ଫୁରସତ

ବିବାହ ପରେ ଫଟୋ ପାଇଁ ପୋଜ୍‌ ଦେଉଥିବାବେଳେ ଘଟିଲା ଏମିତି

ଆଜିକାଲି ବିବାହରେ ଫଟୋଶୁଟ୍‌ ଏକ ଅଭିଚ୍ଛେଦ୍ୟ ଟ୍ରେଣ୍ଡ ହୋଇଗଲାଣି। ଏବେ ବିବାହ ପୂର୍ବରୁ ମଧ୍ୟ ଯୁବକ-ଯୁବତୀ ଫଟୋଶୁଟ୍‌ କରୁଥିବାର ଦେଖାଯାଏ। ଏହି ଫଟୋଶୁଟଗୁଡ଼ିକ ଦମ୍ପତିଙ୍କ ସମ୍ପର୍କର ସବୁଠାରୁ…

5 years ago

ଏମିତି ପକ୍ଷୀ, ଯିଏ କେବେ ବି ଭୂମିରେ ରଖେ ନାହିଁ ପାଦ

ପୃଥିବୀରେ ଅନେକ ପ୍ରକାରର ପଶୁ ଏବଂ ପକ୍ଷୀ ବାସ କରନ୍ତି। ଆପଣ ପକ୍ଷୀମାନଙ୍କୁ ଗଛରେ ବସିଥିବାର କିମ୍ବା ଆକାଶରେ ଉଡ଼ୁଥିବା ଦେଖିଥିବେ। ଏହା ସହିତ ନିଶ୍ଚିତ ଭାବରେ…

5 years ago

ସମୃଦ୍ଧ ପୃଥିବୀ ପାଇଁ ଯୁଦ୍ଧ ନୁହେଁ ଶାନ୍ତି ଅପରିହାର୍ଯ୍ୟ

ଶାନ୍ତି ଏବଂ ସହନଶୀତଳା ଦ୍ୱାରା ବିକାଶର ଲକ୍ଷ୍ୟ ହାସଲ କରିବା ସହଜ ହୋଇଥାଏ। କାରଣ ହିଂସା ଦ୍ୱାରା କେବେ ମଧ୍ୟ ବିଜୟ ଲାଭ କରାଯାଇ ପାରେନା। ସ୍ନେହ…

5 years ago

୪ କୁକୁର ଛୁଆଙ୍କୁ କ୍ଷୀର ଦେଇ ପାଳୁଛି ଗାଈ

ବେଙ୍ଗାଲୁରୁ,୬।୧: ଆଜିକାଲି ମଣିଷ ଭିତରୁ ମାନବିକତା କମି କମି ଯାଉଛି। ମଣିଷ ଅପେକ୍ଷା ପଶୁଙ୍କଠାରେ ଅଧିକ ମାନବୀୟ ଗୁଣ ଦେଖିବାକୁ ମିଳୁଛି। କର୍ନାଟକର ୟାଦଗିର ଜିଲାର ପେଟ୍‌…

5 years ago

ଏମିତି ଗଛକୁ ଚଢ଼ୁଛି ଭୟଙ୍କର ସାପ, ଦେଖିଲେ ଟାଙ୍କୁରି ଉଠିବ ଲୋମ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ହସର ଖୋରାକ ଯୋଗାଉଥିବା ବେଳେ କେତେକ…

5 years ago

ଗୋଟିଏ ବାଇକ୍‌ରେ ୮ ଲୋକ; ଦେଶୀ ଯୋଗାଡ଼ର ଏହି ଭିଡିଓ ଦେଖିଲେ…

ଆବଶ୍ୟକତା ହେଉଛି ଉଦ୍ଭାବନର ଚାବିକାଠି। ଅନେକ ସମୟରେ କିଛି ଅଦ୍ଭୁତ ଉଦ୍ଭାବନ ଧ୍ୟାନ ଆକର୍ଷଣ କରିଥାଏ। ସୋସିଆଲ ମିଡିଆରେ ଏହାର ଭିଡିଓ ମଧ୍ୟ ଭାଇରାଲ ହୋଇଥାଏ। ଏବେ…

5 years ago

ସାଥୀର ମୃତ୍ୟୁକୁ ସହିପାରିଲାନି ମୟୂର, କଲା ଏମିତି ଯେ ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। ସେଥି ମଧ୍ୟରୁ କେତେକ ଭିଡିଓ ହୃଦୟ ଜିଣିନିଏ। ଆଜିକାଲି ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଏହି…

5 years ago

ମଣ୍ଡପରେ ଏମିତି ଏଣ୍ଟ୍ରି କଲେ କନ୍ୟା: ଭିଡିଓ ଦେଖି ହେବେ ଆଶ୍ଚର୍ଯ୍ୟ

ଭାରତରେ ବିବାହ ରୁତୁ ଚାଲିଛି। ବିବାହର ବିଭିନ୍ନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ବିବାହ ଦିନ ଉଭୟ ବର ଏବଂ କନ୍ୟାଙ୍କ ପାଇଁ ସ୍ବତନ୍ତ୍ର, କିନ୍ତୁ…

5 years ago

ମାଇନସ୍‌ ୫୦ ଡିଗ୍ରୀ ତାପମାତ୍ରାରେ ୪୦ ଦିନ ଏକୁଟିଆ ରହିଲେ ଏହି ମହିଳା, କାରଣ ଜାଣିଲେ…

ବ୍ରିଟିଶ ମୂଳ ଶିଖ୍‌ ଆର୍ମି ଅଫିସର ପ୍ରୀତ୍‌ ଚଣ୍ଡୀ ସାଉଥ ପୋଲର ସୋଲୋ ଟ୍ରିପ୍‌ କରିବାକୁ ଯାଇ ବରଫ ପାଲଟିଗଲେ। ଏମିତି କରି ସେ ଏକ ଇତିହାସ…

5 years ago

ଶାଢି ଚିରିବା ପରେ ସେଦିନ ଏମିତି ରାଣ ଖାଇଥିଲେ ଦିଦି

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ୬୭ ବର୍ଷରେ ପଦାର୍ପଣ କରିଛନ୍ତି। ସେ ଜାନୁୟାରୀ ୧୯୫୫ରେ ପଶ୍ଚିମବଙ୍ଗର ରାଜଧାନୀ କଲିକତା (ବର୍ତ୍ତମାନ କୋଲକାତା)ର ଏକ ବ୍ରାହ୍ମଣ ପରିବାରରେ…

5 years ago