପରିବାର ସହିତ ପରିଚିତ କରାଇବାକୁ ଯାଉଛୁ। ଯାହାଙ୍କ ପାଖେ ଅପାର ଧନ ଅଛି । ଏହି ପରିବାର ପାଖରେ ପ୍ରାୟ ୪୦୦୦କୋଟି ଟଙ୍କାର ମହଲ, ୭୦୦ କାର୍ ଏବଂ ୮ ଟି...
୨ଫୁଟ ଲମ୍ବା ଦେଖାଯିବା ପାଇଁ କଲେ ସର୍ଜରୀ, ଏବେ ଭୋଗୁଛନ୍ତି ମରଣଯନ୍ତ୍ରଣା
ବୋଗୋଟା,୧୯।୧: ସୁନ୍ଦର ଦେଖାଯିବା ପାଇଁ ଲୋକେ ଏବେ ବିଭିନ୍ନ ପ୍ରକାର ସର୍ଜରୀ କରୁଛନ୍ତି। କେହି ଓଠ ମୋଟା କରୁଛନ୍ତି ତ କେହି ନିଜର ମୁହଁର ଶେପ ପରିବର୍ତ୍ତନ କରୁଛନ୍ତି। କିନ୍ତୁ କେବେ ଉଚ୍ଚତା ବଢାଇବା ପାଇଁ ସର୍ଜରୀ ବିଷୟରେ ଶୁଣିଛନ୍ତି...
ଚିକିତ୍ସା ବିଜ୍ଞାନରେ ବିରଳ: ମହିଳାଙ୍କ ଶରୀରରେ କାମ କରୁଛି ୧୦୮ ବର୍ଷର ମାଆଙ୍କ କିଡନୀ, ଭାବୁକ କରିବ…
ଇଂଲଣ୍ଡ,୧୯।୧: ମହିଳାଙ୍କ ଶରୀରରେ କାମ କରୁଛି ୧୦୮ ବର୍ଷର କିଡନୀ। ଶୁଣି ଆଶ୍ଚର୍ଯ୍ୟ ଳାଗୁଥିଲେ ବି ସତ। ଏପରି ଘଟଣା ଦେଖିବାକୁ ମିଳିଛି ଇଂଲଣ୍ଡରେ। ଇଂରାଜୀ ୱେବସାଇଟ ଡେଲି ମେଲରେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଇଂଲଣ୍ଡରେ ରହୁଥିବା...
ଏୟାର ହୋଷ୍ଟେସଙ୍କୁ କାମୁଡିଦେଲେ ଯାତ୍ରୀ, କରିବାକୁ ପଡିଲା ଏମରଜେନ୍ସି ଲ୍ୟାଣ୍ଡିଂ
କିଓ,୧୯।୧: ନିକଟରେ ଏୟାରଲାଇନ୍ସ/ଫ୍ଲାଇଟକୁ ନେଇ ଅନେକ ଘଟଣା ସାମ୍ନାକୁ ଆସୁଛି। ପ୍ଲେନ ୧୨ଘଣ୍ଟାରୁ ଅଧିକ ବିଳମ୍ବ ହେବାରୁ ହନିମୁନ କଟେଇବାକୁ ଯାଉଥିବା ଏକ ଦମ୍ପତିଙ୍କ ଘଟଣା ନିକଟରେ ଚର୍ଚ୍ଚାରେ ଥିଲା। ବିଳମ୍ବ ହେବାରୁ ବ୍ୟକ୍ତି ଜଣକ କ୍ରୁ ମେମ୍ବରଙ୍କୁ ମାଡ...
ମାଲିକ ବନିଲେ ଡ୍ରାଇଭର: ଥଣ୍ଡାଜ୍ୱର ନ ହେବା ପାଇଁ କର୍ମଚାରୀଙ୍କୁ ନେବାଆଣିବା କରୁଛନ୍ତି ବସ୍
ସାଲେମ,୧୯।୧: ଶୀତଋତୁ ସରିବାକୁ ଆସୁଥିଲେ ବି ଜାଡର ପଞ୍ଚା ଏବେ ବି ସାରା ବିଶ୍ୱକୁ ଜଡେଇ ଧରିଛି। ଏହାର ଅଧିକ ପ୍ରଭାବ ଯାତ୍ରୀ ଓ ଅଫିସ ଯିବାଆସିବା କରିବା ପାଇଁ ଟ୍ରାନ୍ସପୋର୍ଟର ସାହାଯ୍ୟ ନେଉଥିବା କର୍ମଚାରୀଙ୍କ ଉପରେ ପଡୁଛି। ଯାତାୟତ...
ପୋଲିସ କମିଶନର କ୍ୟାମ୍ପରେ ପଶିଗଲା ମାଙ୍କଡ, ପରେ ଏପରି କିଛି କଲେ କମିଶନର
ବର୍ତ୍ତମାନ ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଯେଉଁଥିପାଇଁ ପ୍ରାୟ ସମସ୍ତଙ୍କୁ ସମସ୍ୟା ହେଉଛି। ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଭାଇରାଲ ଭିଡିଓଟି ଉତ୍ତରପ୍ରଦେଶର। ଏକ ମାଙ୍କଡ଼ ହଠାତ୍ ପୋଲିସ କମିଶନର କ୍ୟାମ୍ପରେ...
ବିଶ୍ୱର ସବୁଠାରୁ ଧନୀ ପରିବାର, ୪ ହଜାର କୋଟିର ମହଲ, ୭୦୦ରୁ ଅଧିକ କାର
ନୂଆଦିଲ୍ଲୀ: ନିକଟରେ ଭାରତ ଗସ୍ତରେ ଆସିଥିବା ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦ ଅଲ ନାହିୟାନ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ତାଙ୍କ ପରିବାର ହେଉଛି ବିଶ୍ୱର ସବୁଠାରୁ ଧନୀ ପରିବାର। ଲୋକମାନେ ସେମାନଙ୍କର ନେଟ ମୂଲ୍ୟ...
ପ୍ରତି ମାସରେ ୨୫ ଲକ୍ଷ ରୋଜଗାର କରୁଛି ଏଆଇ ଗର୍ଲଫ୍ରେଣ୍ଡ, ଦୂରକରୁଛି ପୁରୁଷଙ୍କ ଏକେଲାପଣ
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାଧ୍ୟମରେ କୋଟି କୋଟି ଟଙ୍କା ରୋଜଗାରର ପଦ୍ଧତିକୁ ବ୍ୟାଖ୍ୟା କରାଯାଇଥିବାବେଳେ ଏହା ମଧ୍ୟ ଅନେକ ପ୍ରକାରର ବିଳାସପୂର୍ଣ୍ଣତା ପ୍ରଦାନ କରୁଥିବା ଦାବି କରାଯାଇଛି। ବର୍ତ୍ତମାନ ଫକ୍ସି ଏଆଇ ନାମକ ଏକ କମ୍ପାନୀ ଏକ ମଡେଲ ତିଆରି କରିଛି,...
Archives


