ଫୁରସତ

ସାମାନ୍ୟ ଭୁଲ୍‌ ପାଇଁ ଆକାଉଣ୍ଟରୁ କଟିଗଲା ଏତିକି ଲକ୍ଷ

ଅନ୍‌ଲାଇନ୍‌ ଟଙ୍କା କାରବାର ସମୟରେ ସବୁବେଳେ ସାବଧାନ ରହିବା ଉଚିତ୍‌। ନଚେତ୍‌ କେତେବେଳେ ଆକାଉଣ୍ଟ ଖାଲି ହୋଇଯିବ ତାହା କହିହେବ ନାହିଁ। ଅଷ୍ଟ୍ରେଲିଆର ଜଣେ ବ୍ୟକ୍ତିଙ୍କର ସାମାନ୍ୟ…

4 years ago

୮୩ ବର୍ଷ ବୟସରେ ରତନ ଟାଟା ଶିଖୁଛନ୍ତି ଏହି କାମ, ଜାଣିଲେ କରିବେ ପ୍ରଶଂସା

ବିଶିଷ୍ଟ ଶିଳ୍ପପତି ତଥା ଟାଟା ଗ୍ରୁପ୍‌ର ଚେୟାରମ୍ୟାନ ରତନ ଟାଟା ଉଦ୍ୟୋଗ ଜଗତରେ ବେଶ୍‌ ପରିଚିତ ନାମ। ତାଙ୍କ ବିଷୟରେ ଏମିତି କିଛି ଖାସ୍‌ କଥା ଅଛି,…

4 years ago

ରାଗିଗଲା ଷଣ୍ଢ; ଜଣଙ୍କ ପରେ ଜଣଙ୍କୁ ଶୂନ୍ୟରେ ଟେକି କଚାଡ଼ିଲା; ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ମଜାଦାର ହୋଇଥିବା ବେଳେ କିଛି ଆଶ୍ଚର୍ଯ୍ୟ କଲାଭଳି ଥାଏ। ସେଭଳି ଏକ ଭିଡିଓ ଏବେ ଭାଇରାଲ…

4 years ago

ମଣିଷ ହାତରୁ ଫୋନ୍‌ ଛଡ଼ାଇ ଏମିତି ଚଳାଇଲା ଶିମ୍ପାଞ୍ଜି; ଭିଡିଓ ଦେଖିଲେ କହିବେ…

ମଣିଷମାନଙ୍କ ସହ ଆଜିକାଲି ପଶୁମାନେ ମଧ୍ୟ ହାଇଟେକ୍‌ ହୋଇଯାଉଛନ୍ତି। ସେହିଭଳି କିଛି ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳେ। ସେଥିରୁ କିଛି ଦେଖି ଚକିତ କରିଥାଏ। ଏହି…

4 years ago

ଫଁ ଫଁ ଗର୍ଜନ କରି ସ୍କୁଟିରୁ ହଠାତ୍‌ ବାହାରିଲା ନାଗ: ଆଉ ତା’ ପରେ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ…

4 years ago

ବିବାହ ମଣ୍ଡପକୁ ଯାଉଥିବାବେଳେ ବାଟରେ କନ୍ୟାଙ୍କ ଗାଡି ହେଲା ଖରାପ; ଆଉ ତା’ପରେ

ନଟିଂହାମଶାୟର୍‌: କୌଣସି ସ୍ଥାନକୁ ଶୀଘ୍ର ଯାତ୍ରା କରିବାକୁ ଥିଲେ, ବାଟରେ ଗାଡି ଖରାପ ହେବା ପ୍ରାୟ ଅଧିକାଂଶ ଲୋକଙ୍କ ସହ ଘଟିଥାଏ। ଏହି ସମୟରେ ମନରେ ରାଗ…

4 years ago

ଛୋଟ ସାପ ଭାବି ଲାଞ୍ଜକୁ ଧରି ଟାଣୁଥିଲେ; ଫଣା ଟେକି ଗର୍ଜନ କରି ଉଠିଲା ଅହିରାଜ; ଆଉ ତା’ ପରେ…

ଆଜିକାଲି ସୋସିଆଲ ମିଡିଆରେ ସାଧାରଣଜନତାଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସକ୍ରିୟ ରହୁଛନ୍ତି। ଅନେକ ଭାରତୀୟ ବନସେବା ଅଧିକାରୀଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି। ସେମାନେ…

4 years ago

ଫ୍ଲାଇଟ୍‌ରେ ଡ୍ୟାନ୍ସ କଲେ ଏୟାର ହୋଷ୍ଟେସ୍‌, ଭାଇରାଲ ହେଉଛି ଭିଡିଓ

ଜଣେ ଏୟାର ହୋଷ୍ଟେସଙ୍କ ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ‘ମାନିକେ ମାଗେ ହିତେ’ ଗୀତରେ ସେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଭିଡିଓଟି…

4 years ago

ମୋ ସହ ଡେଟ୍‌ରେ ଯିବା ପାଇଁ ପସନ୍ଦ କରନ୍ତି ପ୍ରତ୍ୟେକ ପୁରୁଷ, ଭିତିରି କାରଣ କହିଲେ ଏହି ମଡେଲ

ଜଣେ ମଡେଲ ତଥା ସୋସିଆଲ ମିଡିଆ ଷ୍ଟାର ନିଜର ଏକଲାପଣର ଭିନ୍ନ ଏକ କାରଣ କହିଛନ୍ତି। ତାଙ୍କର କହିବା କଥା ମୋର କୌଣସି ମହିଳା ସାଙ୍ଗ ନାହାନ୍ତି।…

4 years ago

ଜଙ୍ଗଲରୁ ଗଛପତ୍ର ଖାଇ ବର୍ଷା ପାଣି ପିଇ ଜୀବନ ରକ୍ଷା କରିଥିଲେ ଏହି ବୃଦ୍ଧ, କାରଣ ଜାଣିଲେ…

ସାଧାରଣତଃ ଭୟାନକ ଜଙ୍ଗଲରେ ସାପ, ଜୀବଜନ୍ତୁ ଆଦି ବାସ କରନ୍ତି। ଜଙ୍ଗଲରେ ଗୋଟିଏ ଦିନ ବିତାଇବା କଷ୍ଟକର। ମାତ୍ର ଜଣେ ବୃଦ୍ଧ ଏକ ଜଙ୍ଗଲରେ ୩ ରାତି…

4 years ago